Hindu Yuva Sena

Hindu Yuva Sena Jai Siyaram

Koraput Hindu Parishad
02/04/2025

Koraput Hindu Parishad

ଏକ ବିଶେଷ ସୂଚନା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ମିଳିଥିବା ସୂଚନା ଦ୍ୱାରା ଅବଗତ ହୋଇଛି ଯେ ଆସନ୍ତା ୧୪ ଏବଂ ୧୫ ତାରିଖ ଜିଲ୍ଲାପାଳ ବିଭିନ୍ନ ...
13/08/2024

ଏକ ବିଶେଷ ସୂଚନା

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ମିଳିଥିବା ସୂଚନା ଦ୍ୱାରା ଅବଗତ ହୋଇଛି ଯେ ଆସନ୍ତା ୧୪ ଏବଂ ୧୫ ତାରିଖ ଜିଲ୍ଲାପାଳ ବିଭିନ୍ନ କାର୍ଯ୍ୟ ରେ ବ୍ୟସ୍ତ ରହିବେ , ତେଣୁ କାଲି ଆମର ହବାକୁ ଥିବା ପଦଯାତ୍ରା କୁ ସ୍ଥଗିତ ରଖି ଆସନ୍ତା ୧୬ ତାରିଖ ସକାଳ ୧୦.୦୦ ଘାଣ୍ଟିକା କୁ ନିର୍ଦ୍ଧାରିତ କରାଗଲା l

ପତଯାତ୍ରା ଆରମ୍ଭ ସ୍ଥାନ -: କୋରାପୁଟ ହାଇସ୍କୁଲ ପଡିଆ
ସମୟ -: ସକାଳ ୧୦.୦୦
ତାରିଖ -: ୧୬/୦୮/୨୪

ଗଣେଶ ମନ୍ଦିର ପାଖର ପାଚେରୀ ଆଜିକୁ ଆଠ ଦିନ ହବ ପଡିଗଲାଣି ହେଲେ ବି ଘର ମାଲିକ କିଛି ପଦକ୍ଷେପ ନେଲେ ନାହିଁ କି ସାହିର ବି କେହି ନଜର ପକେଇଲେନି ...
02/08/2024

ଗଣେଶ ମନ୍ଦିର ପାଖର ପାଚେରୀ ଆଜିକୁ ଆଠ ଦିନ ହବ ପଡିଗଲାଣି ହେଲେ ବି ଘର ମାଲିକ କିଛି ପଦକ୍ଷେପ ନେଲେ ନାହିଁ କି ସାହିର ବି କେହି ନଜର ପକେଇଲେନି କିନ୍ତୁ ଆମ ସାହି ର କାଉନସିଲର (COUNCILER) ମାଲେଶ୍ୱର୍ ରାଓ (ମାଲି ଭାଈ) ଆଜି ନିଜ ଟଙ୍କାରେ ସଫା କରେଈଥିଲେ, ମାଲି ଭାଈ ବହୁତ ବହୁତ ଧନ୍ୟବାଦ 🙏

28/04/2024
Jai Guru Deva
26/03/2024

Jai Guru Deva

SRI VEERA BRAMENDRA SWAMY TEMPLE Koraput ମାଲିଶ୍ୱର ରାଓ ମାଲି Maleswar Rao (କାଉନସିଲର) ଭାଇ ଙ୍କୁହୃଦୟରୁ ଅନେକ ଅନେକ ଧନ୍ୟବାଦ ।🙏ତା...
15/03/2024

SRI VEERA BRAMENDRA SWAMY TEMPLE Koraput
ମାଲିଶ୍ୱର ରାଓ ମାଲି Maleswar Rao (କାଉନସିଲର) ଭାଇ ଙ୍କୁ
ହୃଦୟରୁ ଅନେକ ଅନେକ ଧନ୍ୟବାଦ ।🙏
ତାଙ୍କର ସମୟ ଦେଇ ମନ୍ଦିର ନିର୍ମାଣ ଗଠନ କାର୍ଯ୍ୟ ରେ ସହଯୋଗ ଏବଂ ସମର୍ଥନ କରିଥିଲେ।
ମନ୍ଦିର 🛕 ପୂଜା କମିଟି ପକ୍ଷରୁ ଅନେକ ଧନ୍ୟବାଦ

SRI VEERA BRAMENDRA SWAMY PUJA COMMITTEE KORAPUT...

26/02/2024

Save the date

17-04-2024

Address

Koraput
764020

Telephone

+919556678143

Website

Alerts

Be the first to know and let us send you an email when Hindu Yuva Sena posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Hindu Yuva Sena:

Share