He prabhu

He prabhu spiritual thought, spiritual song, dedication towards god

ହେ ପ୍ରଭୁଜୀ , ମୋତେ ଯେଉଁ ଦୁଃଖ ମିଳିଲା ତାହା ମୋର ଭାଗ୍ୟ ଥିଲା,କିନ୍ତୁ ସେହି ଦୁଃଖଗୁଡ଼ିକ ଯେ ମୋତେ ଆପଣଙ୍କ ସହ ମିଶାଇଦେଲେ, ତାହାହିଁ ମୋର ସ...
21/08/2026

ହେ ପ୍ରଭୁଜୀ , ମୋତେ ଯେଉଁ ଦୁଃଖ ମିଳିଲା ତାହା ମୋର ଭାଗ୍ୟ ଥିଲା,କିନ୍ତୁ ସେହି ଦୁଃଖଗୁଡ଼ିକ ଯେ ମୋତେ ଆପଣଙ୍କ ସହ ମିଶାଇଦେଲେ, ତାହାହିଁ ମୋର ସୌଭାଗ୍ୟ ହେ ପ୍ରଭୁଜୀ

जिसके सिर पर सारथी प्रभु का हाथ हो,उसका जीवन कभी अनाथ नहीं होता। 🙏❤️दुनिया चाहे कितनी भी दूर हो जाए,प्रभु का साथ कभी दूर...
20/08/2026

जिसके सिर पर सारथी प्रभु का हाथ हो,
उसका जीवन कभी अनाथ नहीं होता। 🙏❤️
दुनिया चाहे कितनी भी दूर हो जाए,
प्रभु का साथ कभी दूर नहीं होता। 🦚....
जय महाप्रभु सारथी 🙏♥️🙏

ଜୟ ମହାପ୍ରଭୁ ସାରଥି 🙏ଭକ୍ତ ପ୍ରସାଦ ଶ୍ରୀ ହରି ସାରଥି
20/08/2026

ଜୟ ମହାପ୍ରଭୁ ସାରଥି 🙏
ଭକ୍ତ ପ୍ରସାଦ ଶ୍ରୀ ହରି ସାରଥି

20/08/2026

ପ୍ରଥମେ ଚିନ୍ତା କର ମୋ ଭଗବାନ କଣ ଚାହୁଛନ୍ତି । ଶ୍ରୀ ମଦ ସାରଥି ଦେବଙ୍କ ଦିବ୍ୟ ବାଣୀ || He Prabhu ||

ପାଞ୍ଚ ପ୍ରହର ଧନ୍ଦାରେ ଗଲା,               ତିନି ପ୍ରହର ଶୋଇବୁ ,ଘଡ଼ିଏ ନ ଭଜି ହରି ଚରଣ, ମୁକ୍ତି କାହୁଁ ତୁ ପାଇବୁ?"
20/08/2026

ପାଞ୍ଚ ପ୍ରହର ଧନ୍ଦାରେ ଗଲା,
ତିନି ପ୍ରହର ଶୋଇବୁ ,
ଘଡ଼ିଏ ନ ଭଜି ହରି ଚରଣ, ମୁକ୍ତି କାହୁଁ ତୁ ପାଇବୁ?"

ଏ ସଂସାର ର କୌଣସି କଥା ଆମକୁ ସମାଧାନ ଦେବନାହିଁ ଏ ସଂସାର କେବଳ ସମସ୍ୟା ଦିଏ ହେଲେ ମହାପ୍ରଭୁ ସମାଧାନ ଦିଅନ୍ତି ।
19/08/2026

ଏ ସଂସାର ର କୌଣସି କଥା ଆମକୁ ସମାଧାନ ଦେବନାହିଁ ଏ ସଂସାର କେବଳ ସମସ୍ୟା ଦିଏ ହେଲେ ମହାପ୍ରଭୁ ସମାଧାନ ଦିଅନ୍ତି ।

ଗଛ କେବେହେଲେ ନିଜ ଫଳ ନିଜେ ଖାଏ ନାହିଁ ଏବଂ ପୋଖରୀ ନିଜ ପାଣି ନିଜେ ପିଏ ନାହିଁ। ଠିକ୍ ସେହିପରି, ସଜ୍ଜନ ବା ଜ୍ଞାନୀ ଲୋକମାନେ ଅନ୍ୟମାନଙ୍କ ମଙ...
18/08/2026

ଗଛ କେବେହେଲେ ନିଜ ଫଳ ନିଜେ ଖାଏ ନାହିଁ ଏବଂ ପୋଖରୀ ନିଜ ପାଣି ନିଜେ ପିଏ ନାହିଁ। ଠିକ୍ ସେହିପରି, ସଜ୍ଜନ ବା ଜ୍ଞାନୀ ଲୋକମାନେ ଅନ୍ୟମାନଙ୍କ ମଙ୍ଗଳ ପାଇଁ ହିଁ ଧନ ସଞ୍ଚୟ କରିଥାନ୍ତି।

ଏହା ହିଁ ବିଧିର ବିଧାନ ଯେଉଁ ମନୁଷ୍ୟ ସତ୍ ରେ ଥାଏ ବା ସତ କହିବାକୁ ଭଲପାଏ ସଂସାରରେ ସର୍ବାଧିକ ଘୃଣା ସେହି ମନୁଷ୍ୟ କୁ ହିଁ ମିଳିଥାଏ         ...
17/08/2026

ଏହା ହିଁ ବିଧିର ବିଧାନ ଯେଉଁ ମନୁଷ୍ୟ ସତ୍ ରେ ଥାଏ ବା ସତ କହିବାକୁ ଭଲପାଏ
ସଂସାରରେ ସର୍ବାଧିକ ଘୃଣା ସେହି ମନୁଷ୍ୟ କୁ ହିଁ ମିଳିଥାଏ

ସୁଖରେ ହସ, ଦୁଃଖରେ ଭରସା,ତୁମ ନାମରେ ମିଳେ ଜୀବନର ଆଶାପଥ ଯେତେ କଠିନ ହେଉ, ଭୟ ନାହିଁ କିଛି,କାରଣ ଆମ ସାଥୀ ହୋଇ ଅଛନ୍ତି ପ୍ରଭୁ ସାରଥି 🙏❤️ଜୟ ...
16/08/2026

ସୁଖରେ ହସ, ଦୁଃଖରେ ଭରସା,
ତୁମ ନାମରେ ମିଳେ ଜୀବନର ଆଶା
ପଥ ଯେତେ କଠିନ ହେଉ, ଭୟ ନାହିଁ କିଛି,
କାରଣ ଆମ ସାଥୀ ହୋଇ ଅଛନ୍ତି ପ୍ରଭୁ ସାରଥି 🙏❤️
ଜୟ ମହାପ୍ରଭୁ ସାରଥି 🙏

15/08/2026

मेरा भारत अखंड रहे....🙏🙏🙏

#ବନ୍ଦେମାତରମ୍ #ସ୍ୱାଧୀନତାଦିବସ #ଜୟହିନ୍ଦ #ମେରାଭାରତମହାନ #୮୦ତମସ୍ୱାଧୀନତାଦିବସ

Address

Puri
752001

Website

Alerts

Be the first to know and let us send you an email when He prabhu posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share