RSS: Sri Guruji Pravat Sakha

RSS: Sri Guruji Pravat Sakha Contact information, map and directions, contact form, opening hours, services, ratings, photos, videos and announcements from RSS: Sri Guruji Pravat Sakha, Religious organisation, Netaji Field, Potapokhari, Nayabazar, Cuttack.

24/08/2024
20/01/2023
ଏହା କୌଣସି ସଂସ୍ଥା,ସଂଗଠନ,ବ୍ୟକ୍ତିଗତ,ରାଜ ନୈତିକ,ଧାର୍ମିକ ପାଇଁ ନୁହେଁ ଏଜେଣ୍ଡା ନୁହେଁ,କେବଳ ହିଁ କେବଳ ନେତାଜୀଙ୍କ ପାଇଁ।ଯାହାଙ୍କ ପାଇଁ କଟ...
20/01/2023

ଏହା କୌଣସି ସଂସ୍ଥା,ସଂଗଠନ,ବ୍ୟକ୍ତିଗତ,
ରାଜ ନୈତିକ,ଧାର୍ମିକ ପାଇଁ ନୁହେଁ ଏଜେଣ୍ଡା ନୁହେଁ,
କେବଳ ହିଁ କେବଳ ନେତାଜୀଙ୍କ ପାଇଁ।
ଯାହାଙ୍କ ପାଇଁ କଟକ ସୁପରିଚିତ,
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ରହେ ।
Share କରନ୍ତୁ 🙏

13/07/2022

ସାଦର ପ୍ରଣାମ,
ଶ୍ରୀ ଶ୍ରୀ ପରାମହଂସ ନାଥ ଦେବ ଉପନଗର ର *ଗୁରୁପୂଜନ ଉତ୍ସବ*
ଆସନ୍ତାକାଲି ୧୩/0୭ /୨୨ ବୁଧବାର ସନ୍ଧ୍ୟା ୫ଟା ସମୟରେ କଲେଜ ଛକ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମୁହିକ ଭାବରେ ପାଳନ କରାଯିବ l
ଏଣୁ ସମସ୍ତ ସ୍ୱୟଂ ସେବକ ମାନଙ୍କୁ ଅନୁରୋଧ ଗଣବେଶରେ (ଦଣ୍ଡ, ପଦବେଶ) ରହିତ ଉପସ୍ଥିତ ରହି ସଂଘ ଉତ୍ସବକୁ ଭବ୍ୟ କରିବା l
*ପଙ୍କଜ ଭାଇ*
ଉପନଗର କାର୍ଯ୍ୟବାହା

02/04/2022

ଶ୍ରୀ ପରାମହଂସନାଥ ଦେବ ଉପନଗର, ନୂଆବଜ଼ାର, କଟକ ତରଫରୁ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ" ନେତାଜୀ ପଡିଆ, ପୋତାପୋଖରୀ, ନୂଆବଜ଼ାର ଠାରେ ପାଳନ ହେଉଅଛି । ଏଥିରେ ସମସ୍ତ ଉପନଗର ପ୍ରବାସୀ କାର୍ଯ୍ୟକର୍ତ୍ତା,ସବୁ ଶାଖାର ସମସ୍ତ ସ୍ୱୟଂ ସେବକ,ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଛନ୍ତି।

" ଭାରତ ମାତା କି ଜୟ "

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ।ଚୈତ୍ର ଶୁକ୍ଳ ପ୍ରତିପଦା।🙏🙏🙏
02/04/2022

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ।
ଚୈତ୍ର ଶୁକ୍ଳ ପ୍ରତିପଦା।
🙏🙏🙏

01/04/2022

ସାଦର ପ୍ରଣାମ,

ଆସନ୍ତା ଶନିବାର ୦୨/୦୪/୨୦୨୨ ସକାଳ ୬ଟା ସମୟରେ ଆମ ଉପନଗର ର "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ" ନେତାଜୀ ପଡିଆ, ପୋତାପୋଖରୀ, ନୂଆବଜ଼ାର ଠାରେ ପାଳନ ହେବ। ଏଥିରେ ସମସ୍ତ ଉପନଗର ପ୍ରବାସୀ କାର୍ଯ୍ୟକର୍ତ୍ତା,ସବୁ ଶାଖାର ସମସ୍ତ ସ୍ୱୟଂ ସେବକ,ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବାକୁ ଅନୁରୋଧ।
ଉକ୍ତ ଦିବସଟି ପ୍ରତି ସ୍ୱୟଂସେବକ ପାଇଁ ଅତିବ ମହତ୍ୱ ପୂର୍ଣ୍ଣ, ଯେମିତି କେହି ଭି "ଆଦ୍ୟ ସଂଘଚଳକ ପ୍ରଣାମି" ରୁ ବଞ୍ଚିତ ନ ହୁଏ।

ଏଣୁ ପ୍ରତ୍ତେକେ ଅତି କମରେ, ୫ ଜଣକୁ ସମ୍ପର୍କ କରି ଉତ୍ସବ ସ୍ଥାନରେ ଯଥା ପୂର୍ବେ ଉପସ୍ଥିତ କରାଇବା।
ବି :ସୂ : ପୂର୍ଣ୍ଣ ଗଣବେଶ ରେ ଉପସ୍ଥିତ

" ଭାରତ ମାତା କି ଜୟ "

।।କାର୍ଯ୍ୟବାହ।।
ଶ୍ରୀ ପରାମହଂସନାଥ ଦେବ ଉପନଗର
ନୂଆବଜ଼ାର, କଟକ

ଅଖିଳ ଭାରତୀୟ ଦଣ୍ଡ ପ୍ରହାର ମହାଯଜ୍ଞଡିସେମ୍ବର ୧୬
16/12/2021

ଅଖିଳ ଭାରତୀୟ ଦଣ୍ଡ ପ୍ରହାର ମହାଯଜ୍ଞ
ଡିସେମ୍ବର ୧୬

Address

Netaji Field, Potapokhari, Nayabazar
Cuttack
753004

Telephone

+919238323385

Website

Alerts

Be the first to know and let us send you an email when RSS: Sri Guruji Pravat Sakha posts news and promotions. Your email address will not be used for any other purpose, and you can unsubscribe at any time.

Share