16/07/2026
महाप्रभु श्री जगन्नाथ की पावन रथ यात्रा के शुभ अवसर पर समस्त देशवासियों को हार्दिक बधाई एवं शुभकामनाएं।
यह पावन यात्रा हमारी सनातन परंपरा और सांस्कृतिक विरासत का जीवंत प्रतीक है। प्रभु श्री जगन्नाथ जी से प्रार्थना है कि सभी के जीवन में सुख, समृद्धि और उत्तम स्वास्थ्य का आशीर्वाद प्रदान करें तथा राष्ट्र को निरंतर प्रगति के पथ पर अग्रसर रखें।
जय जगन्नाथ!
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଏହି ପବିତ୍ର ଯାତ୍ରା ଆମ ସନାତନ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତୀକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ଏବଂ ଆମ ଦେଶକୁ ନିରନ୍ତର ପ୍ରଗତି ପଥରେ ଅଗ୍ରସର କରନ୍ତୁ।
ଜୟ ଜଗନ୍ନାଥ!