Dadhibaman Jew Mandir

Dadhibaman Jew Mandir Religious Organization

27/04/2026
08/07/2025

⭕‼️⭕ #ନିଳାଦ୍ରୀବିଜେ⭕‼️⭕
#ସାଆନ୍ତେ_ଫେରିଲେ_ଦେଉଳକୁ
#ଦେଉଳ_ବାହାରେ_ସରିଲା_ମହାବାହୁଙ୍କ_ଲୀଳାଖେଳା

⭕‼️⭕ #ନିଳାଦ୍ରୀବିଜେ⭕‼️⭕ #ରସଗୋଲା_ଦିବସ  ିବାମନ ⭕‼️⭕ #ରଥଯାତ୍ରା_୨୦୨୫
08/07/2025

⭕‼️⭕ #ନିଳାଦ୍ରୀବିଜେ⭕‼️⭕
#ରସଗୋଲା_ଦିବସ
ିବାମନ ⭕‼️⭕
#ରଥଯାତ୍ରା_୨୦୨୫

07/07/2025

#ମହାପ୍ରଭୁଙ୍କ_ଅଧର_ପଣା
#ପ୍ରଭୁଙ୍କ_ଅଧରପଣା_ଭୋଗ_ପାଇ
#ଅଶରୀରୀ_ବସିବେ_ବୈକୁଣ୍ଠେ_ଯାଇ ।

ିବାମନ🙏🙏

#ଅଧରପଣା
#ରଥଯାତ୍ରା_୨୦୨୫

06/07/2025

#ଆହାଃ_କି_ଅପୂର୍ବ_ଦୃଶ୍ୟ 🙏

#ସୁନା_ପିନ୍ଧି_ଝଟକିବେ_ରଥାରୂଢ଼_ଦିଅଁ
#ଦିଅଁଙ୍କ_ସୁନାବେଶ_ଦେଖି_ଧନ୍ୟ_ହେବେ_ଭକ୍ତ

#ସଂଧ୍ୟା_ଆଳତୀ

ିବାମନ_ସ୍ବାମୀ ⭕‼️⭕

 #ଓଃ_କି_ଅପୂର୍ବ_ଦୃଶ୍ୟ ! #ପ୍ରଭୁଙ୍କ_ସୁନାବେଶଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ପ୍ରସ୍ପୁଟିତ ଶ୍ରୀଜିଉ, ରଥ ଉପରେ  ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଉଛନ...
06/07/2025

#ଓଃ_କି_ଅପୂର୍ବ_ଦୃଶ୍ୟ !
#ପ୍ରଭୁଙ୍କ_ସୁନାବେଶ
ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ପ୍ରସ୍ପୁଟିତ ଶ୍ରୀଜିଉ, ରଥ ଉପରେ ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଉଛନ୍ତି ଠାକୁର
#ସୁନାବେଶ
#ରଥଯାତ୍ରା୨୦୨୫

ନନ୍ଦିଘୋଷେ ବସିଥିବ ମୋର କଳାବାମନ ବଡଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ ll ିବାମନ 🙏🏻 #ବାହୁଡା଼_ଯାତ୍ରା
05/07/2025

ନନ୍ଦିଘୋଷେ ବସିଥିବ ମୋର କଳାବାମନ
ବଡଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ ll

ିବାମନ 🙏🏻
#ବାହୁଡା଼_ଯାତ୍ରା

ପବିତ୍ର  #ହେରା_ପଞ୍ଚମୀ ଉପଲକ୍ଷେ  ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ।।  ିବାମନ ।।       🙏🙏🙏
01/07/2025

ପବିତ୍ର #ହେରା_ପଞ୍ଚମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

।। ିବାମନ ।।
🙏🙏🙏

28/06/2025

ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରମ୍ ।ହୃଦୟଂ ମଧୁରଂ ଗମନଂ ମଧୁରଂ ମଧୁରାଧିପତେରଖିଲଂ ମଧୁରମ୍🙏🙏🙏
28/06/2025

ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରମ୍ ।
ହୃଦୟଂ ମଧୁରଂ ଗମନଂ ମଧୁରଂ ମଧୁରାଧିପତେରଖିଲଂ ମଧୁରମ୍🙏🙏🙏

Address

Napang
Choudwar
754025

Telephone

+919437195578

Website

Alerts

Be the first to know and let us send you an email when Dadhibaman Jew Mandir posts news and promotions. Your email address will not be used for any other purpose, and you can unsubscribe at any time.

Share