Karitkeswar Puja Committee Gobindabati

Karitkeswar Puja Committee Gobindabati worshipping to Lord Kartikeswar every year in Panchuka of the month of Kartik( କାର୍ତ୍ତିକ ମାସର ପଞ୍ଚୁକ)

01/11/2025
All are invited to attain the Kartikeswar Puja organised by Karitkeswar Puja Committee Gobindabati
31/10/2025

All are invited to attain the Kartikeswar Puja organised by Karitkeswar Puja Committee Gobindabati

30/10/2025

ଦେବ ସେନାପତି ପ୍ରଭୁ କାର୍ତିକେଶ୍ୱର ଙ୍କ ପୂଜା ଉପଲକ୍ଷେ ଗୋବିନ୍ଦାବାଟି କାର୍ତିକେଶ୍ୱର ପୂଜା କମିଟି ଦ୍ଵାରା ଆୟୋଜିତ ଭଜନ ସନ୍ଧ୍ୟା ଆଗାମୀ ୫.୧୧.୨୫ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଅଛି। ଆପଣ ମାନଙ୍କୁ ସଦର ନିମନ୍ତ୍ରଣ ରହିଲା। ଆସିବେ ନିଶ୍ଚିତ।

🙏 କାର୍ତିକେଶ୍ୱର ପୂଜା ୨୦୨୪ ଗୋବିନ୍ଦାବାଟି 🙏 Karitkeswar Puja Committee Gobindabati
15/11/2024

🙏 କାର୍ତିକେଶ୍ୱର ପୂଜା ୨୦୨୪ ଗୋବିନ୍ଦାବାଟି 🙏 Karitkeswar Puja Committee Gobindabati

ମୋର ପ୍ରିୟ ଗ୍ରାମବାସୀ !ଏ ବର୍ଷର କାର୍ତ୍ତିକେଶ୍ୱର ଙ୍କ ପୂଜା ଅବସରରେ କଳସ ପୂଜନ ଓ ଆବାହନ କାର୍ଯ୍ୟ ପଣ୍ଡିତ ଓ ପୁରୋହିତ ମହାଶୟ ଙ୍କ ନେତୃତ୍ୱର...
13/11/2024

ମୋର ପ୍ରିୟ ଗ୍ରାମବାସୀ !

ଏ ବର୍ଷର କାର୍ତ୍ତିକେଶ୍ୱର ଙ୍କ ପୂଜା ଅବସରରେ କଳସ ପୂଜନ ଓ ଆବାହନ କାର୍ଯ୍ୟ ପଣ୍ଡିତ ଓ ପୁରୋହିତ ମହାଶୟ ଙ୍କ ନେତୃତ୍ୱରେ ସମାପନ ହେବା ପରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି |

ଆସନ୍ତୁ ଏକାତ୍ମ ଭାବରେ ମିଶି ପ୍ରଭୁ କାର୍ତ୍ତିକେୟ ଙ୍କ ଦର୍ଶନ କରି, ତାଙ୍କର ଆଶିର୍ବାଦ ପ୍ରାପ୍ତ ହେବା

Karitkeswar Puja Committee Gobindabati@followers

୨୦୨୪ କାର୍ତ୍ତିକେଶ୍ୱର ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ !!ଅନୁଷ୍ଟାନର ପିଲା ମାନଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ସଫେଇ ସହ ସାଜ ସଜ୍ଜା ...
11/11/2024

୨୦୨୪ କାର୍ତ୍ତିକେଶ୍ୱର ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ !!
ଅନୁଷ୍ଟାନର ପିଲା ମାନଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ସଫେଇ ସହ ସାଜ ସଜ୍ଜା କାର୍ଯ୍ୟ ଚାଲୁରହିଅଛି | ପ୍ରଭୁ କାର୍ତ୍ତିକେୟ ପିଲାମାନଙ୍କର ମଙ୍ଗଳ କରନ୍ତୁ ଏତିକି କାମନା
Karitkeswar Puja Committee Gobindabati

ଆସନ୍ତୁ ଭଗବାନ କାର୍ତ୍ତିକେୟ ଙ୍କ ପୂଜା ରେ ଉପସ୍ଥିତ ରହି ଆଶୀର୍ବାଦ ଲାଭ କରିବାଇଂରାଜୀ ତା ୧୩.୧୧.୨୦୨୪ ରୁ ୧୫.୧୧.୨୦୨୪ ପର୍ଯ୍ୟନ୍ତ |୧୩ ତାରି...
08/11/2024

ଆସନ୍ତୁ ଭଗବାନ କାର୍ତ୍ତିକେୟ ଙ୍କ ପୂଜା ରେ ଉପସ୍ଥିତ ରହି ଆଶୀର୍ବାଦ ଲାଭ କରିବା
ଇଂରାଜୀ ତା ୧୩.୧୧.୨୦୨୪ ରୁ ୧୫.୧୧.୨୦୨୪ ପର୍ଯ୍ୟନ୍ତ |

୧୩ ତାରିଖ - କଳସ ଆବାହନ
୧୪ ତାରିଖ - ପ୍ରସାଦ ସେବନ(ସନ୍ଧ୍ୟା)
୧୫ ତାରିଖ - ଭଜନ ସମାରୋହ ଓ ପୂର୍ଣ୍ଣାହୁତି

07/11/2024

ସାଦର ନିମନ୍ତ୍ରଣ। ଆସିବେ ନିଶ୍ଚିନ୍ତ 🙏 ଉପସ୍ଥିତି ଓ ସହଯୋଗ କାମନା କରୁଅଛୁ।

Address

At-Gobindabati, Po-Bainsiria, Bari
Jajpur
755017

Website

Alerts

Be the first to know and let us send you an email when Karitkeswar Puja Committee Gobindabati posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Karitkeswar Puja Committee Gobindabati:

Share