maa sarala paribar

maa sarala paribar ବୀଣାସୀବେଦଢାଲଘଣ୍ଟିକାଶରାଶାଙ୍ଗଶୃ ଶୂଳଂବୈରୀକେଶହସାଂତ୍ରିଲୋଚନାଂ ସିଂହସ୍ଥାମହିଷନିଶୂଦିନୀ ଶୁଭ୍ରାଙ୍ଗୀ ଶଶୀଶେଖରୀ ଶାରଦଂ ନମତ ସର୍ବସିଦ୍ଧିଦାମ୍ ॥

🔱♦️ ବିଶ୍ୱକୁ ମିଳୁଥିବା ବାର୍ତ୍ତା♦️🔱ମାଆ ସାରଳା ଶକ୍ତି ଓ ପ୍ରଭୁ ଜଗନ୍ନାଥ ବୈଷ୍ଣବତାଏକାଧାରେ ଦେଖାଇଥାନ୍ତି।ଶକ୍ତି ଓ ଭକ୍ତି, ଦୁଇଟି ଅଭିନ୍ନ ...
26/05/2026

🔱♦️ ବିଶ୍ୱକୁ ମିଳୁଥିବା ବାର୍ତ୍ତା♦️🔱
ମାଆ ସାରଳା ଶକ୍ତି ଓ ପ୍ରଭୁ ଜଗନ୍ନାଥ ବୈଷ୍ଣବତାଏକାଧାରେ ଦେଖାଇଥାନ୍ତି।
ଶକ୍ତି ଓ ଭକ୍ତି, ଦୁଇଟି ଅଭିନ୍ନ ଜଗନ୍ନାଥ “ଜଗତର ନାଥ”, ମାଆ ସାରଳା “ଜ୍ଞାନ ଓ ଶକ୍ତିର ଆଦିଶକ୍ତି”।ଦୁହେଁକୁ ଏକାକାର କରିବାର ବେଶ ବିଶ୍ୱକୁ କୁହେ: ସମସ୍ତ ଧର୍ମ, ସମସ୍ତ ଶକ୍ତି ଏକେଇ ଉତ୍ସରୁସମସ୍ତ ମତ, ସମସ୍ତ ପରମ୍ପରା, ସମସ୍ତ ଭକ୍ତିର ମୂଳେ ଏକତା ରହିଛି।
ଏହା ବିଶ୍ୱକୁ ସିଖାଏ – ଭେଦଭାବ କରନି, ସମନ୍ୱୟ କର।ନାରୀ ଶକ୍ତିର ଯେପରିକି ପ୍ରଭୁ ଜଗନ୍ନାଥ ସର୍ବଜନଙ୍କର, ସେପରିକି ମାଆ ସାରଳାଙ୍କୁ ମଧ୍ୟ ସମସ୍ତଙ୍କ ମାଆ ବୋଲି ସ୍ୱୀକାର କରାଯାଏ।ଏହାରେ ନାରୀ ଶକ୍ତିର ସାର୍ବଜନୀନ ସମ୍ମାନ ପ୍ରକାଶ ପାଏ।
ମାଆ ସାରଳାଙ୍କର ଜଗନ୍ନାଥ ବେଶ ବିଶ୍ୱକୁ ଏହି ବାର୍ତ୍ତା ଦେଉଛି “ଶକ୍ତି ଓ ଭକ୍ତି, ନାରୀ ଓ ପୁରୁଷ, ଶାକ୍ତ ଓ ବୈଷ୍ଣବ – ସବୁଠି ଏକତା। ସମସ୍ତେ ଏକ, ସମସ୍ତେ ଜଗନ୍ନାଥଙ୍କର ସନ୍ତାନ।”
FOLLOW👉🏻

🙏

🔱⚫❗⚫ 🔱⚫❗🔱-: ମା ଶାରଳାଙ୍କ ଜଗନ୍ନାଥ ବେଶ :-             ଏମିତି ଦେବୀ ଦେଖିଛ କିଏ ହୋ ! ମହାବିଦ୍ୟା ବେଶ ଛାଡି ଜଗନ୍ନାଥ ବେଶ ହୁଏ ! ନିର୍ଗୁ...
26/05/2026

🔱⚫❗⚫ 🔱⚫❗🔱
-: ମା ଶାରଳାଙ୍କ ଜଗନ୍ନାଥ ବେଶ :-

ଏମିତି ଦେବୀ ଦେଖିଛ କିଏ ହୋ ! ମହାବିଦ୍ୟା ବେଶ ଛାଡି ଜଗନ୍ନାଥ ବେଶ ହୁଏ ! ନିର୍ଗୁଣା ହୋଇ ସେ ଗୁଣବତୀ ହୁଏ l

ପ୍ରତି ଏକାଦଶୀରେ ଦେବୀ ଶାରଳା ଜଗନ୍ନାଥ ବେଶ ହୁଅନ୍ତି l କେଡେ ସୁନ୍ଦର ପରମ୍ପରା ଯାହା ଶକ୍ତି ଏବଂ ବ୍ରହ୍ମ ମଧ୍ୟେ ଅଭେଦ ଦର୍ଶନ କରାଇଦିଏ l ଦେବୀ ଶାରଳା ତ୍ରିଗୁଣାତୀତା ଏବଂ ପରଂବ୍ରହ୍ମ ବ୍ରହ୍ମ ଙ୍କର ମାୟା ଶକ୍ତି ଏହାଙ୍କ ଜଗନ୍ନାଥ ବେଶ ପ୍ରକୃତି ପୁରୁଷ ଅଭେଦ ତରତ୍ବ କୁ ପ୍ରମାଣିତ କରେ l ସାକ୍ଷାତ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଆଜ୍ଞା ମାଳ (କର ପଲ୍ଲବାଦି ) ଭଗବତୀ ଙ୍କ କିରିଟ ଉପରି ଭାଗ ପ୍ରଭା ରେ ଲାଗି ହୋଇଥାଏ l ସେହି ପ୍ରଭା ରେ ପ୍ରତୀକାତ୍ମକ ଶ୍ରୀଜଗନ୍ନାଥ ଙ୍କ ରୌପ୍ୟ ଖଚିତ ଚିତ୍ର ମହାପ୍ରଭୁ ଙ୍କ ସଂକେତ ବହନ କରେ ତଥା ଭଗବତୀ ଏକାଦଶୀ ର ପବିତ୍ର ଅବସରରେ ବ୍ରହ୍ମ ଶକ୍ତି ବା ବିଷ୍ଣୁ ମାୟା ରୂପେ ମହାପ୍ରସାଦ ଘେନା କରନ୍ତି l ଏହା ହିଁ ଶ୍ରୀ ଶାରଳା ଠାକୁରାଣୀ ଙ୍କର ଶ୍ରୀଜଗନ୍ନାଥ ବେଶ ରହସ୍ୟ l ଏକାଦଶୀ ରେ ମା ଶାରଳାଙ୍କ ଦିବ୍ୟ ଜଗନ୍ନାଥ ବେଶ ଦର୍ଶନ 🙏🏻🌺🔱🚩

ସମଗ୍ର ବିଶ୍ବରେ ଏହି ଦେବୀ ବିଚିତ୍ରତମା । ଏହି ଦେବୀ ହେଉଛନ୍ତି ଦେବୀ ନୀଳସରସ୍ବତୀ ; ମହାଶକ୍ତିଙ୍କ ଜ୍ଞାନରୂପିଣୀ ସ୍ବରୂପ ।ହେ ଦେବୀ ଶାରଦା! ଆ...
25/05/2026

ସମଗ୍ର ବିଶ୍ବରେ ଏହି ଦେବୀ ବିଚିତ୍ରତମା । ଏହି ଦେବୀ ହେଉଛନ୍ତି ଦେବୀ ନୀଳସରସ୍ବତୀ ; ମହାଶକ୍ତିଙ୍କ ଜ୍ଞାନରୂପିଣୀ ସ୍ବରୂପ ।

ହେ ଦେବୀ ଶାରଦା! ଆପଣଙ୍କୁ ବାରମ୍ବାର ନମସ୍କାର !!
💖🙏🏻
FOLLOW👉🏻

❤️

ମହାମାୟୀ ଭଗବତୀ 💖🙏🏻 !!FOLLOW👉🏻    ❤️
25/05/2026

ମହାମାୟୀ ଭଗବତୀ 💖🙏🏻 !!
FOLLOW👉🏻

❤️

ଆଜିର ବେଶ ଦର୍ଶନ ଜୟ ମା ବିରଜା 💖🙏🏻 !!FOLLOW👉🏻  🔱❤️
24/05/2026

ଆଜିର ବେଶ ଦର୍ଶନ ଜୟ ମା ବିରଜା 💖🙏🏻 !!
FOLLOW👉🏻

🔱❤️

ଆଜିର ବେଶ ଦର୍ଶନ ଜୟ ମା ଶାରଳା ଠାକୁରାଣୀ 🙏🏻❤️🙏🏻
21/05/2026

ଆଜିର ବେଶ ଦର୍ଶନ ଜୟ ମା ଶାରଳା ଠାକୁରାଣୀ 🙏🏻❤️🙏🏻

ନିଜ ଦୁଃଖ କଥା କାହାକୁ ଜଣାଇବା ଦରକାର ନାହିଁ ମାଆ ଶାରଳା ଙ୍କୁ ଜଣନ୍ତୁ ବସ୍ 🥹🙏🏻 !!FOLLOW👉🏻  🙏🙏🙏🙏  ❤️
20/05/2026

ନିଜ ଦୁଃଖ କଥା କାହାକୁ ଜଣାଇବା ଦରକାର ନାହିଁ ମାଆ ଶାରଳା ଙ୍କୁ ଜଣନ୍ତୁ ବସ୍ 🥹🙏🏻 !!
FOLLOW👉🏻

🙏🙏🙏🙏 ❤️

A pure love like our Mahaprabhu and Maa Saantani 🥹Never Ending Love 🤍ସାବିତ୍ରୀ ବ୍ରତ 🤌🏻♥️🧿
15/05/2026

A pure love like our Mahaprabhu and Maa Saantani 🥹
Never Ending Love 🤍
ସାବିତ୍ରୀ ବ୍ରତ 🤌🏻♥️🧿

Address

Kanakpur, Jhanakada
Jagatsinghpur

Alerts

Be the first to know and let us send you an email when maa sarala paribar posts news and promotions. Your email address will not be used for any other purpose, and you can unsubscribe at any time.

Share

Category