Shree Jagannatha Mandira, Mahammadia Bazar, Cuttack

Shree Jagannatha Mandira, Mahammadia Bazar, Cuttack ମଦ ଭକ୍ତଂ ବିନୋଦାର୍ଥେ କରୋମି ବିବିଧ କ୍ରିୟା
The oldest, first and foremost DaruBigrahas of Mahaprabhu Jagannath in Cuttack.

ଓଁ ନମଃ ଶିବାୟ 🔱Sri Sri Beleswara Mahadev Mandira, Mahamadia Bazar Cuttack.
27/04/2026

ଓଁ ନମଃ ଶିବାୟ 🔱
Sri Sri Beleswara Mahadev Mandira, Mahamadia Bazar Cuttack.

ଶିବାୟ ବିଷ୍ଣୁରୂପାୟ, ଶିବରୂପାୟ ବିଷ୍ଣବେ ।ଶିବସ୍ୟ ହୃଦୟଂ ବିଷ୍ଣୁଃ, ବିଷ୍ଣୋଶ୍ଚ ହୃଦୟଂ ଶିବଃ ॥I bow to Lord Shiva who is in the form ...
26/04/2026

ଶିବାୟ ବିଷ୍ଣୁରୂପାୟ, ଶିବରୂପାୟ ବିଷ୍ଣବେ ।
ଶିବସ୍ୟ ହୃଦୟଂ ବିଷ୍ଣୁଃ, ବିଷ୍ଣୋଶ୍ଚ ହୃଦୟଂ ଶିବଃ ॥

I bow to Lord Shiva who is in the form of Vishnu,
and to Lord Vishnu who is in the form of Shiva.
Shiva resides in the heart of Vishnu,
and Vishnu resides in the heart of Shiva.

There is no difference between Shiva and Vishnu- they are two forms of the same divine reality. Devotion to one is equal to devotion to the other.

ଶ୍ରୀ ଶ୍ରୀ ନାରାୟଣ 🪷
26/04/2026

ଶ୍ରୀ ଶ୍ରୀ ନାରାୟଣ 🪷

24/04/2026

ହେ ବଂଶିଧାରୀ ହେ ଗିରିଧାରୀ

24/04/2026

ନିଳାଦ୍ରୀ ମହୋଦୟାଷ୍ଟମୀ

ଶ୍ବେତବରାହ କଳ୍ପ ର ସତ୍ଯଯୁଗରେ ଅବନ୍ତି ନଗର (ଅଧୁନା ଉଜ୍ଜୈନ) ର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳ ମହୋଦଧି କୂଳରେ ଅବସ୍ଥିତ କଳ୍ପବଟ, ରୋହିଣୀ କୁଣ୍ଡ ଓ ଭଗବତୀ ବିମଳାଙ୍କ ଶକ୍ତିପୀଠ ନିକଟରେ ଶ୍ରୀବତ୍ସଖଣ୍ଡଶାଳ ପ୍ରାସାଦ ନିର୍ମାଣ କରାଇ ଦେବଋଷି ନାରଦଙ୍କ ପରାମର୍ଶରେ ବ୍ରହ୍ମଲୋକରୁ ବେଦପତି ବ୍ରହ୍ମାଙ୍କୁ ଅଣାଇ ବୈଶାଖ ଶୁକ୍ଲ ଅଷ୍ଟମୀ ତିଥିରେ ଶ୍ରୀଶ୍ରୀ ଜଗନ୍ନାଥାଦିଚତୁର୍ଦ୍ଧା ବିଗ୍ରହଙ୍କୁ ନୀଳାଦ୍ରି ରତ୍ନସିଂହାସନରେ ପ୍ରତିଷ୍ଠା କରାଇଲେ । ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କ ଅଗାଧ ବିଷ୍ଣୁଭକ୍ତି, ନିଷ୍ଠାପର କର୍ତ୍ତବ୍ଯରେ ପ୍ରୀତ ହୋଇ ମହାପ୍ରଭୁ ସ୍ବୟଂ ରାଜା ଙ୍କୁ ତ୍ରିବାର ସତ୍ଯ କରି ସ୍କନ୍ଦପୁରାଣ ରେ କଥା ଦେଇଛନ୍ତି ଯେ -
" ସତ୍ଯଂ ସତ୍ଯଂ ପୁନଃ ସତ୍ଯଂ ସତ୍ଯମେବ ବ୍ରବିମିତେ
ପ୍ରାସାଦ ପ୍ରତିମା ଭଗ୍ନେ ନ ତ୍ୟକ୍ଷାମିକଦାଚନେ"

ହେ ରାଜନ! ମୁଁ ତ୍ରିବାର ସତ୍ୟ କରୁଅଛି, କୌଣସି ପରିସ୍ଥିତିରେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ପରିତ୍ୟାଗ କରିବି ନାହିଁ । ଚତୁର୍ମୁଖୀ ବ୍ରହ୍ମାଙ୍କ ଦ୍ବିତୀୟ ପରାର୍ଦ୍ଧ ଯାଏଁ ଶ୍ରୀପୁରୁଷୋତ୍ତମ ଧାମରେ ନିବାସ କରିବି। ଦେଉଳ ଭାଙ୍ଗିଯାଉ କିମ୍ବା ବିଗ୍ରହ କ୍ଷୁର୍ଣ୍ଣ ହେଲେ ମଧ୍ଯ ପୁରୁଷୋତ୍ତମ କ୍ଷେତ୍ର କଦାପି ତ୍ୟାଗ କରିବି ନାହିଁ ।

ପବିତ୍ର ନୀଳାଦ୍ରି ମହୋଦୟାଷ୍ଟମୀର ଶୁଭକାମନା🙏🏻

ଶ୍ରୀ ମହାପ୍ରଭୁ ଙ୍କ ଆଜିର ଦର୍ଶନ।
23/04/2026

ଶ୍ରୀ ମହାପ୍ରଭୁ ଙ୍କ ଆଜିର ଦର୍ଶନ।

23/04/2026

ଜୟ ଜୟ ମାତ ନାମ ହୁଏ ଖ୍ୟାତ ନୀଳାଚଳେ ଲକ୍ଷ୍ମୀ ଠାକୁରାଣୀ ନମୋ ନାରାୟଣୀ 🪷

The serene and exquisitely beautiful Kalingan temple architecture within the sacred premises of Badamba Rajabati.
22/04/2026

The serene and exquisitely beautiful Kalingan temple architecture within the sacred premises of Badamba Rajabati.

Address

Mahammadia Bazar
Cuttack
753003

Opening Hours

Monday 5am - 10:30pm
Tuesday 5am - 10:30pm
Wednesday 5am - 10:30pm
Thursday 5am - 10:30pm
Friday 5am - 10:30pm
Saturday 5am - 10:30pm
Sunday 5am - 10:30pm

Website

Alerts

Be the first to know and let us send you an email when Shree Jagannatha Mandira, Mahammadia Bazar, Cuttack posts news and promotions. Your email address will not be used for any other purpose, and you can unsubscribe at any time.

Share

Category