Kaithapal adarsh village

Kaithapal adarsh village Male

Seniors gifted a Bat to the junior Team PlayersSumit Khatua Manas Nayak Chandan Khatua Sandeep Kumar Karan
21/05/2026

Seniors gifted a Bat to the junior Team Players
Sumit Khatua Manas Nayak Chandan Khatua Sandeep Kumar Karan

20/04/2026

ଅକ୍ଷୟ ତୃତୀୟାର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ🙏🙏

14/04/2026
01/04/2026

ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆମ ଭାଷା, ସଂସ୍କୃତି, ପରମ୍ପରା, ସଂସ୍କାର ଓ କଳା ପାଇଁ ଆମେ ସଦା ଗର୍ବିତ।

ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଆମ ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।

ବନ୍ଦେ ଉତ୍କଳ ଜନନୀ 🙏

ଦୁବାଇରେ ବସବାସ କରୁଥିବା ଆମ ଗ୍ରାମର ଯୁବକ ମାନେ ଛୁଟିରେ ଏକତିର୍ତ ହୋଇଥିଲେ..
22/03/2026

ଦୁବାଇରେ ବସବାସ କରୁଥିବା ଆମ ଗ୍ରାମର ଯୁବକ ମାନେ ଛୁଟିରେ ଏକତିର୍ତ ହୋଇଥିଲେ..

27/01/2026
ଗାଁ ପାଇଁ ଏକ ବଡ ଦୁଃଖଦ ଖବର ଗୌତମ ଭାଇ ଆର ପାରିକୁ ଚାଲି ଯାଇଛନ୍ତି 🥲ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁଓମ ଶାନ୍ତି 🥲
24/06/2025

ଗାଁ ପାଇଁ ଏକ ବଡ ଦୁଃଖଦ ଖବର ଗୌତମ ଭାଇ ଆର ପାରିକୁ ଚାଲି ଯାଇଛନ୍ତି 🥲ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ
ଓମ ଶାନ୍ତି 🥲

ରାମ ନବମୀ ଉପଲକ୍ଷେ🙏🙏
07/04/2025

ରାମ ନବମୀ ଉପଲକ୍ଷେ🙏🙏

Address

Kaithapal
Kendrapara District
754219

Website

Alerts

Be the first to know and let us send you an email when Kaithapal adarsh village posts news and promotions. Your email address will not be used for any other purpose, and you can unsubscribe at any time.

Share