Jay Maa Dakhinakali Biranarasinghpur

  • Home
  • Jay Maa Dakhinakali Biranarasinghpur
Call Directions Website

Jay Maa Dakhinakali Biranarasinghpur Contact information, map and directions, contact form, opening hours, services, ratings, photos, videos and announcements from Jay Maa Dakhinakali Biranarasinghpur, Hindu temple, Biranarasinghpur Dakhinakali temple peetha, .

🚩 MAA DAKHINAKALI PEETHA - Official Verified Page 💙
📍 AT-Biranarasinghpur, Puri Bypass, New Jagannath Sadak, Odisha 752012
🙏 Daily Darshan | Aarti | 10K+ Bhakta Parivar
📸 Instagram:
📞 Contact: 9776229333 | Jay Maa! 🙏

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଜଗତଜନନୀ ଙ୍କ ଆଜିର ଦର୍ଶନ 🙏🙏🚩🚩🚩
20/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଜଗତଜନନୀ ଙ୍କ ଆଜିର ଦର୍ଶନ 🙏🙏🚩🚩🚩

ଜୟ ମାଁ dakhinak🙏🚩🚩🚩ଆଜିର ସନ୍ଧ୍ୟା ସମୟର କିଛି ମୁହୂର୍ତ୍ତ 🙏🙏🚩🚩
19/09/2026

ଜୟ ମାଁ dakhinak🙏🚩🚩🚩
ଆଜିର ସନ୍ଧ୍ୟା ସମୟର କିଛି ମୁହୂର୍ତ୍ତ 🙏🙏🚩🚩

19/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଆଜି ଶନିବାର ଦିନର ଭବ୍ୟ ସୁନ୍ଦର ଆଳତୀ ଦର୍ଶନ 🙏🙏🚩🚩🚩

ଜୟ ମାଁ ଦକ୍ଷିଣକାଳୀ! 🚩 ଆଜି ପବିତ୍ର ଶନିବାର ଅବସରରେ ମାଁ ଦକ୍ଷିଣକାଳୀ ଏବଂ ପ୍ରଭୁ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତ...
19/09/2026

ଜୟ ମାଁ ଦକ୍ଷିଣକାଳୀ! 🚩 ଆଜି ପବିତ୍ର ଶନିବାର ଅବସରରେ ମାଁ ଦକ୍ଷିଣକାଳୀ ଏବଂ ପ୍ରଭୁ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ ଭରିଯାଉ. ଶନିବାର ଦିନ ମହାକାଳୀ ଓ ଶନିଦେବଙ୍କ ଆରାଧନା କଲେ ସମସ୍ତ ଗ୍ରହଦୋଷ ଏବଂ ସଙ୍କଟ ଦୂର ହୋଇଥାଏ.🙏🚩
🚩ଧୈର୍ଯ୍ୟ ଓ ବିଶ୍ୱାସ: ଜୀବନରେ ସମସ୍ୟା ଯେତେ ବଡ଼ ହେଲେ ମଧ୍ୟ ମାଁ ଦକ୍ଷିଣକାଳୀଙ୍କ ଉପରେ ରଖିଥିବା ବିଶ୍ୱାସ ତା’ଠାରୁ ଅଧିକ ବଡ଼ ହେବା ଦରକାର. ମାଁ ସବୁ ସଙ୍କଟ ହରଣ କରିବେ.🙏🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଆଜିର ଦର୍ଶନ 🙏🙏🚩🚩🚩🚩🚩🚩q
18/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜିର ଦର୍ଶନ 🙏🙏🚩🚩🚩🚩🚩🚩q

17/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଆଜି ପବିତ୍ର ସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା ରେ ମାଁ ଙ୍କର ଦିବ୍ୟ ସନ୍ଧ୍ୟା ଆଳତୀ ଦର୍ଶନ 🙏🙏🚩🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଆଜି କନ୍ୟା ସଂକ୍ରାନ୍ତି ଏବଂ ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ଜଗତଜନନୀ ମାଁ ଦକ୍ଷିଣକାଳୀଙ୍କ ଚରଣାରବିନ୍ଦରେ କୋଟି...
17/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜି କନ୍ୟା ସଂକ୍ରାନ୍ତି ଏବଂ ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ଜଗତଜନନୀ ମାଁ ଦକ୍ଷିଣକାଳୀଙ୍କ ଚରଣାରବିନ୍ଦରେ କୋଟି କୋଟି ପ୍ରଣାମ। ମାଆଙ୍କ କୃପାରୁ ଆପଣଙ୍କ ଜୀବନରୁ ସମସ୍ତ ଅନ୍ଧକାର ଦୂର ହେଉ ଏବଂ ଆପଣଙ୍କ ପରିବାର ହସ-ଖୁସିରେ ଭରିଉଠୁ।🌺🌺🙏🙏🚩🚩🚩

ଜୟ ମାଁ ଦକ୍ଷିଣକାଳୀ! 🚩 ମାତାଙ୍କ ଅପାର କରୁଣା ଏବଂ ଆଶୀର୍ବାଦରୁ ଆପଣଙ୍କର ଆଜିର ଦିନଟି ଅତ୍ୟନ୍ତ ମଙ୍ଗଳମୟ, ସୁଖଶାନ୍ତି ଓ ସମୃଦ୍ଧିରେ ପୂର୍ଣ୍ଣ...
16/09/2026

ଜୟ ମାଁ ଦକ୍ଷିଣକାଳୀ! 🚩 ମାତାଙ୍କ ଅପାର କରୁଣା ଏବଂ ଆଶୀର୍ବାଦରୁ ଆପଣଙ୍କର ଆଜିର ଦିନଟି ଅତ୍ୟନ୍ତ ମଙ୍ଗଳମୟ, ସୁଖଶାନ୍ତି ଓ ସମୃଦ୍ଧିରେ ପୂର୍ଣ୍ଣ ହେଉ. ମାଁ ଦକ୍ଷିଣକାଳୀ ଆପଣଙ୍କ ଜୀବନର ସମସ୍ତ ବିପଦକୁ ଦୂର କରି ଆପଣଙ୍କୁ ସତ୍‌ମାର୍ଗରେ ଚାଲିବାର ଶକ୍ତି ପ୍ରଦାନ କରନ୍ତୁ.🚩
🚩କରାଳବଦନାଂ ଘୋରାଂ ମୁକ୍ତକେଶୀଂ ଚତୁର୍ଭୁଜାମ୍।କାଳିକାଂ ଦକ୍ଷିଣାଂ ଦିବ୍ୟାଂ ମୁଣ୍ଡମାଳା ବିଭୂଷିତାମ୍॥
ଅର୍ଥ:🚩 ଯେଉଁ ମାତା ଭୟଙ୍କର ରୂପଧାରିଣୀ, ମୁକ୍ତକେଶୀ, ଚତୁର୍ଭୁଜା ଏବଂ ଦେବୀ ଦକ୍ଷିଣକାଳିକା ଭାବେ ପ୍ରସିଦ୍ଧ, ଯିଏ ଗଳାରେ ମୁଣ୍ଡମାଳା ଧାରଣ କରିଛନ୍ତି, ସେହି ପରମେଶ୍ୱରୀଙ୍କୁ ମୁଁ ପ୍ରଣାମ କରୁଛି।🙏🙏🚩🚩🚩🚩🚩

15/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩 ଆଜି ମଙ୍ଗଳବାର ଦିନର ଜଗତଜନନୀ ଙ୍କ ସନ୍ଧ୍ୟା ଆଳତୀ ଦର୍ଶନ 🙏🙏🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଜୀବନରେ ଯେତେବେଳେ ସବୁ ବାଟ ବନ୍ଦ ଦେଖାଯାଏ, ସେତେବେଳେ ମନେରଖିବ ଯେ ମାଁଙ୍କ କୃପାର ଏକ ନୂଆ ଦ୍ଵାର ଖୋଲିବାକୁ ଯାଉଛି।...
15/09/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଜୀବନରେ ଯେତେବେଳେ ସବୁ ବାଟ ବନ୍ଦ ଦେଖାଯାଏ, ସେତେବେଳେ ମନେରଖିବ ଯେ ମାଁଙ୍କ କୃପାର ଏକ ନୂଆ ଦ୍ଵାର ଖୋଲିବାକୁ ଯାଉଛି। ନିଜ କର୍ମ ଉପରେ ବିଶ୍ୱାସ ଓ ମାଁଙ୍କ ଚରଣରେ ସମର୍ପଣ ହିଁ ପ୍ରତିଟି ସଙ୍କଟରୁ ମୁକ୍ତିର ସହଜ ମାର୍ଗ।"ଆଜିର ଦିନଟି ପାଇଁ ଶୁଭ ପ୍ରେରଣା:ଧୈର୍ଯ୍ୟ ରଖନ୍ତୁ: ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ମନକୁ ଶାନ୍ତ ରଖନ୍ତୁ। ମାଁଙ୍କ ଉପରେ ଭରସା ରଖିଲେ ସବୁ ସମସ୍ୟାର ସମାଧାନ ମିଳିଯିବ।🙏🚩🚩🚩🚩

Address

Biranarasinghpur Dakhinakali Temple Peetha

752012

Alerts

Be the first to know and let us send you an email when Jay Maa Dakhinakali Biranarasinghpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your place of worship to be the top-listed place of worship?

Share