ODIA SPIRITUAL

ODIA SPIRITUAL ମହାପ୍ରଭୁଙ୍କ ମାନବୀୟ ଲୀଳା ପ୍ରକାଶ କରିବାର ଏକ ସାମାନ୍ୟତମ ପ୍ରୟାସ ମାତ୍ର ।

ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।।ଏମନ୍ତେ ଅଶେଷ ମହିମା । କେ ଜାଣି ପାରେ ଗୁଣସୀମା ।।ତୋ ନାମ କରୁଥିଲେ ଲ ୟ କୋଟିଏ ଜନ୍...
18/07/2024

ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।।

ଏମନ୍ତେ ଅଶେଷ ମହିମା । କେ ଜାଣି ପାରେ ଗୁଣସୀମା ।।

ତୋ ନାମ କରୁଥିଲେ ଲ ୟ କୋଟିଏ ଜନ୍ମ ପାପକ୍ଷୟ ।।

ନାମ ଘୋଷିଲେ ସର୍ବସିଦ୍ଧି । ଖନ୍ଦଇ ରୋଗ ଶୋକ ଆଦି ।।

ରଥାରୂଢୋ ଗଚ୍ଛନ୍ ପଥି ମିଳିତଭୂଦେବପଟେଳୈଃସ୍ତୁତିପ୍ରାଦୁର୍ଭାବ° ପ୍ରତିପଦମୁପାକର୍ଣ୍ଣ୍ୟ ସଦୟଃଦୟାସିନ୍ଧୁର୍ବନ୍ଧୁୁଃ ସକଳଜଗତା° ସିନ୍ଧୁସୁତୟାଜଗନ...
16/07/2024

ରଥାରୂଢୋ ଗଚ୍ଛନ୍ ପଥି ମିଳିତଭୂଦେବପଟେଳୈଃ
ସ୍ତୁତିପ୍ରାଦୁର୍ଭାବ° ପ୍ରତିପଦମୁପାକର୍ଣ୍ଣ୍ୟ ସଦୟଃ
ଦୟାସିନ୍ଧୁର୍ବନ୍ଧୁୁଃ ସକଳଜଗତା° ସିନ୍ଧୁସୁତୟା
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ ।

॥ ଜୟ ଜଗନ୍ନାଥ ॥🙏🏻

ରଥ ଆଜ୍ଞାମାଳ ବିଜେ ହେବା ପରେ, ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ।
06/07/2024

ରଥ ଆଜ୍ଞାମାଳ ବିଜେ ହେବା ପରେ, ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ।

ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଦେବ ଦୁର୍ଲଭ ଗଜାନନ ବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି।  #ସ...
22/06/2024

ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଦେବ ଦୁର୍ଲଭ ଗଜାନନ ବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି। #ସ୍ନାନଯାତ୍ରା

*ଶୁଭ ପ୍ରାକଟ୍ୟ ଦିବସ ଅବସରରେ ସଜ ହୋଇ ବେଶ ହୋଇ...କି ସୁନ୍ଦର ଦେଖାଯାଉଛ କିହୋ... ଭୁବନ ମୋହନ.... ଆହାଃ*😍🫣
22/06/2024

*ଶୁଭ ପ୍ରାକଟ୍ୟ ଦିବସ ଅବସରରେ ସଜ ହୋଇ ବେଶ ହୋଇ...କି ସୁନ୍ଦର ଦେଖାଯାଉଛ କିହୋ... ଭୁବନ ମୋହନ.... ଆହାଃ*😍🫣

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
22/06/2024

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ ।
22/06/2024

ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ ।

ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ।
22/06/2024

ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ।

22/01/2024
*ଇଂରାଜୀ ନବବର୍ଷର ଅଭିନନ୍ଦନ ୨୦୨୪🙏**ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଅନେକ ଶୁଭେଛା..ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି...
01/01/2024

*ଇଂରାଜୀ ନବବର୍ଷର ଅଭିନନ୍ଦନ ୨୦୨୪🙏*

*ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଅନେକ ଶୁଭେଛା..ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ତୁମ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2024 ତୁମ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା।। ।।*
* *

सम्पूर्ण विश्व को मानवता और कर्मयोग का संदेश देने वाला अलौकिक ग्रन्थ श्रीमद्भगवदगीता की उपासना को समर्पित 'गीता जयंती' क...
22/12/2023

सम्पूर्ण विश्व को मानवता और कर्मयोग का संदेश देने वाला अलौकिक ग्रन्थ श्रीमद्भगवदगीता की उपासना को समर्पित 'गीता जयंती' की आप सभी को हार्दिक शुभकामनाएं।

आज ही के दिन अर्थात् मार्गशीर्ष मोक्षदा एकादशी को महाभारत युद्ध के आरंभ में भगवान श्री कृष्ण ने अर्जुन को उपदेश दिए और संपूर्ण मानव जाति को गीता का दिव्य ज्ञान दिया।

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲିଭୋଗ ଅନୁଷ୍ଠିତ ହୁଏ । ମା’ ଯଶୋଦାଙ୍କ ଦ୍ବାରା ପ...
16/12/2023

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲିଭୋଗ ଅନୁଷ୍ଠିତ ହୁଏ । ମା’ ଯଶୋଦାଙ୍କ ଦ୍ବାରା ପ୍ରଭୁଙ୍କୁ ଦିଆଯାଉଥିବା ବ୍ୟଞ୍ଜନକୁ ପହିଲିଭୋଗ କୁହାଯାଏ ।

ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ଇତ୍ୟାଦି ପହିଲିଭୋଗରେ ଲାଗି ହୋଇଥାଏ ।

Address

Puri

Telephone

+918260831116

Website

Alerts

Be the first to know and let us send you an email when ODIA SPIRITUAL posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to ODIA SPIRITUAL:

Share