Baba Swapneswar Temple, Kendusahi

Baba Swapneswar Temple, Kendusahi Jay Baba Swapneswar �

ପବିତ୍ର ମକର ସଂକ୍ରାନ୍ତିରେ ଚଳନ୍ତି ସ୍ୱପ୍ନେଶ୍ୱର ମହାପ୍ରଭୁ ଓ ପାର୍ବତୀ ମହାଦେଇଙ୍କ ଦିବ୍ୟ ଦର୍ଶନ 🙏🏻
14/01/2026

ପବିତ୍ର ମକର ସଂକ୍ରାନ୍ତିରେ ଚଳନ୍ତି ସ୍ୱପ୍ନେଶ୍ୱର ମହାପ୍ରଭୁ ଓ ପାର୍ବତୀ ମହାଦେଇଙ୍କ ଦିବ୍ୟ ଦର୍ଶନ 🙏🏻

ପବିତ୍ର ମକର ସଂକ୍ରାନ୍ତି ଦର୍ଶନ 🙏🏻        #
14/01/2026

ପବିତ୍ର ମକର ସଂକ୍ରାନ୍ତି ଦର୍ଶନ 🙏🏻
#

ଜୟ ମା ରୁଦ୍ରାଣୀ। ପୀଠାଧିଶ୍ୱରୀ ଗ୍ରାମଦେବତୀ ଭଗବତୀ ରୁଦ୍ରାଣୀ ଠାକୁରାଣୀଙ୍କ ପ୍ରୀତିର୍ଥ୍ୟେ ପଞ୍ଚପଦୀ ଜଣାଣ।
28/12/2025

ଜୟ ମା ରୁଦ୍ରାଣୀ। ପୀଠାଧିଶ୍ୱରୀ ଗ୍ରାମଦେବତୀ ଭଗବତୀ ରୁଦ୍ରାଣୀ ଠାକୁରାଣୀଙ୍କ ପ୍ରୀତିର୍ଥ୍ୟେ ପଞ୍ଚପଦୀ ଜଣାଣ।

ପୀଠାଧିଷ୍ଠାତ୍ରୀ ମା ରୁଦ୍ରାଣୀ ଠାକୁରାଣୀ ଓ ଅନ୍ନପୂର୍ଣ୍ଣା ପାର୍ବତୀ ଠାକୁରାଣୀଙ୍କ ଆଜିର ବେଶ ଦର୍ଶନ।
24/12/2025

ପୀଠାଧିଷ୍ଠାତ୍ରୀ ମା ରୁଦ୍ରାଣୀ ଠାକୁରାଣୀ ଓ ଅନ୍ନପୂର୍ଣ୍ଣା ପାର୍ବତୀ ଠାକୁରାଣୀଙ୍କ ଆଜିର ବେଶ ଦର୍ଶନ।

ହଜିଗଲାଣି ଦାଣ୍ଡ ଓଳିଆ/ଦାଣ୍ଡ ପହଁରା/ଆ-କା-ମା ଓଷା ଓଡ଼ିଶାରେ ବାର ମାସରେ ତେର ପର୍ବ ତହିଁରୁ ଅନ୍ୟତମ ଏ ଓଷାଟି। ସାଧାରଣତଃ ମାର୍ଗଶିର ପ୍ରଥମ ଦ...
24/11/2025

ହଜିଗଲାଣି ଦାଣ୍ଡ ଓଳିଆ/ଦାଣ୍ଡ ପହଁରା/ଆ-କା-ମା ଓଷା
ଓଡ଼ିଶାରେ ବାର ମାସରେ ତେର ପର୍ବ ତହିଁରୁ ଅନ୍ୟତମ ଏ ଓଷାଟି। ସାଧାରଣତଃ ମାର୍ଗଶିର ପ୍ରଥମ ଦିନ(ପ୍ରତିପଦ) ପୂର୍ଣ୍ଣିମା ଯାଏଁ ଦୀର୍ଘ ମାସେ କାଳ ଏହାକୁ ପାଳନ କରାଯାଏ। କୁମାରୀ ଝିଅମାନେ ଏହାକୁ ପାଳନ କରିଥାନ୍ତି। ଏକ କିଆ(କେତକୀ) ଗଛକୁ ଆଣି ପୋତା ଯାଇଥାଏ ଏବଂ ପାଞ୍ଚଟି ବଡ଼ରୁ ସାନ କ୍ରମେ ତ୍ରିଭୁଜାକାର ପିତୁଳା ନିର୍ମାଣ କରାଯାଏ, ଏମାନଙ୍କୁ ପଞ୍ଚୁ ପାଣ୍ଡବ ବୋଲି କୁହାଯାଏ। ପ୍ରତିଦିନ ଭୋରୁ ଭୋରୁ ଶୀତୁଆ ସକାଳରେ ଉଠି ପିଲାମାନେ କିଆଙ୍କୁ ସଜାଇ ଦାଣ୍ଡ ଓଳାଇବା ସହ ଏକ ଗୀତ ଗାଆନ୍ତି ଯଥା-
"ଆ-କା-ମା-ବୈ ପାନ ଗୁଆ ଥୋଇ, ତୋ ପାନ ଗୁଆ ତୋର ମାସକ ଧରମ ମୋର।
ଆଲାମା ପାଲା କଲା, ଚାଉଳିଆ ହଲେଇ ଦେଲା ସବୁ ପିଲାଙ୍କ ମୁଣ୍ଡରେ ।
ଖଣ୍ଡି ଲୋ ମାଦର ଲୋ କାଇଁ ହଜେଇଲୁ ଦାଆ, ବଙ୍କୁଲି ବାଡ଼ିରେ ବାଡ଼ିଆ ଖାଇ ତଳକୁ ଓହ୍ଲେଇ ଆ।
ଗିରିଆ ମା ଲୋ ଗିରିଆ ମା, ସୁ ପାଣି କରି ଖା।"
ଏପରି କିଛି। ସବୁଦିନେ କିଛି ଦୁବ ଓ ଝାଟି ମଧ୍ୟ ସଂଗ୍ରହ କରିଥାନ୍ତି। ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ସେମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଜଣେ ବୋହୁ ଏବଂ ଜଣେ ବାରିକ ହୋଇ ଗାଁ ସାରା ବୁଲନ୍ତି। ସବୁ ସଂଗୃହିତ ଦୁବ ଓ ଝାଟିକୁ ଜଳେଇ ଏକ ଧୂନି କରାଯାଏ ଓ ଅ-କା-ମାଙ୍କୁ ବିଦାୟ ଦିଆଯାଏ। ଏହା ସାଧାରଣତଃ ଭାଇଙ୍କ ମଂଗଳ ପାଇଁ ଉଦ୍ଦିଷ୍ଟ ଯେହେତୁ ମାର୍ଗଶିର ମଧ୍ୟ ଧର୍ମମାସ। ଅତୀତରେ ଏ ଓଷାଟି ଗାଁ ଗହଳିରେ ପ୍ରତି ସାହି ସାହିରେ ହେଉଥିବା ବେଳେ ଏବେ କେତେକାଂଶରେ ସୀମିତ ଏବଂ ଲୁପ୍ତପ୍ରାୟ...



Address

Kendusahi/Harishankarpur
Sakhigopal
752046

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Website

https://sites.google.com/view/wwwkendusahicom/

Alerts

Be the first to know and let us send you an email when Baba Swapneswar Temple, Kendusahi posts news and promotions. Your email address will not be used for any other purpose, and you can unsubscribe at any time.

Share

Category