Shree Jagannath Temple, Anand Bazar

Shree Jagannath Temple, Anand Bazar Shree Jagannath Temple, Anand Bazar Founded in The Year 2015.The Gods Jagannath, Balabhadra and the Goddess Subhadra constitute the main trinity of deities

"Dole cha Dola Govindam, Chape cha Madhusudanam,Rathe tu vamanam drustwa punarjanma na vidyate"
01/07/2022

"Dole cha Dola Govindam, Chape cha Madhusudanam,
Rathe tu vamanam drustwa punarjanma na vidyate"

01/07/2022
16/06/2022

ଜୟ ଜଗନ୍ନାଥ 🙏🙏🙏

05/07/2019
Jai Jagannath
04/07/2019

Jai Jagannath

ପ୍ରତିହାରୀ ସେବକ ସେବକ ଜଣକ ହାତରେ ଧରିଥାନ୍ତି ୨ଖଣ୍ଡ ବେତ ବା "ଜାଉଁଳି ବେତ" । ଏହି ବେତକୁ କୁହାଯାଏ ଗଉରୀ ବେତ ଲୋକ ବିଶ୍ୱାସ -:ଗଉରୀ ବେତ ଅନ...
09/04/2019

ପ୍ରତିହାରୀ ସେବକ ସେବକ ଜଣକ ହାତରେ ଧରିଥାନ୍ତି ୨ଖଣ୍ଡ ବେତ ବା "ଜାଉଁଳି ବେତ" । ଏହି ବେତକୁ କୁହାଯାଏ ଗଉରୀ ବେତ

ଲୋକ ବିଶ୍ୱାସ -:
ଗଉରୀ ବେତ ଅନେକ ଶକ୍ତିର ଆଧାର ବୋଲି ତନ୍ତ୍ର ଶାସ୍ତ୍ରରେ ରହିଛି । ଏହା ଏକ ତନ୍ତ୍ରସିଦ୍ଧ ବେତ ବୋଲି ମଧ୍ୟ କୁହାଯାଏ । ଗ୍ରାମ ଦେବତୀ ବା ଦେବୀ ପାର୍ବତୀ ନିର୍ଜନ ରାତିରେ ବିଜେ ବେଳେ ଏହି ବେତ ଧରନ୍ତି ବୋଲି ଲୋକ ବିଶ୍ୱାସ ରହିଛି ।

କିମ୍ବଦନ୍ତୀ -:
ଗୋପାଳ ଉଗାଳରେ ଏହି ବେତର ଉତ୍ପତ୍ତି ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଶ୍ରେତରାଜାଙ୍କ ଯଜ୍ଞ ଶେଷରେ ଯଜ୍ଞକୁଣ୍ଡରୁ 'ବେତ' ଓ 'ବେନୁବୃକ୍ଷ' ଉତ୍ପନ୍ନ ହୋଇଥଲା । ସ୍ୱୟଂ ପ୍ରଜାପତି ବ୍ରହ୍ମା ସେହି ବେତକୁ ବିଶ୍ୱକର୍ମାଙ୍କଦ୍ୱାରା କଟାଇ ବାଣ୍ଟିଥଲେ । ପ୍ରଥମ ବେତଟିକୁ ଗୌରୀ ଦେଇଥଲେ । ଅନ୍ୟ ଦୁଇଖଣ୍ଡ ବେତକୁ ଜୟ ଓ ବିଜୟଙ୍କୁ ଦେଲେ । ଜୟ ଓ ବିଜୟ ଦୁଇଖଣ୍ଡ ବେତ ଧରି ଶ୍ରୀବିଷ୍ଣୁଙ୍କ ଦ୍ୱାରରେ ଜଗୁଆଳି ହେଲେ । ଗଉରୀଙ୍କ ବେତକୁ ପ୍ରତିହାରୀମାନେ ଧାରଣ କରିଥାନ୍ତି ।

ପୂଜା ଓ ବିଧି -:
ଗଉରୀ ବେତକୁ ତନ୍ତ୍ର ସିଦ୍ଧ କରାଯାଏ । ପ୍ରତିବର୍ଷ ଦୁର୍ଗୋତ୍ସବରେ ଭାବେ ବେତକୁ ଘରେ ବସାଇ ପୂଜା କରାଯାଏ । ଏହା ସମ୍ମୁଖରେ ଶୀତଳ ଭୋଗ କରାଯାଏ । ଦୁର୍ଗାଙ୍କ ଶଙ୍ଖୁଡ଼ି ଭୋଗ ବେଳେ ଏହି ବେତକୁ ଖଣ୍ଡୁଆ ଘୋଡାଇ ଦିଆଯାଏ । ଦଶହରା ଦିନ ପୂଜାରୁ ଉଠାଯାଏ ଓ ବେତଯୋଡ଼ିକ ଆଣି ମହାଭୈରବ ରୂପି ଜଗନ୍ନାଥ ବିଜେ କରିଥିବା ରତ୍ନସିଂହାସନରେ ସ୍ପର୍ଶ କରାଯାଏ । ଏହାକୁ ମନ୍ତ୍ର ଓ ତନ୍ତ୍ର ପଦ୍ଧତିରେ ପୂଜା କରାଯାଉଥବା ଅନେକ କୁହନ୍ତି । ଏହି ବେତ ବାଡ଼ି ପ୍ରତିହାରୀ ସେବକଙ୍କ ଆୟୁଧ ବୋଲି ମଧ୍ୟ କେତେକ କହନ୍ତି । ପ୍ରତିଦିନ ପ୍ରତିହାରୀ ସେବକମାନେ ବାଡ଼ି ଧରି ଆସି ପ୍ରଥମେ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ‘ମଣିମା, ମଣିମା' ଡାକନ୍ତି । ଏହାପରେ ନିଜ ସେବା ଆରମ୍ଭ କରନ୍ତି । ଏହି ବେତକୁ ସିଦ୍ଧ ବେତ ବୋଲି କେତେକ କହନ୍ତି । କଥିତ ରହିଛି - "କାଳିଆ ଦୁଆର ବେତବାଡ଼ି, ବାଜିଲେ ପାତକ ଯାଏ ଛାଡ଼ି" ।

ଜୟ ଜଗନ୍ନାଥ 🙏

Many many good wishes to the auspicious Birthday of Mahaprabhu Balabhadra and holy 'Raksha Bandhan'.May Mahaprabhu bless...
26/08/2018

Many many good wishes to the auspicious Birthday of Mahaprabhu Balabhadra and holy 'Raksha Bandhan'.
May Mahaprabhu bless all with a peaceful life.

Jay Jagannath
18/08/2017

Jay Jagannath

Suna Besha..Jay Jagannath
04/07/2017

Suna Besha..Jay Jagannath

Address

Anand Bazar
Kakatpur
752118

Website

Alerts

Be the first to know and let us send you an email when Shree Jagannath Temple, Anand Bazar posts news and promotions. Your email address will not be used for any other purpose, and you can unsubscribe at any time.

Share

Category