Sri Sri Bajarangi Hanuman Temple

Sri Sri Bajarangi Hanuman Temple Contact information, map and directions, contact form, opening hours, services, ratings, photos, videos and announcements from Sri Sri Bajarangi Hanuman Temple, Religious organisation, Kishore Nagar, Cuttack.

A vibrant center of devotion..Sri Sri bajarangi hanuman temple situated at Kishorenagar, cuttack wher the faithful come to seek blessings and experience divine grace.

�Jay Sri Ram �

ଶ୍ରୀ ଶ୍ରୀ ବଜରଙ୍ଗୀ ହନୁମାନଙ୍କ ଆଜିର ଦର୍ଶନ 🙏🚩ଜୟ ଜୟ ରାମ ଜୟ ଶ୍ରୀରାମ 🙏🚩ଜୟ ଜୟ ଶ୍ରୀ ବଜରଙ୍ଗୀ ହନୁମାନ 🙏🚩
19/10/2025

ଶ୍ରୀ ଶ୍ରୀ ବଜରଙ୍ଗୀ ହନୁମାନଙ୍କ ଆଜିର ଦର୍ଶନ 🙏🚩
ଜୟ ଜୟ ରାମ ଜୟ ଶ୍ରୀରାମ 🙏🚩
ଜୟ ଜୟ ଶ୍ରୀ ବଜରଙ୍ଗୀ ହନୁମାନ 🙏🚩

ମନୋଜବଂ ମାରୁତ ତୁଲ୍ଯବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠଂ ବାତ୍ତାତ୍ମଜଂ ବାନର ଯୁଥମୁକ୍ଷଂ ଶ୍ରୀରାମ ଦୁତଂ ଶରଣଂ ପ୍ରପଦ୍ୟେ 💥💥ଜୟ ଶ୍ରୀ ର...
21/12/2021

ମନୋଜବଂ ମାରୁତ ତୁଲ୍ଯବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠଂ ବାତ୍ତାତ୍ମଜଂ ବାନର ଯୁଥମୁକ୍ଷଂ ଶ୍ରୀରାମ ଦୁତଂ ଶରଣଂ ପ୍ରପଦ୍ୟେ 💥💥
ଜୟ ଶ୍ରୀ ରାମ🙏
ଜୟ ବଜରଙ୍ଗବଲୀ🙏

ଓଁ ଅଞ୍ଜନୀଗର୍ଭ ସଂଭୂତ କପୀନ୍ଦ୍ର ସଚିବୋତ୍ତମ ।ରାମପ୍ରିୟ ନମସ୍ତୁଭ୍ୟଂ ହନୁମନ୍ ରକ୍ଷ ସର୍ବଦା ।।ମଙ୍ଗଳମୟ ସମସ୍ତଙ୍କ ମଙ୍ଗଳ କରନ୍ତୁ।🕉️ଜୟ ବଜରଙ...
21/11/2021

ଓଁ ଅଞ୍ଜନୀଗର୍ଭ ସଂଭୂତ କପୀନ୍ଦ୍ର ସଚିବୋତ୍ତମ ।
ରାମପ୍ରିୟ ନମସ୍ତୁଭ୍ୟଂ ହନୁମନ୍ ରକ୍ଷ ସର୍ବଦା ।।

ମଙ୍ଗଳମୟ ସମସ୍ତଙ୍କ ମଙ୍ଗଳ କରନ୍ତୁ।
🕉️ଜୟ ବଜରଙ୍ଗବଲୀ🙏
🕉️ଜୟ ସୀତାରାମ🙏

ପବିତ୍ର ପଞ୍ଚୁକ ଦ୍ୱିତୀୟ ଦିନ ତଥା ବିଛା ସଂକ୍ରାନ୍ତିରେ ପ୍ରଭୁଙ୍କ ସୁନ୍ଦର କମନୀୟ ପୁଷ୍ପ ବେଶ।ଜୟ ଶ୍ରୀରାମ🙏🚩ଜୟ ଶ୍ରୀହନୁମାନ🙏🚩
16/11/2021

ପବିତ୍ର ପଞ୍ଚୁକ ଦ୍ୱିତୀୟ ଦିନ ତଥା ବିଛା ସଂକ୍ରାନ୍ତିରେ ପ୍ରଭୁଙ୍କ ସୁନ୍ଦର କମନୀୟ ପୁଷ୍ପ ବେଶ।
ଜୟ ଶ୍ରୀରାମ🙏🚩
ଜୟ ଶ୍ରୀହନୁମାନ🙏🚩

ପ୍ରଭୁ ହନୁମାନ ଆଜି ନିଜେ ମର୍କଟ ରୂପରେ ଅବସ୍ଥାନ କରି ଭୋଗ ଗ୍ରହଣ କରିଛନ୍ତି। ଧନ୍ୟ ଆପଣଙ୍କ କୃପା,ଧନ୍ୟ ଧନ୍ୟ। ଏ ପୁଣ୍ୟ କାର୍ତ୍ତିକ ମାସର ପଞ୍...
16/11/2021

ପ୍ରଭୁ ହନୁମାନ ଆଜି ନିଜେ ମର୍କଟ ରୂପରେ ଅବସ୍ଥାନ କରି ଭୋଗ ଗ୍ରହଣ କରିଛନ୍ତି। ଧନ୍ୟ ଆପଣଙ୍କ କୃପା,ଧନ୍ୟ ଧନ୍ୟ। ଏ ପୁଣ୍ୟ କାର୍ତ୍ତିକ ମାସର ପଞ୍ଚୁକରେ ବିଛା ସଂକ୍ରାନ୍ତିରେ ଆପଣ ଆସି ପ୍ରସାଦ ଗ୍ରହଣ କରୁଛନ୍ତି ୟାଠୁ ସୌଭାଗ୍ୟ ଆଉ କଣ ପ୍ରଭୁ।
ଦୟାକରନ୍ତୁ ପ୍ରଭୁ ବାରମ୍ବାର ଆପଣଙ୍କ ଦିବ୍ଯ ନାମକୁ ସ୍ମରଣ,ମନନ,କୀର୍ତ୍ତନ, କରୁଛି ।ହେ ସମସ୍ତ ସଦଗୁଣର ସ୍ବାମୀ ପରମାତ୍ମା ଆପଣଙ୍କ ସହ ପ୍ରଭୁ ଶ୍ରୀରାମ,ମା ଜାନକୀଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଅଛି। ଆମ୍ଭର ମଙ୍ଗଳ ବିଧାନ କରି ପୃଥିବୀ ରେ ଧର୍ମ ପ୍ରତିଷ୍ଠା କରନ୍ତୁ।ଆମ ପରି ଅକିଞ୍ଚନ ମାନଙ୍କୁ ସଦା କୃପାଦୃଷ୍ଟିରେ କଲ୍ଯାଣ କରୁଥାନ୍ତୁ।

ଜୟ ଜୟ ରାମ ଜୟ ଶ୍ରୀରାମ🙏🚩
ଜୟ ବଜରଙ୍ଗବଲୀ🙏

ପବିତ୍ର ପଞ୍ଚୁକର ପୁଣ୍ୟ ତିଥିରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମଙ୍ଗଳମୟଙ୍କ ଚରଣାର ବିନ୍ଦେ କୋଟି ପ୍ରଣାମ ସହ ପଞ୍ଚ 'କ'...
15/11/2021

ପବିତ୍ର ପଞ୍ଚୁକର ପୁଣ୍ୟ ତିଥିରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମଙ୍ଗଳମୟଙ୍କ ଚରଣାର ବିନ୍ଦେ କୋଟି ପ୍ରଣାମ ସହ ପଞ୍ଚ 'କ' କାମ, କ୍ରୋଧ, କପଟ, କଳହ, କଳଙ୍କ କୁ ମନରୁ ହଟାଇ ପ୍ରକୃତ ପଞ୍ଚୁକ ପାଳିବା।

🙏ଜୟ ଶ୍ରୀରାମ🙏
🙏ଜୟ ମଙ୍ଗଳମୟ🙏

ଜୟ ବୀର ବଜରଙ୍ଗୀ ହନୁମାନ🙏🚩ଜୟ ଜୟ ରାମ ଜୟ ଶ୍ରୀରାମ🙏🚩
10/11/2021

ଜୟ ବୀର ବଜରଙ୍ଗୀ ହନୁମାନ🙏🚩
ଜୟ ଜୟ ରାମ ଜୟ ଶ୍ରୀରାମ🙏🚩

ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗହରାୟ ସର୍ବବଶୀକରଣାୟ ରାମଦୂତାୟ ସ୍ଵାହା ।🙏ଜୟ ଜୟ ରାମ ଜୟ ଶ୍ରୀରାମ🙏🚩🚩ଜୟ ବୀର ହନ...
02/11/2021

ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗହରାୟ ସର୍ବବଶୀକରଣାୟ ରାମଦୂତାୟ ସ୍ଵାହା ।🙏

ଜୟ ଜୟ ରାମ ଜୟ ଶ୍ରୀରାମ🙏🚩🚩
ଜୟ ବୀର ହନୁମାନ ଗୋସାଇଁ🙏🚩🚩

ଓଁ ଅଞ୍ଜନୀଗର୍ଭ ସଂଭୂତ କପୀନ୍ଦ୍ର ସଚିବୋତ୍ତମ ।ରାମପ୍ରିୟ ନମସ୍ତୁଭ୍ୟଂ ହନୁମନ୍ ରକ୍ଷ ସର୍ବଦା ।।ପବିତ୍ର ଗର୍ଭଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର...
17/10/2021

ଓଁ ଅଞ୍ଜନୀଗର୍ଭ ସଂଭୂତ କପୀନ୍ଦ୍ର ସଚିବୋତ୍ତମ ।
ରାମପ୍ରିୟ ନମସ୍ତୁଭ୍ୟଂ ହନୁମନ୍ ରକ୍ଷ ସର୍ବଦା ।।

ପବିତ୍ର ଗର୍ଭଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ମୋର ସମସ୍ତ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ମଙ୍ଗଳମୟ ସମସ୍ତଙ୍କ ମଙ୍ଗଳ କରନ୍ତୁ।
🕉️ଜୟ ବଜରଙ୍ଗବଲୀ🙏
🕉️ଜୟ ସୀତାରାମ🙏
🙏ଜୟ ଶ୍ରୀରାମ🙏
🙏🕉️🌾🌾🕉️🙏

ପବିତ୍ର ମହାସପ୍ତମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।  ମା ଆଦିଶକ୍ତି,ମା ବ୍ରହ୍ମମୟୀ, ମା ନାରାୟଣୀ, ମା ପରମେଶ୍ଵରୀ, ମା ମହିଷା ମର୍...
12/10/2021

ପବିତ୍ର ମହାସପ୍ତମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମା ଆଦିଶକ୍ତି,ମା ବ୍ରହ୍ମମୟୀ, ମା ନାରାୟଣୀ, ମା ପରମେଶ୍ଵରୀ, ମା ମହିଷା ମର୍ଦ୍ଦିନୀ, ଦେବୀ ଦୁର୍ଗା ସମସ୍ତଙ୍କୁ ଖୁସିରେ ରଖନ୍ତୁ l

🙏ଜୟ ଶ୍ରୀରାମ🙏
🙏ଜୟ ମା ଦୁର୍ଗା🙏
🙏ଜୟ ମଙ୍ଗଳମୟ🙏

Address

Kishore Nagar
Cuttack
754131

Website

Alerts

Be the first to know and let us send you an email when Sri Sri Bajarangi Hanuman Temple posts news and promotions. Your email address will not be used for any other purpose, and you can unsubscribe at any time.

Share