Nikunja Bihar Teertha, Langudi, Bhadrak, India

  • Home
  • Nikunja Bihar Teertha, Langudi, Bhadrak, India

Nikunja Bihar Teertha, Langudi, Bhadrak, India Teertha Seva, Service for poor rural people: With a ‘K***a’ with Teertha water and a ‘Kumha’

https://www.shrinikunjabiharitrust.org.in/
17/04/2023

https://www.shrinikunjabiharitrust.org.in/

SHRI NIKUNJA BIHARI TRUST The name of the Trust has been kept as Shri Nikunja Bihari Trust and the place has been named as Nikunja Bihar (Nikunja Vihar) NIKUNJA means a place over grown with shrubs and creepers. Vihar has got several meanings, especially a pleasure-garden, a park, a temple in genera...

30/12/2022

न तदस्ति पृथिव्यां वा दिवि देवेषु वा पुनः।
*सत्त्वं प्रकृतिजैर्मुक्तं* यदेभिः स्यात्त्रिभिर्गुणैः।।

• पृथ्वी में या आकाश में अथवा देवताओं में तथा इनके सिवा और कहीं भी ऐसा कोई भी *सत्त्व* नहीं है, जो *प्रकृति* से उत्पन्न इन *तीनों गुणों* से रहित हो
।।१८/४०।।

• There is *no being* on earth or in heaven among the gods or anywhere else,

• that is *liberated* from the *three qualities* born of Nature.
*(18/40)*

• *दिवि* = आकाश

17/01/2022

* Swami Shivanand Gurukula Brahma -Vidyapeetha. *

First time : First attempt for study, research of all our Spiritual Subjects at one place, free of cost.
Those who are interested for them -

SHRI NIKUNJA BIHARI TRUST
In Village - Langudi, Post - Langudi, Via : Arnapal, District - Bhadrak, Odisha. Pin: 756116, ( UTKAL PRADESH)

* The Trust is an Independent, Charitable Trust for Service of Human Society, Vedic Religious Scriptures , Vedic gods and Marginalised people. *

The Trust Aims to serve Human Society in all levels : Social, Spiritual, Religious, Cultural, Educational, Health, Agriculture, Economic and everything.

Please join hands, Cooperate, help for these noble purpose.

Place : In Village - Langudi, District - Bhadrak, Odisha, India.

(Location : 7 km from Bhadrak town, 6 km from Aradi Chhak towards east from National High way on Akhandalamani Road)
CONTACT :
SWAMI DIVYAJEEVANANANDA SARASWATI,
President,
Shri Nikunja Bihari Trust,
1. Mobile : 8630607124 and 9528254288.
2. Email : [email protected]
3. Trust Website :

20/06/2021

ଆସିଗଲା ବର୍ଷା ଋତୁ
ନୂତନ ବର୍ଷା ର ଆଗମନ, ସବୁଜିମା ରେ ଭରା ନିକୁଞ୍ଜ ବିହାର । ଅନେକ କିଛି ଥିଲା । ଅନେକ ହଜିଯାଇଛି, ଅନେକ ନଷ୍ଟ ହୋଇ ଯାଇଛି । ପୁଣି ଥରେ ଗଢି ଉଠିବ ନବ କଳେବର ହୋଇ : ନିକୁଞ୍ଜ ବିହାର ।
* * * ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧି, ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଶ୍ରୀ ଗଜପତିଙ୍କ ନିର୍ଦ୍ଦେଶ : ନିକୁଞ୍ଜ ବିହାରୀ ଟ୍ରଷ୍ଟର ନିକୁଞ୍ଜ ବିହାର ରେ ନିର୍ମାଣ ହେବ ଶ୍ରୀ ରାଧାଗୋବିନ୍ଦ ଙ୍କ ପାଇଁ ଭବ୍ୟ ନିକୁଞ୍ଜ ।
* * * କେବଳ ଗଜପତିଙ୍କ ନିର୍ଦ୍ଦେଶ ନୁହେଁ - ପ୍ରାୟ ୭୦ ବର୍ଷ ପୂର୍ବରୁ ଶ୍ରୀ ରାଧାଗୋବିନ୍ଦ ଙ୍କ ମନ୍ଦିର ନିର୍ମାଣ ପୂର୍ବରୁ ସ୍ବର୍ଗତ ଅଧିକାରୀ ଦୟାନିଧି ଦାସ ମନ୍ଦିର ନିର୍ମାଣ କରିବା ପାଇଁ ସଂକଳ୍ପ କରି ଏହିଠାରେ ରାସ ପୂର୍ଣ୍ଣିମା ଦିନ କରୁଥିଲେ ରାସୋତ୍ସବ । ସେଥିପାଇଁ ତିଆରି କରିଥିଲେ ଅଷ୍ଟ ସଖୀ, ନିତ୍ୟାନନ୍ଦ, ଗୌରାଙ୍ଗ ମହାପ୍ରଭୁଙ୍କ ଦାରୁ ମୂର୍ତ୍ତି । ନଷ୍ଟ ହୋଇ ଯାଇଛନ୍ତି ।
* * ନିର୍ମାଣ ହେବ ରାଧା ମାଧବ ନିକୁଞ୍ଜ * *
* * * ପୁଣି ନିର୍ମିତ ହେବେ । ସୃଷ୍ଟିର ନିୟମ : ପ୍ରଳୟ ପରେ ନୂତନ ସୃଷ୍ଟି । ବୀଜର ନଷ୍ଟ ପରେ ନୂତନ ଅଙ୍କୁର ର ଉତ୍ପତ୍ତି ।
* * * କେବଳ ଏତିକି ନୁହେଁ । ଏଇଠି ଅଛନ୍ତି ବୈଦିକ ସନାତନ ଧର୍ମ ର ସମସ୍ତ ଦେବୀ ଦେବତା । ଶ୍ରୀ ରାଧାଗୋବିନ୍ଦ ଜୀଉ ଙ୍କ ମନ୍ଦିର ।
* * * ଆରମ୍ଭ ହୋଇ ଯାଇଛି ସମଗ୍ର ବିଶ୍ୱ ର ପ୍ରଥମ ଆଧ୍ୟାତ୍ମିକ ଗ୍ରନ୍ଥାଗାର । ବେଦ, ବେଦାଙ୍ଗ, ବେଦାନ୍ତ, ସମସ୍ତ ପୁରାଣ, ସମସ୍ତ ଧର୍ମ ଶାସ୍ତ୍ର, ସମସ୍ତ ଦର୍ଶନ ଶାସ୍ତ୍ର, ସାହିତ୍ୟ ଆଦି ୧୦ ଲକ୍ଷ ଟଙ୍କାର ପ୍ରାୟ ୫୦୦୦ ରୁ ଅଧିକ ଗ୍ରନ୍ଥ ଆସି ଗଲେଣି । ବିଶ୍ବ ଦିବ୍ୟଜୀବନ ସଂଘର ମହା ସଚିବ ପରମ ପୂଜ୍ୟ ସ୍ବାମୀ କୃଷ୍ଣାନନ୍ଦ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ରେ Swami Krishnanananda Spiritual Library.
* * * ୨୦୧୯ ରୁ ଆରମ୍ଭ ହୋଇ ଯାଇଛି ପ୍ରସ୍ଥାନ ତ୍ରୟୀ ର ସ୍ବାଧ୍ୟାୟ । ଏଇଠି ଗଢି ଉଠିବ ବିଶ୍ବ ର ପ୍ରଥମ ବ୍ରହ୍ମବିଦ୍ୟାପୀଠ; ବିଶ୍ବ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ବିଂଶ ଶତାବ୍ଦୀର ମହାନ ସନ୍ଥ, ଜଗତ୍ ଗୁରୁ ସ୍ବାମୀ ଶିବାନନ୍ଦ ଙ୍କ ନାମରେ ନାମିତ : Swami Sivananda Gurukula Brahma-Vidya-Peetha. ବ୍ରହ୍ମ ବିଦ୍ୟା, ପରା ବିଦ୍ୟା, ଅଧ୍ୟାତ୍ମ ବିଦ୍ୟା ର ଅଧ୍ୟୟନ, ଅଧ୍ୟାପନ, ଗବେଷଣା । ନିଶୁଳ୍କ, ଅବୈତନିକ ସେବା । ସଂପ୍ରଦାୟ ନିର୍ବିଶେଷରେ ଜ୍ଞାନ ସାଧନା ରତ ସାଧୁ, ସନ୍ଥ, ଜିଜ୍ଞାସୁ, ମୁମୁକ୍ଷୁ , ବୈଷ୍ଣବ ମାନଙ୍କ ପାଇଁ ହେବ ଏକମାତ୍ର ଗୁରୁକୁଳ । ନବ ଯୁବକ ସାଧୁ ସନ୍ଥ ସ୍ବେଚ୍ଛାସେବୀ ଙ୍କ ତାଲିମ କେନ୍ଦ୍ର ।
* * * ସାଧୁ, ସନ୍ଥ, ବୈଷ୍ଣବ, ଗରୀବ, ଅସହାୟ, ବୃଦ୍ଧ, ଗ୍ରାମାଞ୍ଚଳ ମା ଓ ଶିଶୁ ମାନଙ୍କ ପାଇଁ ଦାତବ୍ୟ ଚିକିତ୍ସାଳୟ; ବିଶ୍ବ ଦିବ୍ୟଜୀବନ ସଂଘର ସଭାପତି, ସେବା ପରାୟଣ, ସ୍ଥିତପ୍ରଜ୍ଞ, ସନ୍ଥ ଶିରୋମଣି ପରମ ପୂଜ୍ୟ ସ୍ବାମୀ ଚିଦାନନ୍ଦ ଜୀ ଙ୍କ ନାମର ନାମିତ : Swami Chidananda Charitable Hospital. ଚିକିତ୍ସା ବିଜ୍ଞାନ ର ସମସ୍ତ ବିଭାଗ ରଖିବା ପାଇଁ ସଂକଳ୍ପ ।
* * * ଅଧ୍ୟାତ୍ମ ପ୍ରେମୀ ବୃଦ୍ଧ, ବରିଷ୍ଠ ନାଗରିକ ଙ୍କ ସାଧନା, ସ୍ବାଧ୍ୟାୟ , ସେବା ପାଇଁ ବୃଦ୍ଧାଶ୍ରମ ନୁହେଁ ବାନପ୍ରସ୍ଥ ସେବାଶ୍ରମ SwamSivananda Vanaprasth Sevashram.
* * * ନିକୁଞ୍ଜ ବିହାର ତୀର୍ଥ । ଏହି ପବିତ୍ର ସ୍ଥାନ ରେ ୨୦୦ ବର୍ଷ ପୂର୍ବେ ବୈଷ୍ଣବ ସନ୍ଥ ବିଶ୍ବମ୍ଭର ଦାସ ପୀଠ ସ୍ଥାପନ କରିଥିଲେ । ତାଙ୍କ ଲିଖିତ କଳି ଭାରତ, କଳି ପୁରାଣ , ଶାଳଗ୍ରାମ ଓ ବାଳ ଗୋପାଳ ଆଜି ମଧ୍ୟ ଗାଦି ରେ ଅଛନ୍ତି । ଆସି ଯାଇଛନ୍ତି ଭାରତର ପ୍ରାୟ ୪୦ ଟି ତୀର୍ଥ ର ତୀର୍ଥ ଜଳ ଓ ତୀର୍ଥ ମୃତ୍ତିକା । ସଂରକ୍ଷିତ ହେବେ ତୀର୍ଥ କୁଣ୍ଡ ଓ ତୀର୍ଥ କୁମ୍ଭରେ ।
* * * ଭାରତୀୟ ଯୋଗ, ପାତଞ୍ଜଳୀ ମହର୍ଷି ଙ୍କ ଯୋଗ , ଯାଜ୍ଞବଳ୍କ୍ୟ ଙ୍କ ଯୋଗ, ଶିବାନନ୍ଦ ଯୋଗ ର ଅଭ୍ୟାସ, ସାଧନା, ଯୋଗ ଚିକିତ୍ସା ପାଇଁ : ନିକୁଞ୍ଜ ବିହାର ଯୋଗ ଶିକ୍ଷା କେନ୍ଦ୍ର ।
* * * ଆଧ୍ୟାତ୍ମିକ ଭଜନ ,କୀର୍ତ୍ତନ, ସ୍ତୋତ୍ର, ମନ୍ତ୍ର, ପୁରାଣ, ବୈଦିକ ସ୍ବର, ଲୟ, ଛନ୍ଦ ଆଦିର ଅଭ୍ୟାସ ଓ ଶିକ୍ଷା ନିମନ୍ତେ ସଙ୍ଗୀତ ଶିକ୍ଷା କେନ୍ଦ୍ର : Swami Sivananda Shangeeta Siksha Kendra.
* * * ଗୋମାତା ଙ୍କ ସେବା ପାଇଁ ଗୋଶାଳା : Haramani Kamadhenu Gosala. ମହାନ ସେବା ଗୋମାତା କରିବେ ଗୋବିନ୍ଦ ଙ୍କ ସେବା, ଭକ୍ତ କରିବେ ଗୋମାତା ଙ୍କ ସେବା । ଦୁଇଟି ନାମ ଯୋଡି ଗୋଟିଏ ନାମ, ମାତା କାମଧେନୁ ଆଉ ଶ୍ରୀ ରାଧାଗୋବିନ୍ଦ ଙ୍କ ମନ୍ଦିର ର ଆଦ୍ୟ ସଂକଳ୍ପ କର୍ତ୍ତା ସ୍ବର୍ଗତ ଅଧିକାରୀ ଦୟାନିଧି ଦାସଙ୍କ ଧର୍ମ ପତ୍ନୀ ଗୋସେବା ପରାୟଣା ମାତା ହାରାମଣି ।
* * * କଳିଯୁଗରେ ଭଗବାନଙ୍କ ନାମ , ମହାମନ୍ତ୍ର ଜପ କୀର୍ତ୍ତନ ହିଁ ସର୍ବଶ୍ରେଷ୍ଠ ସାଧନ । ସେଇଥିପାଇଁ ପ୍ରତିଷ୍ଠିତ ହେବ ଅଖଣ୍ଡ ଦିବ୍ୟ ନାମ ମହାମନ୍ତ୍ର ସଂକୀର୍ତ୍ତନ ପୀଠ ।
* * * ସେତିକି ନୁହେଁ , ଜନସାଧାରଣ ଙ୍କ ସେବା । ଉପର ଲିଖିତ ସମସ୍ତ ସେବା ସହିତ ଜନସାଧାରଣ ଙ୍କ ସାଂସ୍କୃତିକ, ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଆଦି ସେବା ପାଇଁ ସେବାର କେନ୍ଦ୍ର ହେବ ନିକୁଞ୍ଜ ବିହାର ଓ ଶ୍ରୀ ନିକୁଞ୍ଜ ବିହାରୀ ଟ୍ରଷ୍ଟ । ଏହି ଯୋଜନା ଟି କୁ ଯୁଗପୁରୁଷ ମହାନ ବୈଜ୍ଞାନିକ, 'ମିଶାଇଲ ମେନ' , ସେବା ପରାୟଣ, ଭରତର ପୂର୍ବତନ ରାଷ୍ଟ୍ରପତି କାଲାମ ଙ୍କ ନାମରେ ନାମିତ : Dr APJ Kalam Gramaseva Yojana. ଡକ୍ଟର କାଲାମ ଗୁରୁଦେବ ସ୍ବାମୀ ଶିବାନନ୍ଦ ଙ୍କ ଉପଦେଶ ଓ ମନ୍ତ୍ର 'ପରାଜୟ ମନୋବୃତ୍ତି କୁ ଦମନ କର' ' Defeat the Defeatist tendency' : ଏହି ମନ୍ତ୍ର ହିଁ କାଲାମ ସାହେବ ଙ୍କୁ ମହାନ ବିଶ୍ବ ମାନବରେ ପ୍ରତିଷ୍ଠିତ କରିଥିଲା ।
* * * ଦେବ ଭାଷା ସଂସ୍କୃତ, ଭାରତୀୟ ବୈଦିକ ସଂସ୍କୃତି ର ସୁରକ୍ଷା ।
* * * ଠାକୁରଙ୍କ ସେବା ଓ ଏହି ସବୁ ସେବା ପାଇଁ ଆମର ପୂଜ୍ୟ ପିତା ସ୍ବର୍ଗତ ଅଧିକାରୀ ଦୟାନିଧି ଦାସ ଙ୍କ ସଂକଳ୍ପ, ଆମର ବଂଶର ସମସ୍ତ ଙ୍କ ସ୍ମୃତି, ଅନେକ ସନ୍ଥ , ମହାତ୍ମା ଙ୍କ ସ୍ମୃତି ଓ ଆଶୀର୍ବାଦ କୁ ଆଧାର କର ଏକ ଭିତ୍ତି ସ୍ତମ୍ଭ ସ୍ଥାପନ ପାଇଁ ସ୍ବର ଦୟାନିଧି ଦାସଙ୍କ ସମସ୍ତ ଉତ୍ତରାଧିକାରୀ ପୁଅ, ଝିଅ, ନାତି ସର୍ବ ସମ୍ମତି କ୍ରମେ, ସର୍ବ ସହମତିରେ ଏକ ଦାତବ୍ୟ ଟ୍ରଷ୍ଟ ଗଠନ କରି, ରେଜିଷ୍ଟ୍ରି କରି ଦେଇଛୁଁ ।
*** ଆମ୍ଭର ପିତା ଶ୍ରୀ ଙ୍କ ସମସ୍ତ ସ୍ଥାବର ଭୂ ସମ୍ପତ୍ତି, ପ୍ରାୟ ୫.୫ ସାଢେ ପାଞ୍ଚ କୋଟି ଟଙ୍କାର ଜମି ଟ୍ରଷ୍ଟ କୁ ଦାନ କରି ଦେଇଛୁଁ ।
* * * କେବଳ ସେତିକି ନୁହେଁ ଅସ୍ଥାବର ସମ୍ପତ୍ତି ପୁସ୍ତକ, ଘର, ବୃକ୍ଷ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟ ର ମଧ୍ୟ ଦାନ କରି ଦେଇଛୁଁ, ଏବେ ମଧ୍ ଖର୍ଚ୍ଚ କରୁଛୁଁ ।
* * * ଟ୍ରଷ୍ଟ ଟି କୌଣସି ବ୍ୟକ୍ତିଗତ, ବା ପାରିବାରିକ ନୁହେଁ ବା କାହାରି ବ୍ୟକ୍ତିଗତ ବା ପାରିବାର ସ୍ବାର୍ଥ ପାଇଁ କରା ଯାଇ ନାହିଁ । ଟ୍ରଷ୍ଟ କୌଣସି ବ୍ୟବସାୟିକ, ରାଜନୈତିକ ମଧ୍ୟ ନୁହେଁ । କେବଳ ସେବା ଓ ଆଧ୍ୟାତ୍ମିକତା ।
* * * Trust is completely no- beneficiary.
* * * Donations to Trust is exempted under section 80G Icons Tax Act.
ଆପଣମାନେ ହିଁ ଏହି ଅନୁଷ୍ଠାନ କୁ ବଢାଇବେ, ରକ୍ଷା କରିବେ ।
ଆପଣ ମାନଙ୍କର ସାହାଯ୍ୟ ସହଯୋଗ ରେ ସବୁ କିଛି ହୋଇ ପାରିବ ।
CONTACT :
SWAMI DIVYAJEEVANANANDA SARASWATI
1. Mobile : 8630607124 and 9528254288
SHRI NIKUNJA BIHARI TRUST
In Village - Langudi, Post - Langudi, Via : Arnapal, District - Bhadrak, Odisha. Pin: 756116,

* * ପ୍ରାର୍ଥନା , ନିବେଦନ, ସ୍ବାଗତମ * *
ଓଡ଼ିଶାର ସମସ୍ତ ଅଧ୍ୟାତ୍ମ ପ୍ରେମୀ ଜନତା, ଦିବ୍ୟଜୀବନ ସଂଘର ସଭ୍ୟ, ଶିବାନନ୍ଦ ପରିବାରର ସଦସ୍ୟ, ପ୍ରିୟ ଗୁରୁ ଭାଈ, ଗୁରୁ ଭଉଣୀ; ପୂଜ୍ୟ ସାଧୁ, ସନ୍ଥ, ସନ୍ୟାସୀ, ବୈଷ୍ଣବ, ବ୍ରହ୍ମଚାରୀ ବୃନ୍ଦ !
ॐ ନମୋ ନାରାୟଣାୟ । ପ୍ରଣାମ / ସାଷ୍ଟାଙ୍ଗ ପ୍ରଣାମ ।
ବିନମ୍ର ନିବେଦନ, କରବଦ୍ଧ ପ୍ରାର୍ଥନା ।
* * * କଣ ଅଛି, କଣ କରାଯାଇଛି * * *
୧. ଦେବ ବୃକ୍ଷ - ରୁଦ୍ରାକ୍ଷ, ତୁଳସୀ ( ସବୁଜ ) , ଶ୍ୟାମ ତୁଳସୀ (କଳା ତୁଳସୀ ), ସୁଗନ୍ଧା ତୁଳସୀ (କଳା, ସବୁଜ ), ବଦ୍ରିନାଥ ତୁଳସୀ, କପୁର ତୁଳସୀ, ଲେମ୍ବୁ ଗନ୍ଧ ତୁଳସୀ, ଗୟା ତୁଳସୀ, ବେଲ, ଚନ୍ଦନ, ରକ୍ତ ଚନ୍ଦନ, ଶମୀ, ଉଦୁମ୍ବର ( ଅଈ ଡିମ୍ବିରି)।
୨. ଔଷଧୀୟ ବୃକ୍ଷ - ହରିଡା, ବାହାଡା, ଅଁଳା ( ଧାତୁରୀ ଓ ଖଟା), ଗୁଗୁଳ, ସୁନାମୁଖୀ (ସ୍ୟେନକ) , ନିର୍ଗୁଣ୍ଡି ( ବେଗୁନିଆ ), କୁଙ୍କୁମ ( ନାଲି, ହଳଦିଆ), ଅଶ୍ବଗନ୍ଧା, ସର୍ପ ଗନ୍ଧା (ପାତାଳ ଗରୁଡ ୨ ପ୍ରକାର), ଭୃଙ୍ଗରାଜ ( ନାଲି, ହଳଦିଆ), କପୁର, ରେତି (ରୁଞ୍ଜା), ଗୁଡମାରି, ଅନନ୍ତ ମୂଳ, ଶତାବରୀ, ଆଲବେରା ( ଘୃତ କୁମାରୀ), ପଥର ଚୂର, ବ୍ରାହ୍ମୀ, ମଣ୍ଡୁକ ପର୍ଣୀ, କୋଚିଳା, ଅମରପୋଇ (ଦର୍ଦ ମାର), ଷ୍ଟିବିୟା, ବନପ୍ସା, ଧନ୍ବନ୍ତରୀ ( ଲିମୋନ ଗ୍ରାସ), ପ୍ଲାଜା ଗ୍ରାସ, ଆମ୍ବ ହଳଦୀ, ହଳଦୀ, ଗିଲୋୟ, ତେଜପତ୍ର, ବଜ୍ରକାନ୍ତା, ପୋଦିନା, ପିମ୍ପରମେଣ୍ଟ, ରୁକୁଣା ହାତପଚା (ଜୁଆଣି ପତ୍ର ), ଅପାମାର୍ଗ, ତାଳମୂଳି, ନିରିମିଷି, ବଜ୍ରମୂଳି, ନାଗର ମୁଥା ।
୩. ଫଳ ବୃକ୍ଷ - ଆମ୍ବ ( ବେଗନ ପଲ୍ଲୀ, ତୋତା ପଲ୍ଲୀ, ସୁନ୍ଦରୀ ଆଦି ୧୦-୧୨ ପ୍ରକାର), ଜାମ୍ବ (ହାତିୟା, ଛୋଟ), ତାଳ (୨-୩ପ୍ରକାର), ଖଜୁରୀ, ପଣସ, ସପୁରୀ ପଣସ, ଲେମ୍ବୁ (କମଳା ଲେମ୍ବୁ, ବାତାପୀ ଲେମ୍ବୁ, ସରବତି ଲେମ୍ବୁ, କାଗଜୀ ଲେମ୍ବୁ), କଦଳୀ (ପାଚିଲା, କଞ୍ଚା ), ସପେଟା (ଚିକୁ), ବରକୋଳି (ନରକୋଳି), ମଖାନା ( ପେସ୍ତା), ତେନ୍ତୁଳି, ସଜନା, ଭେରସୁଙ୍ଗା ,ଡିମ୍ବିରି, ଓଉ, ଫଲସା କୋଳି।
୪. ବୃହତ ପୁଷ୍ପ ବୃକ୍ଷ - ନାଗଚମ୍ପା, ମୁଚୁକୁନ୍ଦ, କଦମ୍ବ
୫. ପୁଷ୍ପ ବୃକ୍ଷ (ସ୍ଥାୟୀ, ବାରମାସି) - ଟଗର (ବଡ଼, ଛୋଟ), ମନ୍ଦାର (ନାରଙ୍ଗୀ, ଲାଲ, ଧଳା, ଝରା, ଲଙ୍କା, ଥୋପା ଆଦି), ଅପରାଜିତା (ନୀଳ ବଡ, ନୀଳ ଛୋଟ, ଧଳା ଛୋଟ), ସୁଗନ୍ଧ ରାଜ, ଗଙ୍ଗଶିଉଳୀ (ଶେଫାଳୀ, ପାରିଜାତ, ଶୃଙ୍ଗାର ହାର), କୁନ୍ଦ, ହେନା ( ରାତକୀ ରାଣୀ), ଯାଇ, ଯୁଈ, ନୀଳ ଯୁଈ, ତରାଟ ( ହଳଦିଆ, ଧଳା ଗୁଚ୍ଛା), କନିଅର ( ନାଲି, ଧଳା, ହଳଦିଆ), ମଧୁ ମାଳତୀ, ମାଧବୀ, ଲତା କନିଅର, ରଙ୍ଗିଣୀ, କାଗଜ ଫୁଲ (ବୋଗେନଭିଲା), ଅଶୋକ, କୁମୁଦ (କଇଁ ଫୁଲ- ନାଲି, ଧଳା), ପଦ୍ମ, ବ୍ରହ୍ମ କମଳ, ଦେବଦଳନ, ଏଟିମଳା, ଲିଲି (୨-୩ ପ୍ରକାର) , ଆହୁରି କେତେ ।
୬. କାଠ ବୃକ୍ଷ - ଶାଗୁଆନ, ପୁଣ୍ଟିଆ, ଲିମ୍ବ, କରଞ୍ଜ, ଅର୍ଜୁନ, ଶିରିଷ, କେଳି କଦମ୍ବ, ସୁନାରୀ, ଆକାଶିଆ, ବାଉଁଶ (ବାଡିଆ ବାଉଁଶ, କଣ୍ଟା ବାଉଁଶ, କମଣ୍ଡଳୁ ବାଉଁଶ, ହଳଦିଆ ବାଉଁଶ, ବଂଶୀ ବାଉଁଶ),
୭. ସାଜସଜ୍ଜା ବୃକ୍ଷ - ମନିପ୍ଲାଣ୍ଟ (୨-୩ ପ୍ରକାର), କୋଲିୟସ (୨ ପ୍ରକାର), କ୍ରୋଟେନ (୫-୬ ପ୍ରକାର), ମାଣ ସାରୁ, ସୀତା ସାରୁ, ନାଲି ରଙ୍ଗ ସାରୁ, ଚିତ୍ରା ସାରୁ, ପାମ ଜାତୀୟ (ଛୋଟ ୩-୪ ପ୍ରକାର), ବିଲାତି ପୋଇ, ।
୮. ଆଗରୁ ଅନେକ ପ୍ରକାର ପନି ପରିବା ଚାଷ ହେଉଥିଲା । ବର୍ତ୍ତମାନ ମଧ୍ୟ ଆରମ୍ଭ କରାଯାଇଛି ।
ସାହାଯ୍ୟ ସହଯୋଗ ପାଇଁ - -
BANK ACCOUNT -
Shri Nikunja Bihari Trust
Punjab National Bank, Bhadrak
BY PASS RAOD, Bhadrak
SB. Account : 1223000102869925
IFSC code. PUNB0122300
Please send cheques, payable at Bhadrak, better A/c payee (crossed). Kindly give your PAN number.

06/03/2021

ନିକୁଞ୍ଜ ବିହାର ତୀର୍ଥ
ଅଗଣିତ
ଜନତାଙ୍କ ତୀର୍ଥ ଦର୍ଶନ, ତୀର୍ଥ ସ୍ନାନ ଏବଂ ତୀର୍ଥ ସାନ୍ନିଧ୍ୟ ଲାଭ ର ପୁଣ୍ୟ ପ୍ରଦାନ କରିବ ।

18/02/2021

आध्यात्मिक साधना, आध्यात्मिक ज्ञान का प्रचार प्रसार;
वैदिक संस्कृति, देवभाषा संस्कृत का पुनरुत्थान, पुनर्जागरण, पुनरुद्धार;
तथा
भारत माता और जनसाधारण का सेवा ही हमारा परम लक्ष ।
ଆଧ୍ୟାତ୍ମିକତା, ବୈଦିକ ସଂସ୍କୃତି, ଦେବଭାଷା ସଂସ୍କୃତ ର ପୁନରୁଦ୍ଧାର, ପୁନରୁତ୍ଥାନ, ପୁନର୍ଜାଗରଣ ତଥା ଭାରତ ମାତା, ଜନସାଧାରଣଙ୍କ ସେବା ହିଁ ଆମର ଲକ୍ଷ୍ୟ ।
SERVE, LOVE, GIVE, PURIFY, MEDITATE , REALISE, BE GOOD, DO GOOD, BE KIND, BE COMPASSIONATE, ENQUIRE WHO AM I , KNOW THY SELF AND BE FREE.
ADOPT, ADJUST, ACCOMODATE.
This us our AIM.
ॐॐॐ
SHRI NIKUNJA BIHARI TRUST
In Village - Langudi, Post - Langudi, Via : Arnapal, District - Bhadrak, Odisha. Pin: 756116, ( UTKAL PRADESH)

CONTACT : President : -
SWAMI DIVYAJEEVANANANDA SARASWATI
1. Mobile : 8630607124 and 9528254288.
2. Email : [email protected]
3. Website :
shrinikunjabiharitrust.org.in

BANK ACCOUNT -

Shri Nikunja Bihari Trust

Punjab National Bank, Bhadrak
BY PASS RAOD, Bhadrak

SB. Account : 1223000102869925

IFSC code. PUNB0122300

Please send cheques, payable at Bhadrak, better A/c payee (crossed). Kindly give your PAN number.
Trust is exempted under section 80G , IT ACT

18/02/2021

Teertha Seva, Service for poor rural people: With a ‘K***a’ with Teertha water and a ‘Kumha’

22/11/2020
26/07/2020

[03/07, 21:37] Swami Divyajeevanananda: WONDER
NEW BEGINNING
SWAMI SIVANANDA GURUKUL BRAHMA VIDYA-PEETHA
Classes (Adhyapan, Swadhyaya) started from 8th March, 2019. Second round (second time) classes started from 11th February, 2020.
1. Upanishad - Ishavashya Upanishad with Shankaracharya' s commentary and Anandagiri Tika.
2. Vedanta Paribhasha with Arthadeepika Tika.
3. Sanskrit Grammar - Laghu Siddhanta Kaumudi.
4. Bhagavadgita with Shankaracharya's commentary and Anandagiri Tika.
5. Tattwa Bodha.(It will be followed by Atmabodha and Vishnu Sahashranama with Shankaracharya's commentary.)
6. Meditation
FIRST TIME INDIA WITH MULTIPLE PROJECTS IN ODISHA, THE LAND OF LORD JAGANNATH
SHRI NIKUNJA BIHARI TRUST
Starts
MIRACULOUSLY, WONDERFULLY
BY DIVNE GRACE, DIVINE
BLESSINGS, DIVINE PLAN FOR SERVICE OF GOD, HUMAN SOCIETY, MOTHER INDIA
12 projects.
1. Swami Sivananda Gurukula Brahmavidya-Peetha : For study of Veda,Vedanta, Purana, Spiritual literature, Philosophy and for Spiritual Sadhana.
2. Swami Sivananda Vanaprastha Sevashram: For old, neglected parents, senior citizens, ( only for those people who want to study Veda, Vedanta, spiritual literature, Philosophy and do Sadhana.)

NOTE : Those who want to remain as inmates of above two,
A) they must study (do Swadhyaya);
B) if qualified may take classes;
C) simultaneously do some seva (service to help the management and Ashram.
(Service to God, Service to Human being, Service to innocent animals.)
At beginning Ashram will be for gents only.
For ladies arrangements will be made in future.
3. Swami Chidanananda Charitable Hospital : For medical care and service for old, geriatric, sinior citizens, rural people, Sadhus, children, rural women.
4. Swami Krishnananda Spiritual Library for study and do research. Nearly 10 lacs of Spiritual books have already been received as donation from more than 15 Mahatmas . Library building is half completed.
5. Haramani Kamadhenu Goshala as Go- Seva, Go- Raksha, Deva Deva.
6. Akhanda Mahamantra Divyanama Prachara Peetha for preaching of Divine name.
7. Sri Radha- Govindjew Mandira (Temple) - It was been started since 1950, damaged by flood and cyclone in 1999. New Mandurah will be constricted. All the deities are there.
8. Sri Radha-Madhav Nikunja - a beautiful Kunja for Radha Krishna.
9. Swami Sivananda Sangeeta Shiksha Niketana for study and practice of devotional music and Vedic music.
10. Nikunja Vihar Teertha (Teertha K***a and Teertha Kumbha) to help poor rural people to be purified by the Sacred Teerthas who do not get chance to do Teertha Yatra. Holy water (तीर्थ जल) and soil (तीर्थ मृतिका ) from more than 40 Teerthas have already been collected.
10. Yoga Siksha Kendra (Yoga Training Center) for practice of Yoga, Meditation, Pranayam and Yoga therapy.
11. Dr. APJ Abdul Kalam Grama Seva Yojana to serve rural people in different ways to help the m/ become self dependant and self earning.
DETAILS of the projects have been given in website.
TWELVE projects are not separate, but one WHOLE PROJECT complemtary to each other.
Achievement up to Match, 2019 :-
1. Sri Radha-Gobindajew Mandira ( in a dilapidated condition, roof has been removed.)
2. One office room : Now library and Gurukula class have been started here.
3. Spiritual and other books costing nearly 10 lacs have been received as donation in kinds from some Mahatmas for library.
4. Holy Teertha Jala (water) of 40 Teerthas of India for Teertha K***a and Teertha Mrutika (soil) of 20 Teerthas of India for Teertha Kumbha have been collected from important Teerthas of India. Also sacred Prasad of important deities / temples of India.
PEOPLE GO TO TEERTHAS,
BUT TEERTHAS HAVE COME TO NIKUNJA VIHAR AT LANGUDI TO BLESS poor rural people, place, inmates of Gurukula.
5. Land : Donated by the creators of the Trust : - 1.Swami Divyajeevanananda Saraswati,
2. His younger brother Prof.(Dr.) Adhikari Srikanta Dash,
3. Their sister and nephew have co-operated.
6. Total Value of the land at Govt. rate nearly 12 lacs and in open market rate may be nearly 5 crores.
5. One thatched house: which can accommodate only 7- 8 persons.
ALL THESE PROJECTS ARE GIFT TO MOTHER INDIA, ENTIRE WORLD, HUMAN SOCIETY
BY -
SHRI NIKUNJA BIHARI TRUST
In Village - Langudi, Post - Langudi, District - Bhadrak, Odisha.( UTKAL PRADESH)
ALL ARE REQUESTED :
1. To help and cooperate for construction of buildings, temples for above projects.
2. Specially :- For Annakshetra, Goshala, Hospital, Rural Service, Mandir Deva Seva etc.
3. To donate: Financially and in kinds for Service of God, Sadhus, aged neglected people.
4. To help PHYSICALLY, MENTALLY, FINANCIALLY AND IN ALL RESPECTS AND TO BE A PART OF IT.
5. MOST IMPORTANT - Trust is registered under 12A, IT ACT and got exemption under 80G, Income Tax Act.
Those who are interested for study of Vedanta,j Veda, Philosophy may join.
KINDLY SHARE, FORWARD AND PASS ON TO EVERYONE FOR INFORMATION.
CONTACT :
SWAMI DIVYAJEEVANANANDA SARASWATI
1. Mobile : 8630607124 and 9528254288.
2. Email : ik [email protected]
3. Website :
shrinikunjabiharitrust.org.in
And also in Facebook
[03/07, 21:37] Swami Divyajeevanananda: I am a Bhakti Yogi, Karma Yogi, Raja Yogi and Jnana Yogi . Throughout my life I am dedicated to Gurudev Swami Sivanandaji Maharaj, Swami Chidananandaji Maharaj, and all the saints of of The Divine Life Society and Sivananda's Divine Mission of Integral Yoga, Yoga of Synthesis and Spiritual upliftmemt.
At this old age , now 78 running , I have taken the Vow to do something new at one place, with all the spiritual Activities for the Human Society. I am not doing anything for any name and fame, or I am doing to become a Guru, or Mandaleswar, or for any personal interest. What Gurudev and God have inspired, I am doing, people may believe or not.
Do and Die. Serve, Love, Give,.
I invite everyone , those who like such mission to join hands and cooperate.
For this I use Face book, messenger, WhatsApp, Love, like, good morning good night, good day.
God and Gurudev know when My Good night in this world will end.
My God realisation is not personal, Sarva Bhutan
Hite Rata. सर्व भूत हिते रताः ।
सर्वे भवन्तु सुखिनः, सर्वे. सन्तु निरामयाः ।
Servant
Swami Divyajeevanananda Saraswati.

Address

At-Nikunja Bihar, Vill/ P.o.-Langudi, Distt.Bhadrak, Odisha, India

756 116

Alerts

Be the first to know and let us send you an email when Nikunja Bihar Teertha, Langudi, Bhadrak, India posts news and promotions. Your email address will not be used for any other purpose, and you can unsubscribe at any time.

  • Want your place of worship to be the top-listed Place Of Worship?

Share