JAY MAA KALI

JAY MAA KALI MAA DAKHINAKALI PEETHA AT-BIRANARASINGHPUR SASAN PURI, BYPASS NEW JAGANATH SADAK 752012

17/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜି ପବିତ୍ର ସୋମବାର ଓ ସଂକ୍ରାନ୍ତି ଅବସରରେ ମାଁ ଙ୍କର ଦିବ୍ୟ ସନ୍ଧ୍ୟା ଆଳତୀ ଦର୍ଶନ 🙏🙏🙏🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଆଜି ଶ୍ରାବଣ ସୋମବାର ଓ ସଂକ୍ରାନ୍ତି ରେ ଜଗତଜନନୀ ଙ୍କ ଦର୍ଶନ 🙏🙏🙏🚩🚩🚩
17/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜି ଶ୍ରାବଣ ସୋମବାର ଓ ସଂକ୍ରାନ୍ତି ରେ ଜଗତଜନନୀ ଙ୍କ ଦର୍ଶନ 🙏🙏🙏🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩ଶୁଭ ସକାଳ 🚩ମଣିମା ଜୟ ହଉ 🚩🚩ଆଦ୍ୟାଦେବୀ ପରାତ୍ପରା ଭଗବତୀ ମାତା କୃପାସାଗରୀବ୍ରହ୍ମାନନ୍ଦପ୍ରଦାୟିନୀ ହରବଧୂଃ ସଚ୍ଚକ୍ରଚକ...
16/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଶୁଭ ସକାଳ 🚩ମଣିମା ଜୟ ହଉ 🚩🚩
ଆଦ୍ୟାଦେବୀ ପରାତ୍ପରା ଭଗବତୀ ମାତା କୃପାସାଗରୀବ୍ରହ୍ମାନନ୍ଦପ୍ରଦାୟିନୀ ହରବଧୂଃ ସଚ୍ଚକ୍ରଚକ୍ରେଶ୍ୱରୀ ।ମାୟାମୋହମୟୀ ଜଗଦୁଦୟକରୀ ବ୍ରହ୍ମାଣ୍ଡଭାଣ୍ଡୋଦରୀତ୍ରାହି ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ ॥🙏🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩ଆଜି ପବିତ୍ର ଶନିବାର ରେ ମାଁ ଜଗତଜନନୀ ଙ୍କର ଦିବ୍ୟ ସ୍ୱରୂପ ଦର୍ଶନ 🙏🚩🚩🚩🚩
15/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଆଜି ପବିତ୍ର ଶନିବାର ରେ ମାଁ ଜଗତଜନନୀ ଙ୍କର ଦିବ୍ୟ ସ୍ୱରୂପ ଦର୍ଶନ 🙏🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩🚩ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ରେ ମାଁ ଙ୍କର ଦିବ୍ୟ ସୁନ୍ଦର ଦର୍ଶନ 🌺🌺🙏🙏🚩🚩🚩🚩କରୁଣାମୟୀ ମାଁ ଆପଣ ଆଉ ଆପଣଙ୍କ ପରି...
12/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ରେ ମାଁ ଙ୍କର ଦିବ୍ୟ ସୁନ୍ଦର ଦର୍ଶନ 🌺🌺🙏🙏🚩🚩🚩🚩
କରୁଣାମୟୀ ମାଁ ଆପଣ ଆଉ ଆପଣଙ୍କ ପରିବାର ଙ୍କୁ ସଦା ସର୍ବଦା ନିଜ ଛତ୍ର ଛାୟାରେ ରଖନ୍ତୁ ଆଇର୍ବାଦ କରନ୍ତୁ 🙏🙏🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ! 🌺🙏​ମାଁ ଦକ୍ଷିଣକାଳୀଙ୍କ ଅପାର କରୁଣା ଓ ଆଶୀର୍ବାଦ ଆପଣଙ୍କ ଏବଂ ଆପଣଙ୍କ ପରିବାର ଉପରେ ସର୍ବଦା ବଜାୟ ରହୁ।​ଆଜି ପାଇଁ ମା...
11/08/2026

ଜୟ ମାଁ ଦକ୍ଷିଣକାଳୀ! 🌺🙏
​ମାଁ ଦକ୍ଷିଣକାଳୀଙ୍କ ଅପାର କରୁଣା ଓ ଆଶୀର୍ବାଦ ଆପଣଙ୍କ ଏବଂ ଆପଣଙ୍କ ପରିବାର ଉପରେ ସର୍ବଦା ବଜାୟ ରହୁ।
​ଆଜି ପାଇଁ ମାଁଙ୍କ ଆଶୀର୍ବାଦ ଓ ଶୁଭକାମନା:
​ମଙ୍ଗଳମୟ ଦିନ: ମାଁଙ୍କ କୃପାରୁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ, ସୁନ୍ଦର ଓ ମଙ୍ଗଳମୟ ହେଉ।
​ବିଘ୍ନ ବିନାଶ: ଆପଣଙ୍କ ଜୀବନରୁ ସମସ୍ତ ପ୍ରକାରର ଦୁଃଖ, ଭୟ, ରୋଗ ଏବଂ ବିଘ୍ନ ଦୂର ହେଉ।

08/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩🚩
ଆଜି ପବିତ୍ର ଶନିବାର ଦିନରେ ମାଁ ଙ୍କର ଦିବ୍ୟ ସନ୍ଧ୍ୟା ଆଳତୀ ଦର୍ଶନ 🙏🙏🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩ଧ୍ୟାତ୍ଵା କାଳୀଂ ମହାମାୟାଂ ତ୍ରିନେତ୍ରାଂ ବହୁରୂପିଣୀମ୍ ।ଚତୁର୍ଭୁଜାଂ ଲଳଜ୍ଜିହ୍ଵାଂ ପୂର୍ଣ୍ଣଚନ୍ଦ୍ରନିଭାନନାମ୍ ॥ ନୀଲ...
08/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଧ୍ୟାତ୍ଵା କାଳୀଂ ମହାମାୟାଂ ତ୍ରିନେତ୍ରାଂ ବହୁରୂପିଣୀମ୍ ।ଚତୁର୍ଭୁଜାଂ ଲଳଜ୍ଜିହ୍ଵାଂ ପୂର୍ଣ୍ଣଚନ୍ଦ୍ରନିଭାନନାମ୍ ॥ ନୀଲୋତ୍ପଳଦଳଶ୍ୟାମାଂ ଶତ୍ରୁସଂଘଵିଦାରିଣୀମ୍ ।ନରମୁଣ୍ଡସ୍ରଜଂ ଦେଵୀଂ ଶଵହସ୍ତାଂ ଭୟାନକାମ୍ ॥
🙏🙏🌺🌺🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩ମାଁ ଜଗତଜନନୀ ଙ୍କୁ ଦର୍ଶନ କରିବା ମାତ୍ରେ ବଡ ଠାରୁ ବଡ ରୋଗ ରୁ ମୁକ୍ତି ମିଳିଥାଏ  ତା ସେବାରେ ତା ପାଦତଳେ ନିଜକୁ ସମର୍...
07/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ମାଁ ଜଗତଜନନୀ ଙ୍କୁ ଦର୍ଶନ କରିବା ମାତ୍ରେ ବଡ ଠାରୁ ବଡ ରୋଗ ରୁ ମୁକ୍ତି ମିଳିଥାଏ ତା ସେବାରେ ତା ପାଦତଳେ ନିଜକୁ ସମର୍ପଣ କରିବା ଦ୍ୱାରା ସବୁ ଜନ୍ମରୁ ସବୁ ପୀଡ଼ାରୁ ବି ମୁକ୍ତି ମିଳିଥାଏ
ଜୟ ଲୋ ମୋ ମାଁ ଦକ୍ଷିଣକାଳୀ 🙏🙏🚩🚩🚩🚩

ଜୟ ମାଁ ଦକ୍ଷିଣକାଳୀ 🙏🚩ଭଗବତୀ ଙ୍କ ଆଜିର ଦର୍ଶନ 🙏🚩🚩ଧର୍ଯ୍ୟ ହିଁ ସବୁଠାରୁ ବଡ ଅସ୍ତ୍ର ଯାହା ସବୁରି ଥରେ ନଥାଏ ଜୟ ମାଁ 🙏🙏🚩🚩🚩
06/08/2026

ଜୟ ମାଁ ଦକ୍ଷିଣକାଳୀ 🙏🚩
ଭଗବତୀ ଙ୍କ ଆଜିର ଦର୍ଶନ 🙏🚩🚩
ଧର୍ଯ୍ୟ ହିଁ ସବୁଠାରୁ ବଡ ଅସ୍ତ୍ର ଯାହା ସବୁରି ଥରେ ନଥାଏ
ଜୟ ମାଁ 🙏🙏🚩🚩🚩

Address

Biranarasinghpur Dakhinakali Temple Peetha

752012

Alerts

Be the first to know and let us send you an email when JAY MAA KALI posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your place of worship to be the top-listed Place Of Worship?

Share