Thakur Abhiram Paramahansa Dev

Thakur Abhiram Paramahansa Dev Thakur Abhiram Paramahansa Dev was a great spiritual leader who created numbers of disciples and fol

01/10/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୦୧/୧୦/୨୦୨୨ (ଶନିବାର)*
*ସମୟ : ପ୍ରାତଃ - ୦୫:୧୮ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏
*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/96LWtOnTAVb6Yih0FR3xVW
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

30/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୩୦/୦୯/୨୦୨୨ (ଶୁକ୍ରବାର)*
*ସମୟ : ପ୍ରାତଃ - ୦୫:୪୭ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/E4VPKXBBTlfEAhN4vo9EnL
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

29/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୯/୦୯/୨୦୨୨ (ଗୁରୁବାର)*
*ସମୟ : ପ୍ରାତଃ - ୦୫:୪୦ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/F4pCwc4XA8L6MnfyRk0JjP
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

28/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୮/୦୯/୨୦୨୨ (ବୁଧବାର)*
*ସମୟ : ପ୍ରାତଃ - ୦୫:୩୩ ମି*

27/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୭/୦୯/୨୦୨୨ (ମଙ୍ଗଳବାର)*
*ସମୟ : ପ୍ରାତଃ - ୦୫:୪୫ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/CdLRS93JRup9p4IQF4CrdF
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

26/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୬/୦୯/୨୦୨୨ (ସୋମବାର)*
*ସମୟ : ପ୍ରାତଃ - ୦୫:୨୬ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/K9Gl8kbqzuXFnEZRqpo50E
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

25/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୫/୦୯/୨୦୨୨ (ରବିବାର)*
*ସମୟ : ପ୍ରାତଃ - ୦୫:୧୩ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/96LWtOnTAVb6Yih0FR3xVW
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

24/09/2022

ଆଜିର ଶୂଭ ସକାଳରେ ସିଂହଦ୍ଵାର ଫିଟା ନୀତି ପତିତ ପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
⚫🔺⚫🙏
*||ଜୟ ଜଗନ୍ନାଥ🙏||*

*ତାରିଖ :- ୨୪/୦୯/୨୦୨୨ (ଶନିବାର)*
*ସମୟ : ପ୍ରାତଃ - ୦୫:୧୪ ମି*

*ଓଁ ନମୋଃ ଭଗବତେ ବାସୁଦେବାୟ । ନୂତନ ଆଶା ଓ ଉଦ୍ଦୀପନା ସହ ସର୍ବମୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କବାଟ ଖୋଲିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତି ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।*
*ଜୟ ଜଗନ୍ନାଥ ସ୍ବାମୀ*
⚫❗⚫👏

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/96LWtOnTAVb6Yih0FR3xVW
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

_.          *🎪🛕ଆଜିର ମହତ ବାଣୀ 🛕🎪*_*🍁🍁🍁🍁🍁🍁🍁🍁🍁🍁🍁*   **********************************   *✤• • • • • • ✤ • • • • • • ✤• • •...
23/09/2022

_. *🎪🛕ଆଜିର ମହତ ବାଣୀ 🛕🎪*_
*🍁🍁🍁🍁🍁🍁🍁🍁🍁🍁🍁* ********************************** *✤• • • • • • ✤ • • • • • • ✤• • • • • • ✤*

*🦋 ସୁଖ ଚାହୁଁଛତ ରାତିରେ ଅନିଦ୍ରା ରହିବ ନାହିଁ। ଶାନ୍ତି ଚାହୁଁଛ ତ ଦିନରେ ଶୋଇବ ନାହିଁ।ସମ୍ମାନ ଚାହୁଁଛତ କେବେ କାହାକୁ କଟୁକଥା କୁହ ନାହିଁ। ଭଲପାଇବା ଚାହୁଁଛତ ନିଜ ଲୋକଙ୍କୁ କେବେ ପାଖରୁ ଅଲଗା କରିବ ନାହିଁ।*

*🦋 ମଣିଷ ଜୀବନରେ ଦୁଃଖ ବାଟ ଛାଡେନି।ଗୋଟିଏ ନସରୁଣୁ ଆଉ ଗୋଟିଏ ଚାଲି ଆସେ। ଲାଗେ ଯେମିତି ଦୁଃଖ ସହିତ ସମ୍ପର୍କ ନିବିଡ ହେଇଯାଇଛି।ତଥାପି ଏହି ଭରସା କରି ଆଗକୁ ବଢି ଚାଲେ, ଦିନେ ତ ସୁଖର ସୁରୁଜ ଉଇଁବ।*

*🦋 ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ମନୁଷ୍ୟ ସମ୍ମୁଖରେ କିଛି ପରିକ୍ଷା,ବାଧା,ସମସ୍ୟା,ଦ୍ୱନ୍ଦ୍ୱ ଏବଂ ଆଲୋଚନା ଉପସ୍ଥିତ ହୋଇଥାଏ I ମନୁଷ୍ୟ ପାଖରେ ଦୃଢତା ନଥିଲେ କାପୁରୁଷ ଭଳି କାର୍ଯ୍ୟ ଛାଡି ପଳେଇଯାଏ।*

*🦋 ଅତୁଟ ନିଶ୍ଚୟ,ଜ୍ଞାନଯୁକ୍ତ ଏବଂ ଯୁକ୍ତି ଯୁକ୍ତ କର୍ମ ଅସମ୍ଭବକୁ ସମ୍ଭବ କରିଦିଏ I କୌଣସି କଥାରେ ଅଧୈର୍ଯ୍ୟ ନହୋଇ ନିଜ ପ୍ରତି ଦୃଢ ଆତ୍ମବିଶ୍ୱାସ ରଖିବା ଉଚିତ୍।*

. *🌞ଶୁଭ ସକାଳ🌞* *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*

. *🙏🏻 🔘ଜୟ ଜଗନ୍ନାଥ🔘🙏🏻*

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/BkQP5fbPONq4Rqf2S9R1Bm
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

.           *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*            *🏪ତାରିଖ : ୨୩.୦୯.୨୦୨୨    ଶୁକ୍ରବାର*⚜⚜⚜⚜⚜⚜⚜⚜⚜⚜⚜*📝 ଦୀପତଳ ସଦା ଅନ୍ଧାର ଭିତରେ...
23/09/2022

. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*

*🏪ତାରିଖ : ୨୩.୦୯.୨୦୨୨ ଶୁକ୍ରବାର*
⚜⚜⚜⚜⚜⚜⚜⚜⚜⚜⚜

*📝 ଦୀପତଳ ସଦା ଅନ୍ଧାର ଭିତରେ*
*ନୀରବ ଆଖିର ଛାପ,*
*ଅନ୍ଧାର ଭିତରେ ବାଡିବୁଲେଇଲେ*
*କେବେ ସତ କେବେ ମିଛ।*

*📝 ସମୟ ବଦଳାଇ ଦିଏ ମଣିଷର ଭିତରେ ଏବଂ ବାହାର ଚେହେରାକୁ କାରଣ ମଣିଷ ସମୟର ଦାସ ।*

*📝 ଜୀବନରେ ସବୁ ଜାଗାରେ ଟଙ୍କା କାମରେ ଆସେ ନାହିଁ କିଛି ଜାଗାରେ କାହା ସହଯୋଗ ବି ବେଶି ଜରୁରୀ ହୋଇଥାଏ ।*

*📝 ଯଦି ଭାଙ୍ଗିବାକୁ ଥାଏ, ତା'ହେଲେ Record ଭାଙ୍ଗ କିନ୍ତୁ କାହା ବିଶ୍ୱାସ ନୁହେଁ ।*

*✳ଶୁଭ ସକାଳ✳*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
_*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_
▪️▪️▪️▪️▪️▪️▪️▪️▪️▪️▪️
*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/E4VPKXBBTlfEAhN4vo9EnL
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

*🌹🌼👉ଆଜିର ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧*    *ଅଦ୍ୟ ସେପ୍ଟେମ୍ୱର ମାସ ୨୩ ତାରିଖ ୨୦୨୨ ମସିହା(ଶୁକ୍ରବାର)**ଶକାବ୍ଦ -୧୯୪୪* *ସମ...
23/09/2022

*🌹🌼👉ଆଜିର ମହାବୀର ପଞ୍ଜିକା👈🌼🌹*
*✧═════•❁❀❁•═════✧*
*ଅଦ୍ୟ ସେପ୍ଟେମ୍ୱର ମାସ ୨୩ ତାରିଖ ୨୦୨୨ ମସିହା(ଶୁକ୍ରବାର)*
*ଶକାବ୍ଦ -୧୯୪୪*
*ସମ୍ବତ -୨୦୭୯*
*ଦିଲ୍ଲୀସ୍ୱରାଦ୍ଧ-୧୪୩୦*
*ସମ୍ବତ୍ସର-ଅନଳ*
*ଆଶ୍ୱିନ-କୃଷ୍ଣପକ୍ଷ*
*ତିଥି- ତ୍ରୟୋଦଶୀ ରାତ୍ରି ଘ୦୨/୩୯ ଗତେ ଚତୁର୍ଦ୍ଦଶୀ*
*ନକ୍ଷତ୍ର- ମଘା ରାତ୍ରି ଘ୦୪/୪୩ ପର୍ଯ୍ୟନ୍ତ ତଦନ୍ତେ ପୁର୍ବା ଫା*
*ଚନ୍ଦ୍ର- ସିଂହ*
*ଯୋଗ- ସିଦ୍ଧି*
*କରଣ - ଗର*
*ସୌରମାସ- କନ୍ୟା ୦୭ ଦିନ*
*✧═════•❁❀❁•═════✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୩୦*
*✧═════•❁❀
*ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୨/୩୯ ଗତେ ପଶ୍ଚିମେ*
*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*
*ବିଛା,ଧନୁ ଓ ମୀନ ରାଶିର ଘାତବାର*
*ତ୍ରୟୋଦଶୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବା*
✧═════•❁❀❁•═══
*କାଳବେଳା ଓ ବାରବେଳା - ଦିବା ଘ ୦୮/୪୦ ଗତେ ଘ୧୧/୪୧ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୬/୨୫ ମଧ୍ୟେ ଓ ଘ୦୭/୧୫ ଗତେ ଘ୦୮/୩୯ମଧ୍ୟେ ଓ ଘ୧୨/୦୩ ଗତେ ଘ୦୩/୧୭ ମଧ୍ୟେ*
*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═════✧
*ଅଦ୍ୟ ବାଇଗଣ ରାତ୍ରି ଘ୦୪/୪୩ ଗତେ ବିରି ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଡ:ବାୟୁନନ୍ଦନ ମିଶ୍ର*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଅଦୃଶ୍ୟଶକ୍ତି ଭବନ*
*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
*ମୋବାଇଲ-9437064130*
*www.adrushyashaktiastro.com*
*✧═════•❁❀❁•═════✧*
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
*✧═════•❁❀❁•═════✧*
*🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
*✧═════•❁❀❁•═════✧*
*🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
*✧═════•❁❀❁•═════✧*
*🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════✧*
*🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════✧*
*🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════✧*
*🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
*✧═════•❁❀❁•═════✧*
*🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════✧*
*🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/CdLRS93JRup9p4IQF4CrdF
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

*🌹ଆଜିର ମହାବୀର ପଞ୍ଚାଙ୍ଗ 🌹**🌹୨୩-୯-୨୦୨୨((ଶୁକ୍ରବାର))🌹*🪷🪷🪷🪷🪷🪷🪷🪷🪷🪷🪷🪷*ଅଦ୍ଯ କନ୍ୟା ଦି୭ନ,ତ୍ରୟୋଦଶୀ ଦ୫୨।୫୫ ରାଘ ୨।୩୮,ମଘା ଦ୫୭।୩୪ ରାଘ୪।...
23/09/2022

*🌹ଆଜିର ମହାବୀର ପଞ୍ଚାଙ୍ଗ 🌹*
*🌹୨୩-୯-୨୦୨୨((ଶୁକ୍ରବାର))🌹*
🪷🪷🪷🪷🪷🪷🪷🪷🪷🪷🪷🪷
*ଅଦ୍ଯ କନ୍ୟା ଦି୭ନ,ତ୍ରୟୋଦଶୀ ଦ୫୨।୫୫ ରାଘ ୨।୩୮,ମଘା ଦ୫୭।୩୪ ରାଘ୪।୪୨,ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ.*
🪷🪷🪷🪷🪷🪷🪷🪷🪷🪷🪷🪷
*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*
*କନ୍ୟା ଦ୦/୫୬/୫୫ ଇଂଘ୫/୩୯/୩୬ ଗତେ ଉଦୟ*
*ମୀନ ଦ୦/୪୯/୦୦ ଇଂଘ ୫/୩୯/୨୯ ଗତେ ଅସ୍ତ ।*
🪷🪷🪷🪷🪷🪷🪷🪷🪷🪷🪷🪷
*ଯୋଗିନୀ ଦକ୍ଷିଣେ । ରାତ୍ରି ଘ୨।୩୮, ଗତେ ପଶ୍ଚିମେ । ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି । ରାତ୍ରି ଘ୪।୪୨ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୪୦ ଗତେ ଘ୧୧।୪୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୮ ଗତେ ଘ୧୦।୮ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୪।୪୨ ଗତେ ସାତମାସ ଗଣ୍ଡଦୋଷ ।ସ୍ବର୍ଣ ଓ ପୀତ ବସ୍ତ୍ର ଦାନ । ତ୍ରୟୋଦଶୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ।ବାର୍ତ୍ତାକୀ(ବାଇଗଣ) ଭକ୍ଷଣ ନିଷେଧ ।*
🪷🪷🪷🪷🪷🪷🪷🪷🪷🪷🪷🪷
*(ଅମୃତ) – ଦିବା ଘ୬।୨୬ ମଧ୍ୟେ ଘ୭।୧୫ ଗତେ ଘ୯।୩୯ ମଧ୍ୟେ ଘ୧୨।୩ ଗତେ ଘ୩।୧୫ ମଧ୍ୟେ ଘ୪।୩ ଗତେ ଘ୫।୩୮ ମଧ୍ୟେ ରାତ୍ରି ଘ୬।୨୬ ଗତେ ଘ୯।୩୮ ମଧ୍ୟେ ଘ୧୨।୨ ଗତେ ଘ୩ ୧୪ ମଧ୍ୟେ ଘ୪।୨ ଗତେ ଘ୫।୩୮ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।*
🪷🪷🪷🪷🪷🪷🪷🪷🪷🪷🪷🪷
*🌹 ଜ୍ୟୋତିଷ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା 🌹*
*🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹*
*🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା 🌹*
*🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹*
🪷🪷🪷🪷🪷🪷🪷🪷🪷🪷🪷🪷
*🌹ମେଷ: ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*

*🌹ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*

*🌹ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*

*🌹କର୍କଟ: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*

*🌹ସିଂହ:କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*

*🌹କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*

*🌹ତୁଳା: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*

*🌹ବିଛା: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*

*🌹ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*

*🌹ମକର: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*

*🌹କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*

*🌹ମୀନ: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।*

*follow this link to join ବିକ୍ରମ ବ୍ୟୁରୋ କଟକ - What's App Group:* ⤵⤵⤵
https://chat.whatsapp.com/96LWtOnTAVb6Yih0FR3xVW
*©Copyright Since 1999 - 2022 Bikram Bureau Cuttack What's App Group. All Rights Reserved.*

Address

CHAULIAGANJ
Cuttack
753004

Alerts

Be the first to know and let us send you an email when Thakur Abhiram Paramahansa Dev posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Thakur Abhiram Paramahansa Dev:

Share