Srikhetra Darshan Puri

Srikhetra Darshan Puri Srikhetra Darshan Puri Religious Group Dedicated to universe Lord shri shri Jagannatha Mahaprabhu, Info

ଚନ୍ଦନ ଯାତ୍ରାର ଏକବିଂଶତମ ତଥା ଅନ୍ତିମ ଦିବସ ରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ କୁଞ୍ଜଦୋଳି ବେଶରେ ଦର୍ଶନ ।KunjaDoli Besha...
10/05/2026

ଚନ୍ଦନ ଯାତ୍ରାର ଏକବିଂଶତମ ତଥା ଅନ୍ତିମ ଦିବସ ରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ କୁଞ୍ଜଦୋଳି ବେଶରେ ଦର୍ଶନ ।

KunjaDoli Besha darshan of Shri Madanmohana on the 21st day of Chandan Jatra.

ଚନ୍ଦନ ଯାତ୍ରାର ବିଂଶତମ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗଜଉଦ୍ଧାରଣ ବେଶରେ ଦର୍ଶନ ।Gajaudharana Besha darshan of...
10/05/2026

ଚନ୍ଦନ ଯାତ୍ରାର ବିଂଶତମ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗଜଉଦ୍ଧାରଣ ବେଶରେ ଦର୍ଶନ ।

Gajaudharana Besha darshan of Shri Madanmohana on the 20th day of Chandan Jatra.

ଚନ୍ଦନ ଯାତ୍ରାର ଊନବିଂଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଚିନ୍ତାମଣୀ କୃଷ୍ଣ ବେଶରେ ଦର୍ଶନ ।Chintamani Krushna Besh...
08/05/2026

ଚନ୍ଦନ ଯାତ୍ରାର ଊନବିଂଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଚିନ୍ତାମଣୀ କୃଷ୍ଣ ବେଶରେ ଦର୍ଶନ ।

Chintamani Krushna Besha darshan of Shri Madanmohana on the 19th day of Chandan Jatra.

ଚନ୍ଦନ ଯାତ୍ରାର ଅଷ୍ଟଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ବସ୍ତ୍ରଚୋରୀ ବେଶରେ ଦର୍ଶନ ।Bastrachori Besha darshan of...
07/05/2026

ଚନ୍ଦନ ଯାତ୍ରାର ଅଷ୍ଟଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ବସ୍ତ୍ରଚୋରୀ ବେଶରେ ଦର୍ଶନ ।

Bastrachori Besha darshan of Shri Madanmohana on the 18th day of Chandan Jatra.

ଚନ୍ଦନ ଯାତ୍ରାର ସପ୍ତଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗିରିଟେକା ବେଶରେ ଦର୍ଶନ ।GiriTeka Besha darshan of Shri...
06/05/2026

ଚନ୍ଦନ ଯାତ୍ରାର ସପ୍ତଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗିରିଟେକା ବେଶରେ ଦର୍ଶନ ।

GiriTeka Besha darshan of Shri Madanmohana on the 17th day of Chandan Jatra.

ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗିରିପୂଜା ବେଶରେ ଦର୍ଶନ ।GiriPuja Besha darshan of Shri M...
05/05/2026

ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ଗିରିପୂଜା ବେଶରେ ଦର୍ଶନ ।

GiriPuja Besha darshan of Shri Madanmohana on the 16th day of Chandan Jatra.

ଚନ୍ଦନ ଯାତ୍ରାର ପଞ୍ଚଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ରାସମଣ୍ଡଳୀ ବେଶରେ ଦର୍ଶନ ।RasaMandali Besha darshan of ...
04/05/2026

ଚନ୍ଦନ ଯାତ୍ରାର ପଞ୍ଚଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ରାସମଣ୍ଡଳୀ ବେଶରେ ଦର୍ଶନ ।

RasaMandali Besha darshan of Shri Madanmohana on the 15th day of Chandan Jatra.

ଚନ୍ଦନ ଯାତ୍ରାର ଚତୁର୍ଦ୍ଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ରଘୁନାଥ ବେଶରେ ଦର୍ଶନ ।Raghunath Besha darshan of Sh...
03/05/2026

ଚନ୍ଦନ ଯାତ୍ରାର ଚତୁର୍ଦ୍ଦଶ ଦିବସରେ ନରେନ୍ଦ୍ର ସରୋବର ଜଗତି ଉପରେ ଶ୍ରୀମଦନମୋହନଙ୍କ ରଘୁନାଥ ବେଶରେ ଦର୍ଶନ ।

Raghunath Besha darshan of Shri Madanmohana on the 14th day of Chandan Jatra.

25/01/2025

ପବିତ୍ର ଷଟ୍-ତିଳା ଏକାଦଶୀ ଶ୍ରୀମନ୍ଦିର ଚୂଡ଼ା ରେ ମହାଦୀପ ଦର୍ଶନ

16/01/2025
12/01/2025

ପତିତପାବନ ଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ତା୧୨/୦୧/୨୦୨୫

Patitapaban Mangal Arati Darshan Sri Jagannath Temple, Dt.12/01/2025

Address

Puri

Alerts

Be the first to know and let us send you an email when Srikhetra Darshan Puri posts news and promotions. Your email address will not be used for any other purpose, and you can unsubscribe at any time.

Share