Shri Jagannatha Puri Daily Darshan

Shri Jagannatha Puri Daily Darshan Daily Darshan Of Mahaprabhu Shri Jagannatha

Patitapaban Mahaprabhu Divya Mangal Alati(02/11/25)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ...
02/11/2025

Patitapaban Mahaprabhu Divya Mangal Alati(02/11/25)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

03/05/2025
Patitapaban Mahaprabhu Divya Mangal Alati(05/11/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ...
06/11/2024

Patitapaban Mahaprabhu Divya Mangal Alati(05/11/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

❤️🙏🏻❤️
18/06/2024

❤️🙏🏻❤️

ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃ
ରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃ
ଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃ
କୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ବେଶ କରାଯାଇଥାଏ।
ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାନ୍ତି। ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି , ଅଳଙ୍କାର ଲାଗିହୋଇଥାନ୍ତି। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ ) ଚିଟାଉ ନେଇ ଘଣ୍ଟ ଛତା , କାହାଳୀ ସହ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି।
ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା , ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖା ଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି। ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି। ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳା ଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳା ଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀ ମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ନିକଟରେ ଶିଶୁପାଳ ଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି। ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ।
ଏହାପରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ ପଖାଳ ହୋଇ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ , ସନ୍ଧ୍ୟାଆଳତି ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି , ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପ ରେ ବିବାହ ନୀତି ଆରମ୍ଭ ହୋଇଥାଏ। ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ। ଏହି ପରି ଭାବେ ଶ୍ରୀମନ୍ଦିର ରେ ରୁକ୍ମଣୀ ହରଣ ଓ ବିବାହତ୍ସଵ ପାଳିତ ହୋଇଥାଏ।

Patitapaban Mahaprabhu Divya Mangal Alati(18/6/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
18/06/2024

Patitapaban Mahaprabhu Divya Mangal Alati(18/6/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

16/06/2024

सभी भक्तजनको एह सूचित किया जाता है की ज्येष्ठ शुक्ल एकादशी , मंगलवार ( १८.०६.२०२४) के पावन अवसर पर महाप्रभु श्री जगन्नाथ और देवी रुक्मिणी जी के परिणयोत्सव बड़ी धूम धाम से श्री जगन्नाथ मंदिर के प्रांगण में मनाया जाएगा । सभी भक्त जनको निवेदन है की इस पावन दिवस पर उपस्थित रहके देव दंपती के आशीर्वाद प्राप्त करने के साथ साथ महाप्रसाद के सेवन करे।

Patitapaban Mahaprabhu Divya Mangal Alati(09/6/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
09/06/2024

Patitapaban Mahaprabhu Divya Mangal Alati(09/6/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Patitapaban Mahaprabhu Divya Mangal Alati(05/6/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
05/06/2024

Patitapaban Mahaprabhu Divya Mangal Alati(05/6/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Patitapaban Mahaprabhu Divya Mangal Alati(04/6/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
04/06/2024

Patitapaban Mahaprabhu Divya Mangal Alati(04/6/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Patitapaban Mahaprabhu Divya Mangal Alati(01/6/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
01/06/2024

Patitapaban Mahaprabhu Divya Mangal Alati(01/6/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Patitapaban Mahaprabhu Divya Mangal Alati(31/5/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
31/05/2024

Patitapaban Mahaprabhu Divya Mangal Alati(31/5/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Patitapaban Mahaprabhu Divya Mangal Alati(30/5/24)  ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ Iତ୍ରାହିମାଂ ପୁଣ୍ଡରୀକାକ୍ଷଃ ପ...
30/05/2024

Patitapaban Mahaprabhu Divya Mangal Alati(30/5/24)
ॐ ଦେବ ଦେବ ଜଗନ୍ନାଥଃ ପ୍ରପନ୍ନାର୍ତ୍ତି ବିନାଶନଃ I
ତ୍ରାହିମାଂ ପୁଣ୍ଡରୀକାକ୍ଷଃ ପତିତଂ ଭବସାଗରେ I

Address

Shri Jagannath Temple Puri Odisha
Puri
752001

Alerts

Be the first to know and let us send you an email when Shri Jagannatha Puri Daily Darshan posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Shri Jagannatha Puri Daily Darshan:

Share

Category