Nuapatana Buddha Sangha

Nuapatana Buddha Sangha Namo Buddhay In this festival Pandit NILAKANTHA DAS, Renowned Educationist of Odisha, Srijukta Radhanatha Rath, Editor of SAMAJ were also present .

ABOUT "Boddhidruma Buddha Bihar " THE HOLY PEEPAL TREE

This holy peepal tre is pregeny of that special tree in which below bodhisatwa Siddharth Gautam was meditated

Once emperor Ashok's daughter sanghamitra was planted a seeding peepal tree at Anuaradhapur in Srilanka

Ex-priminister of burma(Une's) Srijukta Una efforted to plant a peepal seeding tree at Bhubaneswar which was brought from Sri

lanka Anuaradhapur . There was a grand festival on at January in the year 1956 with mahabodhi society of India presidentship of Srlankan Buddhist Monk DEBIPRIYA BALISINGH and Utakal keshari HAREKRUSHNA MAHATAB, Ex Governor of Bombay was planted this holy seeding peepal tree with the campus of Buddha Vihar Nuapatna , Tigiria , cuttack ,Odisha . In 1957 the Buddhist council of burma Myanmar visited this place and donated a bronze image of MAHAKARUNIKA BUDDHA along with some funds . In this occasion HAREKRUSHNA MAHATAB (Ex-Governor of Bombay) Installed the Idol of Buddha and Secretary of MAHABODHI SOCIETY of India monk DEBIPRIYA BALISINGH , RADHANATJ RATH , PRAVAT MUKHARJEE, History professor of Utkal University , Bhubaneswar were also present . On 21 January 1973 , Honourable DALAILAMA Had came in our Village Nuapatna , Tigiria, Cuttack,Odisha. On that occasion he offered flowers to lord Buddha's statue and gave dhamma teaching to us . It is the faith of all buddhist that restless sorrow of human and helplessness can be removed by dint of supreme power of this peepal tree. So that we should worship holy peepal trees in many places.

12/05/2025
ବୁଦ୍ଧ ପୂର୍ଣ୍ଣିମା  ପାଳନ
12/05/2025

ବୁଦ୍ଧ ପୂର୍ଣ୍ଣିମା ପାଳନ

celebrations of Bodhidruma Ropan Divas's 2nd day
09/01/2025

celebrations of Bodhidruma Ropan Divas's 2nd day

ନମୋ ବୁଦ୍ଧାୟ 🌷🌷🌷ନୂଆପାଟଣା ବୌଦ୍ଧ ସଂଘ ଆସନ୍ତା ଜାନୁଆରୀ ତା ୦୭-୦୧-୨୦୨୫ ଏବଂ ୦୮-୦୧-୨୦୨୫ ଦୁଇ ଦିବସ ଧରି ତାହାର "୭୦ତମ  ବୋଧିଦ୍ରୁମ ରୋପଣ ଦ...
27/12/2024

ନମୋ ବୁଦ୍ଧାୟ 🌷🌷🌷

ନୂଆପାଟଣା ବୌଦ୍ଧ ସଂଘ ଆସନ୍ତା ଜାନୁଆରୀ ତା ୦୭-୦୧-୨୦୨୫ ଏବଂ ୦୮-୦୧-୨୦୨୫ ଦୁଇ ଦିବସ ଧରି ତାହାର "୭୦ତମ ବୋଧିଦ୍ରୁମ ରୋପଣ ଦିବସ" ଉତ୍ସବ ବୋଧିଦ୍ରୁମ ବୁଦ୍ଧ ବିହାର, ଜେମାଦେଇପୁର , ନୂଆପାଟଣା, ତିଗିରଆ, କଟକ ଠାରେ ପାଳନ କରୁଅଛି l ଆପଣମାନଙ୍କୁ ଅନୁରୋଧ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସବକୁ ଆନନ୍ଦ ମୁଖର କରନ୍ତୁ l

ସୌଜନ୍ୟ :- ନୂଆପାଟଣା ବୌଦ୍ଧ ସଂଘ

ତିଗିରିଆ ୨୮/୮-ତିଗିରିଆ ବ୍ଲକ ଜେମାଦେଇପୁର ସ୍ଥିତ ବୋଧିଦ୍ରୁମ ବୁଦ୍ଧ ବିହାରକୁ ପରିଦର୍ଶନରେ ଆସିଥିଲେ ଭାରତ ସରକାରଙ୍କ ବୁଦ୍ଧିଷ୍ଟ ଓ ସଂଖ୍ୟା ଲ...
29/08/2024

ତିଗିରିଆ ୨୮/୮-ତିଗିରିଆ ବ୍ଲକ ଜେମାଦେଇପୁର ସ୍ଥିତ ବୋଧିଦ୍ରୁମ ବୁଦ୍ଧ ବିହାରକୁ ପରିଦର୍ଶନରେ ଆସିଥିଲେ ଭାରତ ସରକାରଙ୍କ ବୁଦ୍ଧିଷ୍ଟ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ସଦସ୍ୟା ଶ୍ରୀମତୀ ରିଞ୍ଚେନ୍ ଲାହ୍ମୋ। ସେ ବୁଦ୍ଧ ବିହାର ବୁଲିବା ସହ ବୋଧିଦ୍ରୁମ ନିକଟରେ ପୂଜାର୍ଚନା କରି ବୁଦ୍ଧ ପାର୍କ ,ନୂତନ ବୁଦ୍ଧ ବିହାରର ଧ୍ୟାନ କେନ୍ଦ୍ର ପରିଭ୍ରମଣ କରିଥିଲେ ଏବଂ ନୂଆପାଟଣା ବୌଦ୍ଧ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

ନୂଆପାଟଣା ବୌଦ୍ଧ ସଂଘର ସଦସ୍ୟମାନଙ୍କ ଦ୍ୱାରା ଦହିପାଣି ବଣ୍ଟନ l
23/05/2024

ନୂଆପାଟଣା ବୌଦ୍ଧ ସଂଘର ସଦସ୍ୟମାନଙ୍କ ଦ୍ୱାରା ଦହିପାଣି ବଣ୍ଟନ l

Morning Dhamma Walk
23/05/2024

Morning Dhamma Walk

ଗତକାଲି  ସୁଦୂର ଥାଇଲାଣ୍ଡ, ଅଷ୍ଟ୍ରେଲିଆ,ନେପାଳ ରୁ  ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ ମାନେ  ବୋଧିଦ୍ରୁମ ବୁଦ୍ଧ ବିହାର ପରିଭ୍ରମଣ  କରିଯାଇଛନ୍ତି l...
24/01/2024

ଗତକାଲି ସୁଦୂର ଥାଇଲାଣ୍ଡ, ଅଷ୍ଟ୍ରେଲିଆ,ନେପାଳ ରୁ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ ମାନେ ବୋଧିଦ୍ରୁମ ବୁଦ୍ଧ ବିହାର ପରିଭ୍ରମଣ କରିଯାଇଛନ୍ତି l ସର୍ବପ୍ରଥମେ ସେମାନଙ୍କୁ ଜେମାଦେଇପୁର(ନୂଆପାଟଣା) ସ୍ଥିତ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ସଂଗଠନର ଉପାସକ ଓ ଉପାସିକାଙ୍କ ଉପସ୍ଥିତିରେ ବୌଦ୍ଧଭିକ୍ଷୁ ଧମ୍ମରତ୍ନ ପୁଷ୍ପଗୁଚ୍ଛ ଓ ଓତରୀୟ ଦେଇ ସ୍ୱାଗତ କରିଥିଲା l ତତପରେ ସମସ୍ତେ ଏକତ୍ରୀତ ହୋଇ ବୋଧିଦ୍ରୁମ ବୁଦ୍ଧ ବିହାର ଏବଂ ନଗର ପରିକ୍ରମଣ କରିଥିଲେ l ପ୍ରତ୍ୟାବର୍ତ୍ତିତ ହୋଇ ସମସ୍ତେ ଐତିହାସିକ ମହାନ ବୋଧିଦ୍ରୁମ ଠାରେ ଉପସ୍ଥିତ ରହି ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା ଏବଂ ସୁତ୍ତ ପାଠ କରିଥିଲେ l ଥାଇଲାଣ୍ଡ ରୁ ଆସିଥିବା ୱାର୍ଲଡ ପିଇସ୍ କାଉନ୍ସିଲ ଆସୋସିଏସନ ର ସଭାପତି ନଥା ପର୍ଣ୍ଣୋ କକା, ସମ୍ପାଦକ ଓରାଓଁନ ତନାୱତନା ଙ୍କ ଦାଇତ୍ୱପୂର୍ଣ୍ଣତା ସହିତ ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ନେପାଳ ରୁ ଆସିଥିବା 30 ଭିକ୍ଷୁ ଓ ଭିକ୍ଷୁଣୀ ମାନେ ବିଶ୍ୱସ୍ତରରେ ଥିବା କଳିଙ୍ଗର ଗୁଣଗାନ କରିଥିଲେ ଏବଂ ଆଜିର ସମୟରେ ବୁଦ୍ଧଙ୍କ ଶିକ୍ଷାର ମହତ୍ୱ ଉପରେ ନିଜର ବକ୍ତ ରଖିଥିଲେ l ଶେଷରେ ନୂଆପାଟଣା ବୌଦ୍ଧ ସଂଘ କୁ ଏକ ପିତଳ ବୁଦ୍ଧ ମୂର୍ତ୍ତି ପ୍ରଦାନ କରିଥିଲେ l

Address

Cuttack
754035

Telephone

+917906814530

Website

Alerts

Be the first to know and let us send you an email when Nuapatana Buddha Sangha posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Nuapatana Buddha Sangha:

Share