Maa mangala puri narendrakona

Maa mangala puri narendrakona katyani mahamaye namaste haraballve
krushna r mata namostvya vhyo vhyo namamham,। 🔱🌺🥰 jay maa mangala, maa mangala bls all of u ������

Pabitra parama ekadasi k paban absar per bhagwan adi laxmi nursingha bhagwan ke darshan 🙏🚩🪬                 #🥰
11/06/2026

Pabitra parama ekadasi k paban absar per bhagwan adi laxmi nursingha bhagwan ke darshan 🙏🚩🪬
#🥰

ଜଗତ ଜୀବନ ଜନନୀ ଜରା ବ୍ୟାଧିନାଶନ ଜପି ଜପି ତୋର ନାମକୁ ସ୍ଥିର ହୁଅଇ ମନ 🙏❤️✨💫 ପୁରୀ ର ପ୍ରତିଷ୍ଠିଠା ମା ସର୍ବମଙ୍ଗଳା ବହୁତ ପୂର୍ବର ଠାକୁରାଣୀ...
09/06/2026

ଜଗତ ଜୀବନ ଜନନୀ ଜରା ବ୍ୟାଧିନାଶନ ଜପି ଜପି ତୋର ନାମକୁ ସ୍ଥିର ହୁଅଇ ମନ 🙏❤️✨💫
ପୁରୀ ର ପ୍ରତିଷ୍ଠିଠା ମା ସର୍ବମଙ୍ଗଳା ବହୁତ ପୂର୍ବର ଠାକୁରାଣୀ ମାଙ୍କ କେଵଳ ମୁଖଶୀଳା ପୂଜିତା ଯାହାଙ୍କୁ କି ପାଷାଣୀ ବିଗ୍ରହ କୁହାଯାଏ, ଚୈତ୍ର ମାସରେ ମହାପ୍ରଭୁଙ୍କ ମାହାର୍ଦ ଖଣ୍ଡୁଆ ଏବଂ ଷୋଳ ପୂଜା ରେ ମନ୍ଦିର ରୁ ମାହାର୍ଦ ମାଳା ଖଣ୍ଡୁଆ ମାଙ୍କ ସମର୍ପଣ ରେ ଆସିଥାଏ, ମା ପରମ ବୈଷ୍ଣବୀ ମା ଦେଉଳ ବଟ ମଙ୍ଗଳାଙ୍କ ପ୍ରତିନିଧିତ୍ଵ କରିଥାନ୍ତି ମା ସର୍ବମଙ୍ଗଳା 🙏
ଜୟ ମା mangala🙏🌺🙏

ଶ୍ରୀକ୍ଷେତ୍ର ର ଅଷ୍ଟଚଣ୍ଡୀ ଦେବୀ ଅଲମ୍ବା ମା ଅଲାମଚଣ୍ଡୀଙ୍କ ଚଂଲାଗି 🙌🌺ଭଗବତୀ ଚଣ୍ଡୀକା ସଂସାର କୁ ଅମୃତ ଦୃଷ୍ଟିରେ ଚାହିଁଥାନ୍ତୁ ❤️✨       ...
08/06/2026

ଶ୍ରୀକ୍ଷେତ୍ର ର ଅଷ୍ଟଚଣ୍ଡୀ ଦେବୀ ଅଲମ୍ବା ମା ଅଲାମଚଣ୍ଡୀଙ୍କ ଚଂଲାଗି 🙌🌺
ଭଗବତୀ ଚଣ୍ଡୀକା ସଂସାର କୁ ଅମୃତ ଦୃଷ୍ଟିରେ ଚାହିଁଥାନ୍ତୁ ❤️✨

06/06/2026

ମୋର ଚରଣେ ଚିତ୍ତ ଦେଇ।❤️
ଚଣ୍ଡାଳ ଘରେ ଯେବେ ଥାଇ।।🌺
ସଂସାର ତାର ପାଦେ ପୂଜେ।🙏
ଯେ ମୋର ନାମ ନିତ୍ୟେ ଭଜେ 🌺
ପୁରୀ ର ଅନ୍ୟତମା ଚଣ୍ଡୀ ଦେବୀ ଅଲାମଚଣ୍ଡୀ ଙ୍କ ଆଳତୀ ଦର୍ଶନ ✨🙏🌺 #
#

ଇଶ୍ୱର ଲୀଳା କର୍ମଯେତେ କେ ଜାଣିପାରେ ତର୍କମତେ 🙏🌺✨ପବିତ୍ର ପୁରୁଷୋତ୍ତମ ମାସ ପୁରୁଷୋତ୍ତମ ଏକାଦଶୀ ରେ କୃପାମୟୀ ପରମ ବୈଷ୍ଣଵୀ ମା ସର୍ବମଙ୍ଗଳା ...
27/05/2026

ଇଶ୍ୱର ଲୀଳା କର୍ମଯେତେ
କେ ଜାଣିପାରେ ତର୍କମତେ 🙏🌺✨
ପବିତ୍ର ପୁରୁଷୋତ୍ତମ ମାସ ପୁରୁଷୋତ୍ତମ ଏକାଦଶୀ ରେ କୃପାମୟୀ ପରମ ବୈଷ୍ଣଵୀ ମା ସର୍ବମଙ୍ଗଳା ଙ୍କ କୃପା 🙌❤️
Jay maa mangla 🌺🙌🌺

ସର୍ବ ମଙ୍ଗଳେ ମା ରଖ ତୋ ପାଦ କମଳେ 🙏🌺💫ଜୟ ମା ମଙ୍ଗଳା ✨
25/05/2026

ସର୍ବ ମଙ୍ଗଳେ ମା ରଖ ତୋ ପାଦ କମଳେ 🙏🌺💫
ଜୟ ମା ମଙ୍ଗଳା ✨

23/05/2026

ଜୟ ରଘୁନନ୍ଦନ ରାଜା ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ 🙌✨💫🌺🚩🥭
ପ୍ରଭୁ

23/05/2026

Address

Puri
PURI

Website

Alerts

Be the first to know and let us send you an email when Maa mangala puri narendrakona posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Maa mangala puri narendrakona:

Share

Category