Hee_Madhaba

Directions Contact the place of worship

Hee_Madhaba Contact information, map and directions, contact form, opening hours, services, ratings, photos, videos and announcements from Hee_Madhaba, Religious organisation, Puri.

ତୁମେ ପ୍ରଭୁ ସତ୍ୟ, ନିତ୍ୟ, ଚିରନ୍ତନ
ବାକି ସବୁ ନିମିତ୍ତ ମାତ୍ର ।
ସଭିଙ୍କର ଡାକ ତୁମେ ପ୍ରଭୁ ଶୁଣ
କାହିଁ ଦିଅନି ପଦେ ଉତ୍ତର ।
ସେ ତ ଭକତ ଭାବରେ ବନ୍ଧା
ସେ ତ ଭକତ ଜୀବନ ଧନ ।
Jay Jagannath ⭕‼️⭕

Sundar mo Nilachalia❤️🙏🏻
07/10/2026

Sundar mo Nilachalia❤️🙏🏻

ତୋ ଚକା ଆଖିରେ ମୋ ଆଖି ମିଶିଲା, ସବୁ ଦୁଃଖ ମୋର କୁଆଡ଼େ ହଜିଗଲା। 🙏🏻❤️
06/10/2026

ତୋ ଚକା ଆଖିରେ ମୋ ଆଖି ମିଶିଲା, ସବୁ ଦୁଃଖ ମୋର କୁଆଡ଼େ ହଜିଗଲା। 🙏🏻❤️

05/10/2026

Kahinki Gouranga Helure Kalia🙏🏻❤️

04/10/2026

ଶ୍ରୀହରି ଚରଣେ ମନ ଲଗା ରେ🙏🏻❤️

ମତେ କରିଦେ କଳା ତୁଳସୀ, କାଳିଆ… ତୋ ଚରଣରୁ କେବେ ଦୂରେଇ ନଯାଏ। 🌿🙏🏻❤️
01/10/2026

ମତେ କରିଦେ କଳା ତୁଳସୀ, କାଳିଆ… ତୋ ଚରଣରୁ କେବେ ଦୂରେଇ ନଯାଏ। 🌿🙏🏻❤️

ଚନ୍ଦନ ତୁଳସୀ ଉଠେ ପରା ବାସେ,ତୋର ସେ ଶରଧା ବାଲି…ମୋ ମନ ହଜିଯାଏ ହେ କାଳିଆ,ତୋ ଚକାଆଖିର ମାୟାରେ ଖାଲି। 🙏🏻💙
28/09/2026

ଚନ୍ଦନ ତୁଳସୀ ଉଠେ ପରା ବାସେ,
ତୋର ସେ ଶରଧା ବାଲି…
ମୋ ମନ ହଜିଯାଏ ହେ କାଳିଆ,
ତୋ ଚକାଆଖିର ମାୟାରେ ଖାଲି। 🙏🏻💙

ତୁମ ଚକାଆଖିର ଚାହାଣି ପଡ଼ିଗଲେ, ଜୀବନର ସବୁ ଅନ୍ଧାର ଦୂର ହୋଇଯାଏ। 🥹🙏🏻
27/09/2026

ତୁମ ଚକାଆଖିର ଚାହାଣି ପଡ଼ିଗଲେ, ଜୀବନର ସବୁ ଅନ୍ଧାର ଦୂର ହୋଇଯାଏ। 🥹🙏🏻

𝐇𝐢𝐬 𝐝𝐢𝐯𝐢𝐧𝐞 𝐛𝐞𝐚𝐮𝐭𝐲, 𝐭𝐡𝐚𝐭 𝐞𝐧𝐜𝐡𝐚𝐧𝐭𝐢𝐧𝐠 𝐜𝐡𝐚𝐫𝐦—𝐡𝐞 𝐬𝐢𝐦𝐩𝐥𝐲 𝐰𝐢𝐧𝐬 𝐦𝐲 𝐡𝐞𝐚𝐫𝐭.❤️🙏🏻
25/09/2026

𝐇𝐢𝐬 𝐝𝐢𝐯𝐢𝐧𝐞 𝐛𝐞𝐚𝐮𝐭𝐲, 𝐭𝐡𝐚𝐭 𝐞𝐧𝐜𝐡𝐚𝐧𝐭𝐢𝐧𝐠 𝐜𝐡𝐚𝐫𝐦—𝐡𝐞 𝐬𝐢𝐦𝐩𝐥𝐲 𝐰𝐢𝐧𝐬 𝐦𝐲 𝐡𝐞𝐚𝐫𝐭.❤️🙏🏻

ମତେ କରିଦେ କଳା ତୁଳସୀ, ମୋହନ ବଂଶୀ… 💚🪷ତୋ ଚରଣେ ମୋ ମନ ରହୁ, ତୋ ନାମରେ ମୋ ଜୀବନ ବହୁ। 🙏🏻❤️
23/09/2026

ମତେ କରିଦେ କଳା ତୁଳସୀ, ମୋହନ ବଂଶୀ… 💚🪷
ତୋ ଚରଣେ ମୋ ମନ ରହୁ, ତୋ ନାମରେ ମୋ ଜୀବନ ବହୁ। 🙏🏻❤️

𝗠𝗮𝗵𝗮𝗽𝗿𝗮𝗯𝗵𝘂, 𝗬𝗼𝘂 𝗮𝗿𝗲 𝘁𝗵𝗲 𝗯𝗲𝗮𝘂𝘁𝘆 𝗺𝘆 𝗵𝗲𝗮𝗿𝘁 𝗰𝗮𝗻 𝗻𝗲𝘃𝗲𝗿 𝗳𝗼𝗿𝗴𝗲𝘁. 🙏🏻🥰❤️
22/09/2026

𝗠𝗮𝗵𝗮𝗽𝗿𝗮𝗯𝗵𝘂, 𝗬𝗼𝘂 𝗮𝗿𝗲 𝘁𝗵𝗲 𝗯𝗲𝗮𝘂𝘁𝘆 𝗺𝘆 𝗵𝗲𝗮𝗿𝘁 𝗰𝗮𝗻 𝗻𝗲𝘃𝗲𝗿 𝗳𝗼𝗿𝗴𝗲𝘁. 🙏🏻🥰❤️

Address

Puri
756046

Website

Alerts

Be the first to know and let us send you an email when Hee_Madhaba posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Hee_Madhaba:

Shortcuts

Share