Sikharpur Gandarpur & Mahanadi vihar puja committee

Sikharpur Gandarpur & Mahanadi vihar puja committee dis initiative of creating a page 2 give u more and more updates n info of our puja committee as well as we can stay in touch wid u at anywhere and anytime

ଆଜି ପବିତ୍ର ଶନିବାର ଶନିଦେବ ଙ୍କ ଜନ୍ମ ଦିନରେ  ଓଁ ଶ୍ରୀ ଶ୍ରୀ ଗ୍ରହରାଜ ଶନିଶ୍ଚର ମହାପ୍ରଭୁ ଙ୍କ ଜଳାଭିଷେକ ଉତ୍ସବ ର ଦର୍ଶନ 🙏
25/04/2026

ଆଜି ପବିତ୍ର ଶନିବାର ଶନିଦେବ ଙ୍କ ଜନ୍ମ ଦିନରେ ଓଁ ଶ୍ରୀ ଶ୍ରୀ ଗ୍ରହରାଜ ଶନିଶ୍ଚର ମହାପ୍ରଭୁ ଙ୍କ ଜଳାଭିଷେକ ଉତ୍ସବ ର ଦର୍ଶନ 🙏

ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆ ବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନ...
14/04/2026

ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆ ବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏




ପବିତ୍ର ବାସନ୍ତିକ "ଦଶହରା" ଅବସରରେ Sikharpur Gandarpur & Mahanadi vihar puja committee ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମ...
28/03/2026

ପବିତ୍ର ବାସନ୍ତିକ "ଦଶହରା" ଅବସରରେ Sikharpur Gandarpur & Mahanadi vihar puja committee ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ  ଆନ୍ତରିକ ଶୁଭେଚ୍ଛା। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ କୃପା ସଭିଙ୍କ ଉପ...
23/01/2026

ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ କୃପା ସଭିଙ୍କ ଉପରେ ରହିଥାଉ।





Sikharpur Gandarpur & Mahanadi vihar puja committee

ମହାପ୍ରଭୁଙ୍କ ନାମ ସଂକୀର୍ତନରେ ନିଜକୁ ଆଜୀବନ ସମର୍ପିତ କରିଥିବା ଜଣେ ସ୍ୱର ସାଧକ ଶ୍ରୀ ଅଶୋକ ମହାନ୍ତିଙ୍କ ବିୟୋଗରେ ମୁଁ ମର୍ମାହତ।ମହାପ୍ରଭୁ ଶ...
30/12/2025

ମହାପ୍ରଭୁଙ୍କ ନାମ ସଂକୀର୍ତନରେ ନିଜକୁ ଆଜୀବନ ସମର୍ପିତ କରିଥିବା ଜଣେ ସ୍ୱର ସାଧକ ଶ୍ରୀ ଅଶୋକ ମହାନ୍ତିଙ୍କ ବିୟୋଗରେ ମୁଁ ମର୍ମାହତ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରାର୍ଥନା ସ୍ୱର୍ଗତ ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ।

ଓଁ ଶାନ୍ତି 🙏🏻

Sikharpur Gandarpur & Mahanadi vihar puja committee

ପବିତ୍ର ଶାମ୍ବ ଦଶମୀ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁସ୍ଥତା, ସମୃଦ୍ଧି ଓ ସୁଖ-ଶାନ୍ତିର ଅନେକ ଶୁଭେଚ୍ଛା। ଭଗବାନ କୃପାରୁ ଆପଣଙ୍କ ଜ...
30/12/2025

ପବିତ୍ର ଶାମ୍ବ ଦଶମୀ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁସ୍ଥତା, ସମୃଦ୍ଧି ଓ ସୁଖ-ଶାନ୍ତିର ଅନେକ ଶୁଭେଚ୍ଛା। ଭଗବାନ କୃପାରୁ ଆପଣଙ୍କ ଜୀବନ ସଦା ସୁଖମୟ ହେଉ। 🌼

Sikharpur Gandarpur & Mahanadi vihar puja committee

ବାବା ଧବଳେଶ୍ୱର ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନ ରେ ଯୋଗୀ ବେଶ ରେ ଦର୍ଶନ ଦେଉଛନ୍ତି 🚩
05/11/2025

ବାବା ଧବଳେଶ୍ୱର ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନ ରେ ଯୋଗୀ ବେଶ ରେ ଦର୍ଶନ ଦେଉଛନ୍ତି 🚩


ସମସ୍ତଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏 ଆ  କା  ମା  କା  ବୈ  ,  ପାନ ଗୁଆ ଥୋଇ,ପାନ ଗୁଆ ତୋର,ମାସକ ଧରମ ମ...
05/11/2025

ସମସ୍ତଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏
ଆ କା ମା କା ବୈ ,
ପାନ ଗୁଆ ଥୋଇ,
ପାନ ଗୁଆ ତୋର,
ମାସକ ଧରମ ମୋର







ଗୁରୁଦ୍ୱାର ଗୁରୁ ନାନକ ଦତନ୍ ସାହିବଶିଖ ସମ୍ପ୍ରଦାୟ ର ସର୍ବୋଚ୍ଚ ଗୁରୁ, ଗୁରୁ ନାନକ୍ ଦେବ ଜୀ ଙ୍କ ଜୟନ୍ତୀ ଓ ପ୍ରକାଶ ପରବ୍ ଅନେକ ଶୁଭେଛା।🙏   ...
05/11/2025

ଗୁରୁଦ୍ୱାର ଗୁରୁ ନାନକ ଦତନ୍ ସାହିବ

ଶିଖ ସମ୍ପ୍ରଦାୟ ର ସର୍ବୋଚ୍ଚ ଗୁରୁ, ଗୁରୁ ନାନକ୍ ଦେବ ଜୀ ଙ୍କ ଜୟନ୍ତୀ ଓ ପ୍ରକାଶ ପରବ୍ ଅନେକ ଶୁଭେଛା।🙏





🙏


ଶିଖରପୁର ଗଣ୍ଡରପୁର ମହାନଦୀବିହାର ପୂଜା କମିଟି ର ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ଙ୍କ ପ୍ରଥମ ଦର୍ଶନ 🚩🙏
01/11/2025

ଶିଖରପୁର ଗଣ୍ଡରପୁର ମହାନଦୀବିହାର ପୂଜା କମିଟି ର ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ଙ୍କ ପ୍ରଥମ ଦର୍ଶନ 🚩🙏























Address

Sikharpur Square
Cuttack
753003

Website

Alerts

Be the first to know and let us send you an email when Sikharpur Gandarpur & Mahanadi vihar puja committee posts news and promotions. Your email address will not be used for any other purpose, and you can unsubscribe at any time.

Share