Satsang Vihar Surat, ગુજરાત. ଗୁଜରାଟ

  • Home
  • India
  • Surat
  • Satsang Vihar Surat, ગુજરાત. ଗୁଜରାଟ

Satsang Vihar Surat, ગુજરાત. ଗୁଜରାଟ The temple of sri sri thakur anukul chandra Spiritual Place

18/04/2025

Nari Sikshya
Geeti Bani
Odia

Jayguru 🙏
19/10/2023

Jayguru 🙏

ଆସ କିଛି ନୂଆ ସୃଷ୍ଟି କରିବା ।
07/10/2023

ଆସ କିଛି ନୂଆ ସୃଷ୍ଟି କରିବା ।

02/10/2023

Follow to my channel 👇

ମାଘ ୧୮, ସୋମବାର, ୧୩୬୦ ( ପହିଲା ଫେବୃଆରୀ,୧୯୫୪ )ବଡ଼ାଲବାଂଲାର ପ୍ରାଙ୍ଗଣରେ ଅବସ୍ଥିତ ଗୋଲ ତାସୁଟିକୁ ଭାଙ୍ଗି ବଡ଼ ଓ ଅନେକ ଉଚ୍ଚ କରା ହୋଇଛି ...
24/07/2023

ମାଘ ୧୮, ସୋମବାର, ୧୩୬୦ ( ପହିଲା ଫେବୃଆରୀ,୧୯୫୪ )

ବଡ଼ାଲବାଂଲାର ପ୍ରାଙ୍ଗଣରେ ଅବସ୍ଥିତ ଗୋଲ ତାସୁଟିକୁ ଭାଙ୍ଗି ବଡ଼ ଓ ଅନେକ ଉଚ୍ଚ କରା ହୋଇଛି । ଆଜି ସକାଳେ ଦିନ ଦେଖି ଶ୍ରୀଶ୍ରୀଠାକୁର ଶ୍ରୀଶ୍ରୀବଡ଼ମାଙ୍କ ସହିତ ଉକ୍ତ ଘରେ ପ୍ରବେଶ କରିଛନ୍ତି । କିଛିକ୍ଷଣ ସେଠାରେ ବସି ଟିକିଏ ଗଳ୍ପ କରି ଯତି-ଆଶ୍ରମ ସାମ୍ନାରେ ପିଜୁଳି ଗଛତଳେ ଆସି ବସିଲେ ଶ୍ରୀଶ୍ରୀଠାକୁର । ଏଠି ଆଜିକାଲି ମଝିରେ ମଝିରେ ସକାଳେ-ବିକାଳେ ଆସି ବସୁଛନ୍ତି । ଚାନ୍ଦୁଆ ଟାଙ୍ଗିଦେଇ, ଖଟ ପକାଇ ଜାଗା କରି ରଖା ହୋଇଛି । ସକାଳର ଖରା ବେଶ୍ ଚାରିପାଖରେ ପଡ଼ିଛି । ଭକ୍ତବୃନ୍ଦ ଜଣ ଜଣ କରି ଆସି ଖଟ ଚାରିପାଖରେ ବସିଛନ୍ତି । କେଷ୍ଟଦା ( ଭଟ୍ଟାଚାର୍ଯ୍ୟ ) , ଜନାର୍ଦ୍ଦନ ଭାଇ ( ମୁଖାର୍ଜୀ ) ,ବିହାରର ଜନୈକ ଶର୍ମା ଭାଇ ପ୍ରଭୃତି ଅଛନ୍ତି । ଇତି ମଧ୍ୟରେ ଆମେରିକାରୁ ଜନ୍ ମାଇକେଲ୍ ନାମରେ ନବାଗତ ଜଣେ ସାମ୍ବାଦିକ ଭଦ୍ରଲୋକ ଦେଖା-କରିବାକୁ ଆସିଲେ । ପ୍ରଥମେ ଜାଣିବାକୁ ଚାହିଲେ ଶ୍ରୀଶ୍ରୀଠାକୁରଙ୍କ ଦେହ କିପରି ଅଛି । ତତ୍ପରେ ଶ୍ରୀଶ୍ରୀଠାକୁରଙ୍କ ଅନୁମତି ନେଇ କିଛି ପ୍ରଶ୍ନ ପଚାରିବାକୁ ଲାଗିଲେ ।

କେଷ୍ଟଦା ଅନୁବାଦ କରି ସମସ୍ତ କହିବାକୁ ଲାଗିଲେ ।
ମାଇକେଲ – ଆପଣଙ୍କର ଭାବଧାରା କ'ଣ କେବଳ ସତସଙ୍ଗର ଉନ୍ନତି କରିବ , ନା ସମସ୍ତ ଦେଶର ଉନ୍ନତି କରିବ ?
ଶ୍ରୀଶ୍ରୀଠାକୁର– ମୋର ମନେହୁଏ, ସମସ୍ତ ଦେଶରହିଁ ଉନ୍ନତି କରିବ ।
ମାଇକେଲ – ଆପଣଙ୍କର ଏଇ ବାର୍ତ୍ତା ସକଳେ କିଭାବେ ଜାଣି ପାରିବେ ?
ଶ୍ରୀଶ୍ରୀଠାକୁର – ଜାଣିପାରିବେ, ମଣିଷ ଏବଂ କର୍ମ୍ମଧାରା ଭିତର ଦେଇ ।
ମାଇକେଲ – ଠାକୁରଙ୍କର ଏଇ ସମସ୍ତ ଶିକ୍ଷାର ଉତ୍ସଟା କ'ଣ ?
ଶ୍ରୀଶ୍ରୀଠାକୁର – ଆମ୍ଭେମାନେ ସତ୍ତା କୁ ଭଲପାଉ । ବଞ୍ଚିବାକୁ ଚାହୁ, ବଢ଼ିବାକୁ ଚାହୁ ଏହାହିଁ ହେଲା ଅନ୍ତରର ବାସନା ଆଉ, ବଞ୍ଚିବାକୁ ହେଲେହିଁ ଦରକାର ଈଶ୍ୱର, ନିଜର ଏବଂ ପାରିପାର୍ଶ୍ୱିକର ନିୟନ୍ତ୍ରଣ ।
କେଷ୍ଟଦା – କିନ୍ତୁ ଏହାର ଉତ୍ସ କେଉଁଠି ?
ଶ୍ରୀଶ୍ରୀଠାକୁର – ସତ୍ତା ହିଁ ଉତ୍ସ ।

କ୍ରମଶଃ...................

🙏बन्देपुरुषोत्तमम 🙏युग पुरुषोत्तम परम प्रेममय श्रीश्रीठाकुर अनुकूल चंद्र जी के  💯.th उत्कल आगमन का स्मृति महोत्सव है ।
01/01/2022

🙏बन्देपुरुषोत्तमम 🙏

युग पुरुषोत्तम परम प्रेममय श्रीश्रीठाकुर अनुकूल चंद्र जी के 💯.th उत्कल आगमन का स्मृति महोत्सव है ।

Address

Surat

Alerts

Be the first to know and let us send you an email when Satsang Vihar Surat, ગુજરાત. ଗୁଜରାଟ posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Satsang Vihar Surat, ગુજરાત. ଗୁଜରାଟ:

Share