Shree Jagannath Sidha baranga Pitha jagatsinghpur

Shree Jagannath Sidha baranga Pitha jagatsinghpur ମହାପୁରୁଷ ସିଦ୍ଧବାରଙ୍ଗ ଗୋସାଇଁଙ୍କ ପୀଠ ରୁ ପ୍ରତିଦିନ ଦର୍ଶନ ନିମନ୍ତେ ଆମ page କୁ follow କରନ୍ତୁ 🙏ଜୟ ଜଗନ୍ନାଥ 🙏

16/07/2026

ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାର ଦିବ୍ୟ ଦୃଶ୍ୟ।

16/07/2026

ଭକ୍ତ କହୁଛି ଆରେ କାଳିଆ ତୋତେ ଦୂରରୁ ବି ଦେଖିଦେଲେ ଏଇ ଭକ୍ତ ର ସମସ୍ତ ଯନ୍ତ୍ରଣା ଦୂରେଇ ଯାଏ ରେ 🙌🏻ଜୟ ଜଗନ୍ନାଥ 🙏

16/07/2026

ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଳତୀ ଦର୍ଶନ 🙏♥️🙏
#ଆଳତୀ #ଦର୍ଶନ #ରଥଯାତ୍ରା

Jagatsinghpur Puja Festival Maa Durga Thakurani

16/07/2026

*କୋଟି ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦିବ୍ୟ ପହଣ୍ଡି ବିଜେ ର ଦୃଶ୍ୟ ହରି ବୋଲ🙏🙇🙌🪷😊*
#ରଥଯାତ୍ରା


Jagatsinghpur Puja Festival Babul visit vlogs Maa Durga Thakurani

🙏 ଶୁଭ ରଥଯାତ୍ରା ୨୦୨୬ 🙏ପବିତ୍ର ରଥଯାତ୍ରାର ପାବନ ଅବସରରେ ଆପଣ ଓ ଆପଣଙ୍କ ସମସ୍ତ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏ପ୍ରଭ...
16/07/2026

🙏 ଶୁଭ ରଥଯାତ୍ରା ୨୦୨୬ 🙏ପବିତ୍ର ରଥଯାତ୍ରାର ପାବନ ଅବସରରେ ଆପଣ ଓ ଆପଣଙ୍କ ସମସ୍ତ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏
ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଅପାର କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସଫଳତାରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ! 🚩
Jagatsinghpur Puja Festival Maa Durga Thakurani

30/06/2026

ସ୍ନାନ ଯାତ୍ରାର ଅଲୌକିକ ଦୃଶ୍ୟ 🙏 ୧୦୮ ଗରାଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ
Shree Jagannath Sidha baranga Pitha jagatsinghpur Jagatsinghpur Puja Festival

30/06/2026

ବଡ଼ବାଡ଼ ସାମନ୍ତ ମଣିମାଙ୍କ ସ୍ନାନ ମଣ୍ଡପକୁ ପହଣ୍ଡି |🙏♥️🙏
#ଜଗନ୍ନାଥ
Shree Jagannath Sidha baranga Pitha jagatsinghpur
Jagatsinghpur Puja Festival

30/06/2026

ବଡ଼ବାଡ଼ ସାମନ୍ତ ମଣିମାଙ୍କ ସ୍ନାନ ମଣ୍ଡପକୁ ପହଣ୍ଡି |🙏♥️🙏
#ଜଗନ୍ନାଥ
Shree Jagannath Sidha baranga Pitha jagatsinghpur Jagatsinghpur Puja Festival

30/06/2026

ସ୍ନାନବେଦୀକୁ ବିଜେ କଲେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ |
#ଜଗନ୍ନାଥ Shree Jagannath Sidha baranga Pitha jagatsinghpur

Address

At/po-Punanga
Jagatsinghpur
754103

Alerts

Be the first to know and let us send you an email when Shree Jagannath Sidha baranga Pitha jagatsinghpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category