Birupa Srikhetra

Birupa Srikhetra Jagannath Mandir, at KUSUPUR
All the people of Kusupur reside outside Odisha, help the Birupa Srikhetra Parichalana Samiti to construct and manage

ସମସ୍ତ ଗ୍ରାମବାସୀ ଗ୍ରାମର ଏହି ସାମୂହିକ ଉତ୍ସବ ପାଇଁ ମୁକ୍ତ ହସ୍ତରେ ଦାନ କରିବାକୁ ଅନୁରୋଧ ।
13/02/2024

ସମସ୍ତ ଗ୍ରାମବାସୀ ଗ୍ରାମର ଏହି ସାମୂହିକ ଉତ୍ସବ ପାଇଁ ମୁକ୍ତ ହସ୍ତରେ ଦାନ କରିବାକୁ ଅନୁରୋଧ ।

01/11/2020

ବିରୂପା ଶ୍ରୀକ୍ଷେତ୍ର, କୁସୁପୁର ଜଗନ୍ନାଥ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ପ୍ରତିଷ୍ଠିତ । ଏହି କ୍ଷେତ୍ରର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ପୁରୀ ଶ୍ରୀମନ୍ଦିର ଅନୁଯାୟୀ ପରିଚାଳିତ । ଏହାର ପରିଚାଳନା ପାଇଁ ଏକ ସ୍ଥାୟୀ କମିଟି ରହିଛି । ଆଜୀବନ ସେବାୟତଙ୍କ ପ୍ରଦତ୍ତ ଅର୍ଥ ରାଶିର ସୁଧ ଓ ଭକ୍ତଙ୍କ ଦାନରେ ମନ୍ଦିର ପରିଚାଳିତ ହୋଇ ଆସୁଛି । ବର୍ତ୍ତମାନ ସୁଦ୍ଧା ୧୧୯ଜଣ ଆଜୀବନ ସଦସ୍ୟ ହୋଇଛନ୍ତି । ଏହି ସଂଖ୍ୟା ୩୬୫ ହୋଇ ପାରିଲେ ମନ୍ଦିର ଆଗାମୀ ଦିନରେ ସୁରୁଖୁରୁରେ ଚାଲି ପାରିବ । ଏଥିପାଇଁ କୁସୁପୁର ର ଜଗନ୍ନାଥ ପ୍ରେମୀଙ୍କ ସହିତ ଅନ୍ୟ ଗ୍ରାମ ଓ ଅଞ୍ଚଳର ଭକ୍ତ ଜଣେ ଜଣେ ଆଜୀବନ ସଦସ୍ୟ ହେବାକୁ ଅନୁରୋଧ ।

25/06/2019

ବିରୂପା ଶ୍ରୀକ୍ଷେତ୍ରରେ ଏ ବର୍ଷ ନୂଆ ରଥ ତିଆରି ଚାଲିଛି । ରଥଯାତ୍ରା ଓ ରଥ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଗ୍ରାମବାସୀ ଓ ଜଗନ୍ନାଥ ପ୍ରେମୀ ବନ୍ଧୁମାନେ ମୁକ୍ତ ହସ୍ତରେ ଦାନ ଦେବାକୁ ଅନୁରୋଧ । - ଡକ୍ଟର ବସନ୍ତ କିଶୋର ସାହୁ, ମୋ- ୯୪୩୭୫୨୬୨୦୧

07/11/2018

Celebrate and enjoy the festival of lights

15/03/2017
30/01/2017
Ajibana Sebayat hoi mandira parichalanare sahajoga karibaku anurodha
30/10/2016

Ajibana Sebayat hoi mandira parichalanare sahajoga karibaku anurodha

30/10/2016

Address

At/P. O. Kusupur
Cuttack
754205

Telephone

9437526201

Website

Alerts

Be the first to know and let us send you an email when Birupa Srikhetra posts news and promotions. Your email address will not be used for any other purpose, and you can unsubscribe at any time.

Share