18/06/2026
ଶିବପାର୍ବତୀ ବିବାହୋତ୍ସବ |
ଶ୍ରୀ ଶ୍ରୀ ଓଁକାରେଶ୍ୱର ମହାଦେବ ମାତା ପାର୍ବତୀ ବିବାହୋତ୍ସବ
ଆସନ୍ତା ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ, ଶୁକ୍ରବାର (୧୯ ଜୁନ, ୨୦୨୬) ଦିନ ଦେବାଧିଦେବ ଶ୍ରୀମହାଦେବ ଓଁକାରେଶ୍ୱର ଙ୍କ ସହିତ ମାତା ପାର୍ବତୀ ମହାଦେବୀଙ୍କ ପବିତ୍ର ବିବାହ ଉତ୍ସବ, ଯଥାବିଧି ଅନୁଷ୍ଠିତ ହେବ ।
୧୮ ଜୁନ ୨୦୨୬ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥ, ଗୁରୁବାର ) : କନ୍ୟାଚୋରି
୧୯ ଜୁନ ୨୦୨୬ (ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ, ଶୁକ୍ରବାର ) : ପବିତ୍ର ବିବାହୋତ୍ସବ
୨୧ ଜୁନ୍ (ଜ୍ୟେଷ୍ଠ ଶୁକ୍ଳ ସପ୍ତମୀ , ରବିବାର ) : ପନ୍ତି ଭୋଗ , ମହାଦେବଙ୍କ ଗୁଆଲି ଉତ୍ସବ, ସହର ପରିକ୍ରମା
ShivaParvati Vivaha Utsav
Shree Shree Omkareshwar Mahadev Maa Parvati Vivaha Utsav, Puri
On the auspicious occasion of Jyeshtha Shukla Panchami, on 19th june 2026 ( Friday ), the divine wedding ceremony of Lord Shiva Omkareshwar and Goddess Parvati shall be observed with great reverence and traditional sanctity. 🔱
18th june 2026 (Jyeshtha Shukla Chaturthi, (thursday ): Kanyachori.
19th june 2026 (Jyeshtha Shukla Panchami, ( Friday ): Shiva Vivaha Utsav.
21th June 2026 (Jyeshtha Shukla Saptami, ( sunday ): Guaali Jatra, Panti Bhoga , Sahara Parikrama.
organise by - Shree Shree Omkareshwar Mahadev Charitable Religious Trust, Omkareshwar Temple Puri. 🔱