ମା ତାରିଣୀ ପୀଠ ଶୁଆକାଟୀ :: Maa Tarini Pitha Suakati

  • Home
  • India
  • Keonjhar
  • ମା ତାରିଣୀ ପୀଠ ଶୁଆକାଟୀ :: Maa Tarini Pitha Suakati

ମା ତାରିଣୀ ପୀଠ ଶୁଆକାଟୀ :: Maa Tarini Pitha Suakati ଶୁଆକାଟୀ ତାରିଣୀ ମନ୍ଦିର ଏକ ବହୁ ପୁରାତନ ମନ୍ଦିର । Can have Prasad on every Tuesday at noon

14/04/2026
ଆଜି ଘଟ ସ୍ଥାପନ ସମୟରେ ଆମ ପୀଠ ର କର୍ମକର୍ତ୍ତା ମାନେ କଳସ ନେବା ସମୟ ର କିଛି ମୁହୂର୍ତ୍ତ l🙏🏻 ଜୟ ମା ତାରିଣୀ 🙏🏻
28/09/2025

ଆଜି ଘଟ ସ୍ଥାପନ ସମୟରେ ଆମ ପୀଠ ର କର୍ମକର୍ତ୍ତା ମାନେ କଳସ ନେବା ସମୟ ର କିଛି ମୁହୂର୍ତ୍ତ l
🙏🏻 ଜୟ ମା ତାରିଣୀ 🙏🏻

ପବିତ୍ର ଦୂର୍ଗା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା। ଆପଣ ମାନ ଙ୍କ ଅବଗତି ନିମନ୍ତେ ଜଣେଇ ଦଉଅଛୁ ଯେ, ଆଜି ଠାରୁ ଆମ ମା ତାରିଣୀ ପୀଠ ଠ...
28/09/2025

ପବିତ୍ର ଦୂର୍ଗା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା। ଆପଣ ମାନ ଙ୍କ ଅବଗତି ନିମନ୍ତେ ଜଣେଇ ଦଉଅଛୁ ଯେ, ଆଜି ଠାରୁ ଆମ ମା ତାରିଣୀ ପୀଠ ଠାରେ ସପ୍ତମୀ ପୂଜା ର ଆରମ୍ଭ। ତେଣୁ ସମସ୍ତ ଭକ୍ତ ବୃନ୍ଦ ଙ୍କୁ ଅନୁରୋଧ ମନ୍ଦିର ରେ ଉପସ୍ଥିତ ରହି ମା ଙ୍କ କୃପା ଲଭିବା ହେବେ।
🙏🏻 ଜୟ ମା ତାରିଣୀ 🙏🏻

ଗତକାଲି ଦୁର୍ଗାପୂଜା ଅବସରରେ ମା ତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଇଥିବା ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଉ...
13/10/2024

ଗତକାଲି ଦୁର୍ଗାପୂଜା ଅବସରରେ ମା ତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଇଥିବା ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଉତ୍ତରୀ ଦେବା ସମୟର ଦୃଶ୍ୟ l

ଆଜି ଘଟ ବିସର୍ଜନ ସମୟରେ ଆମ ପୀଠ ର କର୍ମକର୍ତ୍ତା ମାନେ କଳସ ନେବା ସମୟ ର କିଛି ମୁହୂର୍ତ୍ତ l
12/10/2024

ଆଜି ଘଟ ବିସର୍ଜନ ସମୟରେ ଆମ ପୀଠ ର କର୍ମକର୍ତ୍ତା ମାନେ କଳସ ନେବା ସମୟ ର କିଛି ମୁହୂର୍ତ୍ତ l

11/10/2024

ଆଜି ନବମୀ ପୂଜା ଅବସରରେ ଯଜ୍ଞ ର ପୂର୍ଣ୍ଣାହୁତି ସମୟର କିଛି ମୁହୂର୍ତ୍ତ l

ପବିତ୍ର ଦୂର୍ଗା ପୂଜା ପାଳନ ଅବସରରେ ମା ତାରିଣୀ ମନ୍ଦିର ସୁସଜ୍ଜିତ ହୋଇଅଛି  l
10/10/2024

ପବିତ୍ର ଦୂର୍ଗା ପୂଜା ପାଳନ ଅବସରରେ ମା ତାରିଣୀ ମନ୍ଦିର ସୁସଜ୍ଜିତ ହୋଇଅଛି l

09/10/2024

ଆଜି ଆମ ମା ତାରିଣୀ ପୀଠ ଠାରେ ସପ୍ତମୀ ପୂଜା ଅବସରରେ କଳସ ବୁଡା ସମୟର କିଛି ମୁହୂର୍ତ୍ତ l
ଜୟ ମା ତାରିଣୀ l

Address

Keonjhar
758018

Opening Hours

Monday 6:30am - 7pm
Tuesday 6:30am - 7pm
Wednesday 6:30am - 7pm
Thursday 6:30am - 7pm
Friday 6:30am - 7pm
Saturday 6:30am - 7pm
Sunday 6:30am - 7pm

Website

Alerts

Be the first to know and let us send you an email when ମା ତାରିଣୀ ପୀଠ ଶୁଆକାଟୀ :: Maa Tarini Pitha Suakati posts news and promotions. Your email address will not be used for any other purpose, and you can unsubscribe at any time.

Share

Category