Shree Baladevjew Temple, Kendrapara

Shree Baladevjew Temple, Kendrapara ଏହି ସମୂହ ରୁ ଶ୍ରୀ ବଳଦେବଜୀଉ ଙ୍କ ବିଭିନ୍ନ ପୌରାଣିକ ଐତିହ୍ୟ, ବେଶ ତଥା ପର୍ବ ଏବଂ ଯାନିଯାତ୍ରା ବିଷୟରେ ଜାଣିପାରିବେ।

ମହାପ୍ରଭୁଙ୍କ ରଥଖଳାରୁ 🙏🌹🙏
16/05/2026

ମହାପ୍ରଭୁଙ୍କ ରଥଖଳାରୁ 🙏🌹🙏

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି ।
30/04/2025

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି ।

ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ରଥ କାଠ ପୂଜନ କାର୍ଯ୍ୟ ଆରମ୍ଭ.... 🙏🏼
30/04/2025

ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ରଥ କାଠ ପୂଜନ କାର୍ଯ୍ୟ ଆରମ୍ଭ.... 🙏🏼

ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମ ଦିବସ, ଗହ୍ମା ପୂର୍ଣ୍ଣମୀ ତଥା ରକ୍ଷା ବନ୍ଧନ ଉପଲକ୍ଷେ ଅଗଣିତ ଭକ୍ତମାନଙ୍କ ମାନଙ୍କୁ ଅନେକ ଅନ...
19/08/2024

ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମ ଦିବସ, ଗହ୍ମା ପୂର୍ଣ୍ଣମୀ ତଥା ରକ୍ଷା ବନ୍ଧନ ଉପଲକ୍ଷେ ଅଗଣିତ ଭକ୍ତମାନଙ୍କ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ଠାକୁରଙ୍କ ଜନ୍ମ ଅଭିଷେକ ଓ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ପାଟରାକ୍ଷୀ ଆସି ତୁଳସୀ କ୍ଷେତ୍ରରେ ପହଞ୍ଚିଅଛି...
15/08/2024

ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ଠାକୁରଙ୍କ ଜନ୍ମ ଅଭିଷେକ ଓ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ପାଟରାକ୍ଷୀ ଆସି ତୁଳସୀ କ୍ଷେତ୍ରରେ ପହଞ୍ଚିଅଛି ❣️🙏❣️

ଶ୍ରୀକ୍ଷେତ୍ର -ତୁଳସୀକ୍ଷେତ୍ର ❣️🙏
ଅତୁଟ ପରମ୍ପରା ❤️ ନିବିଡ଼ ସମ୍ପର୍କ ❤️

ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ 🙏❤️🙏
18/07/2024

ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ 🙏❤️🙏

ଧାଡ଼ି ପହଣ୍ଡିରେ ବାହାରିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ🙏❤️🙏
18/07/2024

ଧାଡ଼ି ପହଣ୍ଡିରେ ବାହାରିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ🙏❤️🙏

ଦେବୀ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ 🙏❤️🙏
18/07/2024

ଦେବୀ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ 🙏❤️🙏

ମହାପ୍ରଭୁ 🙏❤️🙏
18/07/2024

ମହାପ୍ରଭୁ 🙏❤️🙏

ବାହାରିଲେ ବଡ଼ ଠାକୁର, ରଥରେ ଟାହିଆ ପିନ୍ଧୁଛନ୍ତି ବଡ଼ ବାଡ ମଣିମା 🙏🚩🙏
18/07/2024

ବାହାରିଲେ ବଡ଼ ଠାକୁର, ରଥରେ ଟାହିଆ ପିନ୍ଧୁଛନ୍ତି ବଡ଼ ବାଡ ମଣିମା 🙏🚩🙏

ବ୍ରହ୍ମ ତାଳଧ୍ବଜ ରଥରେ ବିରାଜମାନ କରି ପବିତ୍ର ରଘୁନାଥ ବେଶ ଦର୍ଶନ ଦେଉଛନ୍ତି ବଡ଼ ଠାକୁର ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ 🙏🚩🙏
18/07/2024

ବ୍ରହ୍ମ ତାଳଧ୍ବଜ ରଥରେ ବିରାଜମାନ କରି ପବିତ୍ର ରଘୁନାଥ ବେଶ ଦର୍ଶନ ଦେଉଛନ୍ତି ବଡ଼ ଠାକୁର ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ 🙏🚩🙏

Address

Shree Baladevjew Temple, Ichhapur
Kendrapara
754211

Alerts

Be the first to know and let us send you an email when Shree Baladevjew Temple, Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Shree Baladevjew Temple, Kendrapara:

Share

Category