Nandighosha Puja Committee

Nandighosha Puja Committee ନନ୍ଦିଘୋଷ ପୂଜା କମିଟି ମଧୁସାଗର ୟୁଥ କ୍ଲବ
ଟାଉନ ବଳରାମ ପୁର କେନ୍ଦ୍ରାପଡା।

ନନ୍ଦିଘୋଷ ପୁଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ପାଳନ ।💐ଜୟ ହିନ୍ଦ ! ବନ୍ଦେ ମାତରମ୍ ! 🇮🇳🇮🇳🇮🇳🙏
15/08/2026

ନନ୍ଦିଘୋଷ ପୁଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ପାଳନ ।💐
ଜୟ ହିନ୍ଦ ! ବନ୍ଦେ ମାତରମ୍ ! 🇮🇳🇮🇳🇮🇳🙏

NANDIGHOSHA PUJA COMMITTEE X MAA SANTOSHI MUSICAL JAJPUR COMMING SOON NOV 1&2
22/05/2026

NANDIGHOSHA PUJA COMMITTEE X MAA SANTOSHI MUSICAL JAJPUR

COMMING SOON
NOV 1&2

ନନ୍ଦିଘୋଷ ପୂଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ନନ୍ଦିଘୋଷ ଛକରେ ୦୪ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ନିବେଦିତା ସ୍ବାଇଁ  ୭୭ତମ ସାଧାରଣତ...
26/01/2026

ନନ୍ଦିଘୋଷ ପୂଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ନନ୍ଦିଘୋଷ ଛକରେ ୦୪ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ନିବେଦିତା ସ୍ବାଇଁ ୭୭ତମ ସାଧାରଣତନ୍ତ୍ର ଦିବସରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ କୁନି କୁନି ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କ୍ଲବ୍ ର ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

🇮🇳

🙏❤️
12/01/2026

🙏❤️

ନନ୍ଦିଘୋଷ ପୂଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ...... Happy New Year 2026...
31/12/2025

ନନ୍ଦିଘୋଷ ପୂଜା କମିଟି ମଧୁସାଗର ୟୁଥ୍ କ୍ଳବ୍ ତରଫରୁ ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ...... Happy New Year 2026 ❤️🙏💐🥳

Address

Town Balrampur Kendrapara Near Kendrapara Block Office
Kendrapara

Website

Alerts

Be the first to know and let us send you an email when Nandighosha Puja Committee posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share