Thakur Sri Abhiram Bhakta Samiti , Kanjiapada

Thakur Sri Abhiram Bhakta Samiti , Kanjiapada Thakur Shree Abhiram Paramahansa Dev was a great spiritual leader who created numbers of disciples and followers.

His thought is implanted in the minds and hearts of the people of Orissa. He had started a religious and cultural movement . Shreeguru charana shreeta a group of devotees Sri Banoj Kunar Bhatta, Shyama Sundar Gochhi, Rama Chandra Dalei , Parbati Behera , Urmilla Pradhan ....etc first started this organisation. By the additional period of time it has extended to a group of 100 plus devotees from and out of the village . On the eve of Purnima and first sun day of every month Mela & Bhakta gosthi is celebration in Ashram Premises. According to the odia calendar on the conspicuous day Anala Nabami to Kartika Purnima of the holy kartika month we are celebrating "Shreemad Bhagabat Parayan". And the Bhakta Gosthi is celebrating its Barsikustav on the eve of it.

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଗୁରୁ ଭାଇ ,ଭଉଣୀଏବଂ ଭକ୍ତ ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନ 🙏
29/07/2026

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଗୁରୁ ଭାଇ ,ଭଉଣୀଏବଂ ଭକ୍ତ ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନ 🙏

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା ମୋର ପ୍ରାଣର ପ୍ରାଣ ମୋ ଜୀବନର ସର୍ବସ୍ୱ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ୧୨୩ତମ ଜନ୍ମ...
18/01/2026

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା
ମୋର ପ୍ରାଣର ପ୍ରାଣ ମୋ ଜୀବନର ସର୍ବସ୍ୱ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ୧୨୩ତମ ଜନ୍ମ ଜୟନ୍ତୀ🎂🎂🎂 ଅବସରରେ ପ୍ରଭୁଙ୍କ ଶ୍ରୀ ଚରଣେ ଏ ଅଧମ ର କୋଟି କୋଟି ସ୍ରାଷ୍ଠାଙ୍ଗ ପ୍ରଣିପାତ🙇‍♂️🙇‍♂️🙇‍♂️🙇‍♂️।ଠାକୁରଙ୍କ ଶ୍ରୀ ଚରଣେ ଏତିକି ପ୍ରାର୍ଥନା ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ।
ଜୟ ଶ୍ରୀ ସତ୍ୟନାରାୟଣ ସ୍ଵାମୀଙ୍କର ଜୟ ହେଉୁ ♥️🌹🙏🙏🙏
ଜୟ ଶ୍ରୀ କରମଳା ଚନ୍ଦ୍ରଙ୍କର ଜୟ ହେଉୁ ♥️🌹🙏🙏🙏
ଠାକୁରଙ୍କର ୧୨୩ତମ ଜନ୍ମ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ଜୟ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀଙ୍କର ଜୟ 💐🙏

🙏
07/01/2026

🙏

07/01/2026

Address

Kanjiapada, Kanpur
Cuttack
754037

Website

Alerts

Be the first to know and let us send you an email when Thakur Sri Abhiram Bhakta Samiti , Kanjiapada posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share