SrikhetraDarshan

SrikhetraDarshan Information Website

ପବିତ୍ର ଚିତାଲାଗି ଅମାବାସ୍ୟା ରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଚିତାଲାଗି ।
12/08/2026

ପବିତ୍ର ଚିତାଲାଗି ଅମାବାସ୍ୟା ରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଚିତାଲାଗି ।

ପବିତ୍ର ଚିତାଲାଗି ଅମାବାସ୍ୟା ରେ ଶ୍ରୀମନ୍ଦିର ରୁ ନାରାୟଣ ଙ୍କ ସାଗର ବିଜେ ।
12/08/2026

ପବିତ୍ର ଚିତାଲାଗି ଅମାବାସ୍ୟା ରେ ଶ୍ରୀମନ୍ଦିର ରୁ ନାରାୟଣ ଙ୍କ ସାଗର ବିଜେ ।

ଆଜି ପବିତ୍ର କାମଦା (ଚକ୍ରବୁଲା) ଏକାଦଶୀ ରେ ମହାପ୍ରଭୁଙ୍କ ଆୟୁଧ ଚକ୍ରରାଜ ସୁଦର୍ଶନ ଙ୍କ ଶ୍ରୀକ୍ଷେତ୍ର ର ଚାରି ଆଶ୍ରମ କୁ ବିଜେ ।
09/08/2026

ଆଜି ପବିତ୍ର କାମଦା (ଚକ୍ରବୁଲା) ଏକାଦଶୀ ରେ ମହାପ୍ରଭୁଙ୍କ ଆୟୁଧ ଚକ୍ରରାଜ ସୁଦର୍ଶନ ଙ୍କ ଶ୍ରୀକ୍ଷେତ୍ର ର ଚାରି ଆଶ୍ରମ କୁ ବିଜେ ।

ହେରାପଞ୍ଚମୀ ଅବସରରେ ବିଳମ୍ବିତ ରାତ୍ରରେ ମା ଜଗତଜନନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚା ମନ୍ଦିରକୁ ବିଜେ ।
21/07/2026

ହେରାପଞ୍ଚମୀ ଅବସରରେ ବିଳମ୍ବିତ ରାତ୍ରରେ ମା ଜଗତଜନନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚା ମନ୍ଦିରକୁ ବିଜେ ।

ବିଶ୍ୱ ପ୍ରସିଦ୍ଧ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ୨୦୨୬ ର ଅନନ୍ତ ଶୁଭକାମନା ମହାପ୍ରଭୁଙ୍କ ଏହି ପତିତପାବନ ଯାତ୍ରା ସଭିଙ୍କ ପାଇଁ...
15/07/2026

ବିଶ୍ୱ ପ୍ରସିଦ୍ଧ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ୨୦୨୬ ର ଅନନ୍ତ ଶୁଭକାମନା ମହାପ୍ରଭୁଙ୍କ ଏହି ପତିତପାବନ ଯାତ୍ରା ସଭିଙ୍କ ପାଇଁ ମଙ୍ଗଳମୟ ହେଉ ।। ଜୟ ଜଗନ୍ନାଥ ।।

ଅନବସର ପରେ ପୁନଃ ଭକତହୃଦ ଭାବଗ୍ରାହୀ ଭକତ ପାଇଁ ଚକାଚକା ଅପଲକ ପଦ୍ମ ନୟନ ଖୋଲି ଦୁଇ ଭୁଜ ପ୍ରସାରି ଭକତ କୁ ଦର୍ଶନ ଦେଉଛନ୍ତି ।
14/07/2026

ଅନବସର ପରେ ପୁନଃ ଭକତହୃଦ ଭାବଗ୍ରାହୀ ଭକତ ପାଇଁ ଚକାଚକା ଅପଲକ ପଦ୍ମ ନୟନ ଖୋଲି ଦୁଇ ଭୁଜ ପ୍ରସାରି ଭକତ କୁ ଦର୍ଶନ ଦେଉଛନ୍ତି ।

ନବଯୌବନ ବେଶରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ
14/07/2026

ନବଯୌବନ ବେଶରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ

ରାଜପ୍ରସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ ।ଆଜି ଅଣସର ଦ୍ଵାଦଶୀ, ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲ...
12/07/2026

ରାଜପ୍ରସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ ।

ଆଜି ଅଣସର ଦ୍ଵାଦଶୀ, ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡି ରୁ ଶ୍ରୀ ଅଙ୍ଗଚନ୍ଦନ, କରାଳ ଓ ପାଟଡୋରି ଉକ୍ତ ଥାଳିରେ ରେ ରଖି ଘଣ୍ଟ, ଛତ୍ର, କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ପଟୁଆରରେ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି।
ଶ୍ରୀନଅର ରେ ଉପସ୍ଥିତ ହେବା ପରେ ସେଠାରେ ରାଜାଙ୍କ ଛୁଆଁ ଶାଢ଼ୀମାନ ଦଇତା, ପତି ମହାପାତ୍ର, ତଢ଼ାଉ, ଦେଉଳ କରଣ ଓ ତଳିଛ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥାଏ।

#𝓗𝓪𝓻𝓲𝓑𝓸𝓵

Address

Puri
752001

Alerts

Be the first to know and let us send you an email when SrikhetraDarshan posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share