ଶାରଦା ରଞ୍ଜନ ରାମାୟଣ ପ୍ରଚାରିଣୀ ସମିତି, ଗତିରାଉତ ପାଟଣା, କଟକ

  • Home
  • India
  • Cuttack
  • ଶାରଦା ରଞ୍ଜନ ରାମାୟଣ ପ୍ରଚାରିଣୀ ସମିତି, ଗତିରାଉତ ପାଟଣା, କଟକ

ଶାରଦା ରଞ୍ଜନ ରାମାୟଣ ପ୍ରଚାରିଣୀ ସମିତି, ଗତିରାଉତ ପାଟଣା, କଟକ With the grace & blessings of Lord Shree Ram & Mata Janaki "Sarada Ranjan Ramayan Pracharini Samiti" was formed on the year 1970 at Gatirout Patana, Cuttack

With the grace & blessings of Lord Shri Ram,Mata Janaki & Bajrangvali the"Sarada Ranjan Ramayan Pracharini Sabha" was formed on the Independence Day of 1970 by Shri Arikhsita Behera.The first Ramlila,Ramcharita Manasa,Parayan & Pravachan was performed in Chaitra Purnima of 1970 at Gatirout Patana drama ground & was liked & applauded by all. After some years Ramlla was stopped. In 1995 "Sarada Ranj

an Ramayan Pracharini Sabha ovserved its "Silver Jubble" & inagurated the "Hanuman Temple".The "Ramcharita Manas Nabanha Parayan & Prabachan" shifted to this place.Till today " Ramcharita Manas Nabanha Parayan & Prabachan" performed at this place every year.The Annual Magazene"Ramabhadraya" published every year.In the year 2020 "Sarada Ranjan Ramayan Pracharini Sabha" is going to observed its "Golden Jubble" & Inaguration of newly made "Shree Ram Temple".

23/04/2026

🙏 ଜୟ ଶ୍ରୀରାମ 🙏

20/04/2026

ବନାଟି ଖେଳ 🔥🔥🔥

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ଗତିରାଉତ ପାଟଣା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସ...
20/04/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ଗତିରାଉତ ପାଟଣା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି।🙏🙏🙏

🙏ଜୟ ଶ୍ରୀରାମ🙏ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତିରାଉତ ପାଟଣା ଶ୍ରୀରାମ ମନ୍ଦିର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କର କମ...
20/04/2026

🙏ଜୟ ଶ୍ରୀରାମ🙏
ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତିରାଉତ ପାଟଣା ଶ୍ରୀରାମ ମନ୍ଦିର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଉଦଘାଟିତ🙏

19/04/2026

ମହାମହିମ ଲଙ୍କାପତି ରାବଣଙ୍କ ରାମଲୀଳା ମଞ୍ଚକୁ ପ୍ରବେଶ।
ଶ୍ରୀଶ୍ରୀ ସୀତାକାନ୍ତ ରାମଲୀଳା ପ୍ରଚାର ସମିତି, ମଧୁପୁର, ବାରଙ୍ଗ🙏

19/04/2026
ଆସନ୍ତା କାଲି ତା୨୦-୦୪-୨୦୦୬ରିଖ (ସୋମବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ ଗତିରାଉତ ପାଟଣା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ...
19/04/2026

ଆସନ୍ତା କାଲି ତା୨୦-୦୪-୨୦୦୬ରିଖ (ସୋମବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ ଗତିରାଉତ ପାଟଣା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ଶୁଭପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆମର ପ୍ରିୟ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ।🙏

ଆଜି ରାତ୍ର 10ଘଟିକା ରେ ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଶାରଦା ରଞ୍ଜନ ରାମାୟଣ ...
17/04/2026

ଆଜି ରାତ୍ର 10ଘଟିକା ରେ ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଶାରଦା ରଞ୍ଜନ ରାମାୟଣ ପ୍ରଚାରିଣୀ ସମିତି, ଗତିରାଉତ ପାଟଣା, କଟକ ଆନକୂଲ୍ୟରେ ଶ୍ରୀ ରାମ ଲୀଳା ପରିବେଷଣ କରିବେ ମା ଜେମାଦେଇ ଯୁବପରିଷଦ, ଶ୍ରୀରାମଲୀଳା, ଧୁରୁଶିଆ, ଆଠଗଡ଼ ତାଙ୍କର ଛୋଟ ବଡ଼ କଳାକାରଙ୍କୁ ନେଇ ଏ ବର୍ଷର ମହାନ୍ ପୌରାଣିକ ଲୀଳା "ସୀତା ଠାବ"।

ଆସିବାକୁ ଭୁଲିବେନି... ଜୟ ଶ୍ରୀରାମ🙏

13/04/2026
🚩ଜୟ ଶ୍ରୀରାମ 🏹      🙏🙏🙏
28/04/2024

🚩ଜୟ ଶ୍ରୀରାମ 🏹
🙏🙏🙏

Address

Gatirout Patana, Cuttack-Paradeep Road, S. H./12
Cuttack
754100

Telephone

9853446681

Website

Alerts

Be the first to know and let us send you an email when ଶାରଦା ରଞ୍ଜନ ରାମାୟଣ ପ୍ରଚାରିଣୀ ସମିତି, ଗତିରାଉତ ପାଟଣା, କଟକ posts news and promotions. Your email address will not be used for any other purpose, and you can unsubscribe at any time.

Share

Category