Patitapaban temple office sauria

Patitapaban temple office sauria ଯଦି ଆପଣ ଜଗନ୍ନାଥ ଜୀଙ୍କର ଲାଇଭ୍ ଦର୍ଶନ
🙏🙏🙏🙏
You can have live darshan of Shri Patapaban Dev Shri mahaprabu on this page.

09/01/2026
ସନ୍ଧ୍ୟା ଦର୍ଶନ ଜଗତର ସୃଷ୍ଟିକର୍ତ୍ତା ମହାପ୍ରଭୁଙ୍କର🙏🙏🙏🕉️🚩🇳🇵ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂସର୍ବାଳଙ୍କାରଯୁକ୍ତଂ ନବଘନରୁ...
02/01/2026

ସନ୍ଧ୍ୟା ଦର୍ଶନ ଜଗତର ସୃଷ୍ଟିକର୍ତ୍ତା ମହାପ୍ରଭୁଙ୍କର🙏🙏🙏🕉️🚩🇳🇵

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।।

ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ବେଶ ଶୃଙ୍ଗାର ଦର୍ଶନ | Jay Jagannath 🙏🙏🙏🙏
27/10/2025

ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ବେଶ ଶୃଙ୍ଗାର ଦର୍ଶନ | Jay Jagannath 🙏🙏🙏🙏

02/09/2025
ମୋର ବନ୍ଧୁ ଜଗବନ୍ଧୁ ତା ସରି କିଏ  ହେବ ସାତ ସିନ୍ଧୁ ପାରି କରି ଚଳାଇବ ମୋର ନାବ ତା କରୁଣା ବିନ୍ଦୁ =ମୋର ପ୍ରାଣ ସିନ୍ଧୁ ତା ସାଥେ ସମ୍ପର୍କ ମୋ...
14/08/2025

ମୋର ବନ୍ଧୁ ଜଗବନ୍ଧୁ ତା ସରି କିଏ ହେବ
ସାତ ସିନ୍ଧୁ ପାରି କରି ଚଳାଇବ ମୋର ନାବ
ତା କରୁଣା ବିନ୍ଦୁ =ମୋର ପ୍ରାଣ ସିନ୍ଧୁ
ତା ସାଥେ ସମ୍ପର୍କ ମୋର ଅଛି ରହିଥିବ ।।

01/07/2025

ପବିତ୍ର ହରାପଞ୍ଚମୀରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା
ପତିତପାବନ ଟ୍ରଷ୍ଟ patitapaban trust

ରଥଯାତ୍ରା ପାଇଁ ପ୍ରଥମ ଉପସ୍ଥାପନାJai shree jagannath...🙏🙏🙏🙏
16/05/2025

ରଥଯାତ୍ରା ପାଇଁ ପ୍ରଥମ ଉପସ୍ଥାପନା
Jai shree jagannath...🙏🙏🙏🙏

ସୁପ୍ରଭାତ! 🙏🙏🙏🙏🙏Today's Shree  Patitapaban Darshan At Shree patitapaban Temple    .  🙏🙏🙏🙏🙏🙏
28/11/2024

ସୁପ୍ରଭାତ! 🙏🙏🙏🙏🙏Today's Shree Patitapaban Darshan At Shree patitapaban Temple . 🙏🙏🙏🙏🙏🙏

07/10/2024

| ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ || ମହାପ୍ରଭୂଙ୍କ ଆରତୀର ଦର୍ଶନ 🙏🙏🙏

Address

Old Sauria Ghoradia
Boria
752015

Alerts

Be the first to know and let us send you an email when Patitapaban temple office sauria posts news and promotions. Your email address will not be used for any other purpose, and you can unsubscribe at any time.

Share

Category