Jay Jagannath Mohabahu Puri

Jay Jagannath Mohabahu Puri �ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ�

ଆହେ ବଡ଼ ସାଆନ୍ତେ 🙇
26/05/2026

ଆହେ ବଡ଼ ସାଆନ୍ତେ 🙇

25/05/2026
24/05/2026

23/05/2026

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୬.୩୮ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 06.38 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 23/05/2026🙏❤️

ଅମ୍ବା ଶାମ୍ଭବୀ ଚନ୍ଦ୍ରମୌଳିରବଳା ଅପର୍ଣ୍ଣା ଉମା ପାର୍ବତୀ କାଳୀ ହୈମବତୀ ଶିବା ତ୍ରିନୟନା କାତ୍ୟାୟିନୀ ଭୈରବୀ ।ସାବିତ୍ରୀ ନବଯୌବନା ଶୁଭକରୀ ସା...
22/05/2026

ଅମ୍ବା ଶାମ୍ଭବୀ ଚନ୍ଦ୍ରମୌଳିରବଳା ଅପର୍ଣ୍ଣା ଉମା ପାର୍ବତୀ
କାଳୀ ହୈମବତୀ ଶିବା ତ୍ରିନୟନା କାତ୍ୟାୟିନୀ ଭୈରବୀ ।
ସାବିତ୍ରୀ ନବଯୌବନା ଶୁଭକରୀ ସାମ୍ରାଜ୍ୟ ଲକ୍ଷ୍ମୀପ୍ରଦା
ଚିଦ୍ରୁପୀ ପରାଦେବତା ଭଗବତୀ ଶ୍ରୀ ରାଜରାଜେଶ୍ବରୀ ।।

देबाधिदेबराजेश्वर ठाकुर मणिमा...ଦେବାଧିଦେବରାଜେଶ୍ବର ଠାକୁର ମଣିମା... Debadhidebarajeswara Thakura Manima..
14/05/2026

देबाधिदेबराजेश्वर ठाकुर मणिमा...
ଦେବାଧିଦେବରାଜେଶ୍ବର ଠାକୁର ମଣିମା...
Debadhidebarajeswara Thakura Manima..

12/05/2026

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ
ଜୟ ଜଗନ୍ନାଥ 🔘‼️🔘



#ମଣିମା


⭕‼️⭕🙏🏻ମହା ବାହୁ ପ୍ରସାରି ବସିଛ, ତୋଳି ନବାକୁ ଦୁଃଖୀ ର ଦୁଃଖ ।ଅପଲକ ନେତ୍ରେ ଚାହିଁ ଯେ ବସିଛ, ପୋଛି ଦେବା ପାଇଁ ଭକ୍ତି ଆଖୁ ଲୁହ ।ନୁହେଁ ତୁମ...
11/06/2025

⭕‼️⭕🙏🏻
ମହା ବାହୁ ପ୍ରସାରି ବସିଛ, ତୋଳି ନବାକୁ ଦୁଃଖୀ ର ଦୁଃଖ ।

ଅପଲକ ନେତ୍ରେ ଚାହିଁ ଯେ ବସିଛ, ପୋଛି ଦେବା ପାଇଁ ଭକ୍ତି ଆଖୁ ଲୁହ ।

ନୁହେଁ ତୁମେ ଇତର ମାନବ ରୁ ଆନ, ସ୍ନାନ ବସ୍ତ୍ର ପିନ୍ଧି ପିଣ୍ଡି ପରେ କର ସ୍ନାନ।

ନୀଳ କନ୍ଦର ଛାଡି ସ୍ନାନ ବେଦି କୁ ଆସିଛ, ସ୍ନାନ ଜଳେ ପ୍ରଭୁ ସବୁ ପାପ କି ଧୋଇ ନବ ।

ଅତି ସ୍ନାନ କରି ପ୍ରଭୁ ପଡିବ ଜର ରେ, ଔଷଧୂ ସେବନ କରିବ ଅଣସର ଘରେ ।

ସୁସ୍ଥ ହୋଇ ଶୀଘ୍ର ଆସିବ ଦାରୁ ଦିଅଁ, ପୁନଃ ଦେଖୁବି ସେଇ କଳା ଶ୍ରୀମୁଖ ।🙏🏻







Shree Jagannath Mahabahu
Jay Jagannath TV
Shree Jagannath Dham

Address

Jay Jagannath
Puri

Website

Alerts

Be the first to know and let us send you an email when Jay Jagannath Mohabahu Puri posts news and promotions. Your email address will not be used for any other purpose, and you can unsubscribe at any time.

Share

Category