10/08/2026
ଅଦ୍ଯ ଇଂ. ତା ୧୦/୦୮/୨୦୨୬ ରିଖ ସୋମବାର ଜଗତସିଂହପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ର ଯୁବ ଶକ୍ତି ବଜରଙ୍ଗ ଦଳ ଆନୁକୁଲ୍ଯରେ ଅଖଣ୍ତ ଭାରତ ସଂକଳ୍ପ ଦିବସ ନାଉଗାଁ ପ୍ରଖଣ୍ତ ଅନ୍ତର୍ଗତ ଗାରୋଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ବକ୍ତା ଭାବେ ବିଶ୍ବହିନ୍ଦୁ ପରିଷଦ ର କ୍ଷତ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ସୋହନ ଜୀ ସୋଲାଙ୍କୀ କାର୍ଯ୍ଯକର୍ତ୍ତା ମାନଙ୍କ ର ମାର୍ଗଦର୍ଶନ କରିଥିଲେ । ଏହାପରେ ୧୯୯୦ ଏବଂ ୧୯୯୨ କରସେବା ରେ ସାମିଲ ଥିବା ଜିଲ୍ଲା ର ୧୦ ଜଣ କରସେବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।