New Hope Productions

New Hope Productions In the bible lord, said that my people are destroyed from lack of knowledge.( Hosea 4:6 )

Historical Avidances of JESUS CHRIST  out side of bible Written by 2 Roman Historians 1- FLAVIUS JOSEPHUS ( AD 37 - 101 ...
07/10/2023

Historical Avidances of JESUS CHRIST out side of bible
Written by 2 Roman Historians
1- FLAVIUS JOSEPHUS ( AD 37 - 101 )
2- PLINY THE YOUNGER (AS 62-113 )

ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର...
07/10/2023

ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।
ଯାକୁବ 5:16

ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ
ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==
ʙᴇ ʙʟᴇꜱꜱᴇᴅ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇ. 🥰🥰

କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର, ...
07/10/2023

କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର,
ଯିହୂଦା 1:20


ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ
ɪɴꜱᴛᴀɢʀᴀᴍ -https://instagram.com/newhopeproductions?igshid=OGQ5ZDc2ODk2ZA==

ʙᴇ ʙʟᴇꜱꜱᴇᴅ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇ .🥰🥰

ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତିଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।ଗୀତସଂହିତା 34:18                    ᴀʟ...
07/10/2023

ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି
ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।
ଗୀତସଂହିତା 34:18

ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ
ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==

ʙᴇ ʙʟᴇꜱꜱᴇᴅ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇ , 🥰🥰

ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍...
04/10/2023

ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।
ଦାନିୟେଲ 6:22

ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ
ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==
ᴡʜᴀᴛꜱᴀᴩᴩ ᴄʜᴀɴɴᴇʟ - https://whatsapp.com/channel/0029Va57RvN7T8bg0qKq0j0e

ᴛᴇʟᴇɢʀᴀᴍ ᴄʜᴀɴɴᴇʟ - https://t.me/newhopeproductions

ʙᴇ ʙʟᴇꜱꜱᴇᴅ ᴡɪᴛʜ ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇꜱ. 🥰🥰

ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନ...
04/10/2023

ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ।
ଏବ୍ରୀ 13:17


ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ

ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==

ᴛᴇʟᴇɢʀᴀᴍ ᴄʜᴀɴɴᴇʟ - https://t.me/newhopeproductions

ᴡʜᴀᴛꜱᴀᴩᴩ ᴄʜᴀɴɴᴇʟ - https://whatsapp.com/channel/0029Va57RvN7T8bg0qKq0j0ᴇ

ʙᴇ ʙʟᴇꜱꜱᴇᴅ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇꜱ 🥰🥰🥰

ଆନନ୍ଦିତ ହୃଦୟ ଉତ୍ତମ ଔଷଧ;ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।ହିତୋପଦେଶ 17:22                   ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ ɪɴꜱᴛᴀɢʀᴀ...
02/10/2023

ଆନନ୍ଦିତ ହୃଦୟ ଉତ୍ତମ ଔଷଧ;
ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
ହିତୋପଦେଶ 17:22

ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ

ɪɴꜱᴛᴀɢʀᴀᴍ - https://t.me/ɴᴇᴡʜᴏᴩᴇᴩʀᴏᴅᴜᴄᴛɪᴏɴꜱ

ᴛᴇʟᴇɢʀᴀᴍ ᴄʜᴀɴɴᴇʟ - https://instagram.com/newhopeproductions?igshid=OGQ5ZDc2ODk2ZA==
ᴡʜᴀᴛꜱᴀᴩᴩ ᴄʜᴀɴɴᴇʟ - https://whatsapp.com/channel/0029Va57RvN7T8bg0qKq0j0e

ᴍᴀy ɢᴏᴅ ʙʟᴇꜱꜱ yᴏᴜ ᴡɪᴛʜ ʀᴇᴀᴅɪɴɢ ᴀɴᴅ ꜱʜᴀʀɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇꜱ. 🥰🥰

ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।ଯିଶାଇୟ 43:2                 ...
28/09/2023

ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।
ଯିଶାଇୟ 43:2


ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ

ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==

ꜰᴀᴄᴇ ʙᴏᴏᴋ - https://www.facebook.com/profile.php?id=61550860141846&mibextid=ZbWKwL

ᴛᴇʟᴇɢʀᴀᴍ ᴄʜᴀɴɴᴇʟ - https://t.me/newhopeproductions

ᴡʜᴀᴛꜱᴀᴩᴩ ᴄʜᴀɴɴᴇʟ - https://whatsapp.com/channel/0029Va57RvN7T8bg0qKq0j0ᴇ

ᴍᴀy ɢᴏᴅ ʙʟᴇꜱꜱ yᴏᴜ ᴀʟʟ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇꜱ 🥰🥰.

ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ;ଯିଶାଇୟ 43:2 ...
27/09/2023

ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ;
ଯିଶାଇୟ 43:2


ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ

ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==

ᴛᴇʟᴇɢʀᴀᴍ ᴄʜᴀɴɴᴇʟ - https://t.me/newhopeproductions

ᴍᴀy ɢᴏᴅ ʙʟᴇꜱꜱ yᴏᴜ ʙy ʀᴇᴀᴅɪɴɢ ᴛʜɪꜱ ʙɪʙʟᴇ ᴠᴇʀꜱᴇ . ᴩʀᴀɪꜱᴇ ᴛʜᴇ ʟᴏʀᴅ . 🥰🥰

ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।”ଯୋହନ 14:                        ...
27/09/2023

ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।”
ଯୋହନ 14:

ᴀʟꜱᴏ ꜰᴏʟʟᴏᴡ ᴜꜱ ᴏɴ
ɪɴꜱᴛᴀɢʀᴀᴍ - https://instagram.com/newhopeproductions?igshid=OGQ5ZDc2ODk2ZA==

ᴛᴇʟᴇɢʀᴀᴍ ᴄʜᴀɴɴᴇʟ -
ᴡʜᴀᴛꜱᴀᴩᴩ ᴄʜᴀɴɴᴇʟ - https://whatsapp.com/channel/0029Va57RvN7T8bg0qKq0j0e

ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍...
26/09/2023

ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।
ଯିହିଜିକଲ 36:26

Also Follow us on Instagram - https://instagram.com/newhopeproductions?igshid=OGQ5ZDc2ODk2ZA==

Address

Baleswar , Odisha
Nilagiri
756041

Alerts

Be the first to know and let us send you an email when New Hope Productions posts news and promotions. Your email address will not be used for any other purpose, and you can unsubscribe at any time.

Share