Gajalaxmi Puja Committee ,S.Rampur

Gajalaxmi Puja Committee ,S.Rampur Jai Maa Gajalaxmi

ମାଁ ଗଜଲକ୍ଷ୍ମୀ ପୂଜା କମିଟି ପରିବାର ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା 💐💐 ଆଗାମୀ ଭବିଷ୍ୟତ ଉଜ୍ଵଳମୟ ହେଉ 💐  District Administr...
12/05/2026

ମାଁ ଗଜଲକ୍ଷ୍ମୀ ପୂଜା କମିଟି ପରିବାର ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା 💐💐 ଆଗାମୀ ଭବିଷ୍ୟତ ଉଜ୍ଵଳମୟ ହେଉ 💐

District Administration Subarnapur

🙏ଜୟ ମାଁ ଗଜଲକ୍ଷ୍ମୀ🙏ରାମପୁର ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ଆଇଆଇସି ଶ୍ରୀଯୁକ୍ତ ଡୋଳାମଣି ନାଏକ ସାର୍ ଙ୍କୁ ଆମ୍ଭ ପୂଜା କମିଟୀ ତରଫ...
19/01/2026

🙏ଜୟ ମାଁ ଗଜଲକ୍ଷ୍ମୀ🙏
ରାମପୁର ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ଆଇଆଇସି ଶ୍ରୀଯୁକ୍ତ ଡୋଳାମଣି ନାଏକ ସାର୍ ଙ୍କୁ ଆମ୍ଭ ପୂଜା କମିଟୀ ତରଫ ରୁ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇ ସ୍ବାଗତ ଅର୍ପଣ କଲୁ।💐💐💐

31/12/2025

ସମସ୍ତ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଏବଂ ଶୁଭେଚ୍ଛା,ମାଁ ଗଜଲକ୍ଷ୍ମୀ ଙ୍କ କୃପା ସମସ୍ତ ଭକ୍ତ ମାନଙ୍କ ଉପରେ ସଦା ସର୍ବଦା ରହି ଥାଉ ଏବଂ ନୂତନ ବର୍ଷ ସମସ୍ତ ଙ୍କ ପାଇଁ ସୁଭମୟ,ହସ ଉଲ୍ଲାସ ଏବଂ ପ୍ରେମମୟ ରେ ରହୂ ମାଁ ଏହା ହିଁ ଆମର ପ୍ରାର୍ଥନା 🙏🙏💐💐

ଏଇଟା ଏନ୍ତା ଜମାନା ଯେ ଛୁଆ ନାଇ କାନଲେ ମା ଗୁରସ୍ ଭି ନାଇ ଦେବାର ବାକି.........
19/11/2025

ଏଇଟା ଏନ୍ତା ଜମାନା ଯେ ଛୁଆ ନାଇ କାନଲେ ମା ଗୁରସ୍ ଭି ନାଇ ଦେବାର ବାକି.........

We, the committee members, are proud to extend our warmest congratulations to Sushil Meher, who has been selected as Kan...
18/11/2025

We, the committee members, are proud to extend our warmest congratulations to Sushil Meher, who has been selected as Kansa Maharaj at the world-famous Dhanuyatra in Bargarh and who has performed as Murasura Maharaj on our stage from 4 to 5 years.

Your voice may be silenced, but the music of your soul continues to echo through eternity, touching lives and spreading ...
18/11/2025

Your voice may be silenced, but the music of your soul continues to echo through eternity, touching lives and spreading love. What a profound legacy you leave behind. Rest in Peace 🙏🙏

ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ🙏ଆଜି ରାମ‌ପୁର ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା 1st Mini Marathon ଅବସରରେ ସହଯୋଗ କରିଥିବ...
02/11/2025

ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ🙏

ଆଜି ରାମ‌ପୁର ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା 1st Mini Marathon ଅବସରରେ ସହଯୋଗ କରିଥିବା ସମସ୍ତ ଜନସାଧାରଣ, ଖେଳାଳି ଗଣ, ପୋଲିସ କର୍ମଚାରୀ, ଦମକଳ କର୍ମଚାରୀ, ମେଡିକାଲ ଷ୍ଟାଫ, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁ, ସମସ୍ତ ଅତିଥି ଗଣ ଏବଂ ଆୟୋଜକ ବନ୍ଧୁଙ୍କୁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଓ ବ୍ୟକ୍ତିଗତ ଦ୍ବିଗତ ଭାବେ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛି ଆପଣ ସମସ୍ତଙ୍କର ମିଳିତ ସ‌ହ‌ଯୋଗରେ ଆଜି ରାମପୁର ମାଟିରେ ଏଭଳି ଏକ ଆୟୋଜନ ସମ୍ଭବ ହୋଇପାରିଛି ।। ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ||

ଆଜିର ଏ ମିନି ମାରାଥନରେ ସାମିଲ ହୋଇ ଥିବା ପାଖା ପାଖୂ 150 ପ୍ରତିଯୋଗୀଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ ଜଣାଉଛୁ💐💐

ମାଁ ଗଜଲକ୍ଷ୍ମୀ ଙ୍କ ପ୍ରତିମା ବିସର୍ଜନ ଶୋଭା ଯାତ୍ରା 🙏🙏ଜୟ ମାଁ ଗଜଲକ୍ଷ୍ମୀ 🙏🙏
18/10/2025

ମାଁ ଗଜଲକ୍ଷ୍ମୀ ଙ୍କ ପ୍ରତିମା ବିସର୍ଜନ ଶୋଭା ଯାତ୍ରା 🙏🙏
ଜୟ ମାଁ ଗଜଲକ୍ଷ୍ମୀ 🙏🙏

17/10/2025

ମାଁ ଙ୍କ ପୂର୍ଣାହତି 🙏🙏

Address

S. RAMPUR
Sonepur-Rampur
767045

Telephone

9668386465

Website

Alerts

Be the first to know and let us send you an email when Gajalaxmi Puja Committee ,S.Rampur posts news and promotions. Your email address will not be used for any other purpose, and you can unsubscribe at any time.

Share