14/04/2026
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ନବବର୍ଷରେ
ମା ମଙ୍ଗଳା ଏବଂ ପ୍ରଭୁ ବଜରଙ୍ଗ ବାଲି ଙ୍କ ଅପାର କରୁଣାରୁ ଏହି ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, ସମସ୍ତଙ୍କ ଜୀବନରୁ ରୋଗ,ଭୟ, ଅଶାନ୍ତି ଏବଂ ଦୁଃଖ ଦୂର ହେଉ।