01/04/2021
ଗତ *ଗୋଲପୂର୍ଣୀମା* ପର୍ବ ଟିକୁ *ଦୋଳ ଯାତ* ରେ ପରିଣତ କରିବା ପଛରେ ନିଶ୍ଚିନ୍ତ ଭାବେ ଆମ ପ୍ରତିନିଧି ମାନଙ୍କ ନୀଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ର ସମ୍ମିଳିତ ଯୋଗଦାନ ରହିଛି। ଯାହା ଅ-ବର୍ଣାନୀୟ।
ସେମାନଙ୍କ ବିନା ଏ ଆୟୋଜନ ର ସଫଳତା ଅକଳ୍ପନୀୟ।
କିଛି ପ୍ରତିନିଧି ମାନଙ୍କ ଆଗ୍ରହ, ଉତ୍କଣ୍ଠା ଆମ ପାଇଁ ଏକ ଉଦାହରଣ। ବିଶେଷ କରି *ସତ୍ୟ ଭାଇନା* ଙ୍କ ଉତ୍କଣ୍ଠା ଏବଂ ତାଙ୍କ ପରିଶ୍ରମ ମୋ ପାଇଁ ଅବିସ୍ମରଣୀୟ!
ଧନ୍ୟବାଦ୍ *ସତ୍ୟ ଭାଇନା*।
ଧନ୍ୟବାଦ୍ *ବୁଢୁ ଭାଇନା*, ତୁମେ ଏପରି ଏକ ଆୟୋଜନ ର କଳ୍ପନା କରିଥିଲ!
ଧନ୍ୟବାଦ୍ *ନୀରୁ ଭାଇନା*, ଯେ ତୁମେ ଆମର ମାର୍ଗଦର୍ଶକ ସାଜିଥିଲ!
ଏବଂ ଧନ୍ୟବାଦ୍ ଅନ୍ୟ ସମସ୍ତ ଆଗଧାଡିର ପ୍ରତିନିଧି ଯିଏ ଏହି ସଫଳ ଆୟୋଜନଟିର ମାଧ୍ୟମ ହୋଇ ଥିଲେ।
ଧନ୍ୟବାଦ୍ ସେ ଭାଇନା ମାନଙ୍କୁ ଯିଏ ନିଜ ଗାଁ କୁ ଦୋଳ ଯାତ ଦେଖିବାପାଇଁ ଉପସ୍ଥିତ ଥିଲେ।
ଆଶା କରୁଛି ଏ ଉଲ୍ହାସ ଏ ଉତ୍କଣ୍ଠା ଆଗାମୀ ଦିନରେ ବଜାୟ ରହିବ।