29/09/2026
🙏 ଜୟ ଶ୍ରୀ ନୃସିଂହ ଦେବ 🙏
🌺 ଶ୍ରୀ ଶ୍ରୀ ନୃସିଂହ ପୂଜା ମହୋତ୍ସବ 🌺
ତାରିଖ: ୨୦.୧୦.୨୦୨୬ ରୁ ୨୭.୧୦.୨୦୨୬
📍 ସ୍ଥାନ: ତାଳଗଡିଆ, ଯାଜପୁର
ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ଏହି ପବିତ୍ର ମହୋତ୍ସବରେ
ସମସ୍ତ ଭକ୍ତବୃନ୍ଦଙ୍କୁ ସାଦର ନିମନ୍ତ୍ରଣ।
🌺 ଆସନ୍ତୁ, ଶ୍ରୀ ନୃସିଂହ ଦେବଙ୍କ ଆଶୀର୍ବାଦ ଲାଭ କରିବା। 🌺
🙏 ଜୟ ନୃସିଂହ ଦେବ 🙏