19/05/2026
ସେବା ସୁଯୋଗ: ଶ୍ରୀ ଶ୍ରୀ ରାଧା କୁଞ୍ଜବିହାରୀଙ୍କ ପାଇଁ ନୂତନ ସିଂହାସନ ନିର୍ମାଣର ଆୟୋଜନ
ହରେ କୃଷ୍ଣ!
ଶ୍ରୀ ଶ୍ରୀ ରାଧା କୁଞ୍ଜବିହାରୀ ମନ୍ଦିର (ଶ୍ରୀକୃଷ୍ଣ ଚୈତନ୍ୟ ମିଶନ୍ ଖନ୍ତାପଡା଼) ରେ ଏକ ସୁନ୍ଦର ନୂତନ ସିଂହାସନ ସ୍ଥାପନ ପାଇଁ ଆମେ ବର୍ତ୍ତମାନ ଚେଷ୍ଟାରତ। ସଂଲଗ୍ନ ଛବିରେ ତାହାର ସୁନ୍ଦର କାରୁକାର୍ଯ୍ୟ ଏବଂ ଆନୁମାନିକ ଖର୍ଚ୍ଚ ଦର୍ଶାଯାଇଛି।
ଏହି ପବିତ୍ର ସେବାକାର୍ଯ୍ୟରେ ଆପଣମାନଙ୍କର ଯତ୍କିଞ୍ଚିତ୍ ଅନୁଦାନ ମାଧ୍ଯମରେ ସହଯୋଗ ପାଇଲେ ଆମେ ଆପଣମାନଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ ରହିବୁ। ଆମର ଲକ୍ଷ୍ୟ ହେଉଛି ଏଠାରେ ଦର୍ଶାଯାଇଥିବା ସଂଲଗ୍ନ ବିଲ୍ର ସମ୍ପୂର୍ଣ୍ଣ ଖର୍ଚ୍ଚ ଭରଣ କରିବା।
UPI / Payment App:
9777111405
paryatakmaharaj@oksbi
ନାମ: ଭକ୍ତି ବିଲାଶ ପର୍ଯ୍ୟଟକ ମହାରାଜ
ଆପଣମାନଙ୍କ ଉଦାର ସହଯୋଗ ଆମ ଅନୁଷ୍ଠାନ ପାଇଁ ଏକାନ୍ତ କାମ୍ଯ। ଧନ୍ଯବାଦ୍
ଜୟ ଶ୍ରୀ କୃଷ୍ଣ