Shree Kapileswar Temple ,charda

Shree Kapileswar Temple ,charda Contact information, map and directions, contact form, opening hours, services, ratings, photos, videos and announcements from Shree Kapileswar Temple ,charda, Hindu temple, Charda, Binika.

This is our official page of Shri Kapileswar Temple & Maa Charadei Temple of Charda, Binka, Odisha where you can get the details of map information, opening hours and darshan of deities through photos, videos and live streams.

ମାନ୍ୟବର ବିଧାୟକ BM pur ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଙ୍କ ଅନୁରୋଧ କ୍ରମେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ନିର୍ଦେଶ କ୍...
05/01/2026

ମାନ୍ୟବର ବିଧାୟକ BM pur ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଙ୍କ ଅନୁରୋଧ କ୍ରମେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ନିର୍ଦେଶ କ୍ରମେ l
ଆରକୋଲୋଜି ବିଭାଗ ତରଫରୁ Je ଏବଂ ତାଙ୍କ ଷ୍ଟାଫ ଆସି ଆଜି ଶ୍ରୀ କପିଳେଶ୍ୱର ମନ୍ଦିରର ଚତୁର୍ପାଶ୍ୱ ନିରୀକ୍ଷିଣ କରି ମେଜେରମେଣ୍ଟ କରି ଭୁବନେଶ୍ୱର ଫେରିଯାଇଛନ୍ତି ଆସନ୍ତା ସାତ ଦିନ ଭିତରେ ଖନନ କାର୍ଯ୍ୟକରିବୁ ବୋଲି କହିଛନ୍ତି l

ଆଲୌକିକ ଘଟଣା ମନ୍ଦିର ପାର୍ଶ୍ୱ କାର୍ଯ୍ୟାଳୟ କାନ୍ଥରୁ କ୍ଷୀର ବାହାରୁଛି ଭକ୍ତ ମାନଙ୍କ ଦର୍ଶନ ପାଇଁ ଗହଳି ଜମିଛି l
16/11/2025

ଆଲୌକିକ ଘଟଣା ମନ୍ଦିର ପାର୍ଶ୍ୱ କାର୍ଯ୍ୟାଳୟ କାନ୍ଥରୁ କ୍ଷୀର ବାହାରୁଛି ଭକ୍ତ ମାନଙ୍କ ଦର୍ଶନ ପାଇଁ ଗହଳି ଜମିଛି l

02/11/2025
କାର୍ତ୍ତିକ ମାସରେ ପ୍ରଥମ ସୋମବାର ବାବା କପିଳେଶ୍ଵର ଙ୍କ ଦର୍ଶନ କରନ୍ତୁ
13/10/2025

କାର୍ତ୍ତିକ ମାସରେ ପ୍ରଥମ ସୋମବାର ବାବା କପିଳେଶ୍ଵର ଙ୍କ ଦର୍ଶନ କରନ୍ତୁ

ॐ त्र्यम्बकं यजामहे सुगन्धिं पुष्टिवर्धनम्। उर्वारुकमिव बन्धनान्मृत्योर्मुक्षीय मामृतात्।।
11/10/2025

ॐ त्र्यम्बकं यजामहे सुगन्धिं पुष्टिवर्धनम्। उर्वारुकमिव बन्धनान्मृत्योर्मुक्षीय मामृतात्।।

ମା ଚରଦେଇ ଙ୍କ ଆଜିର ଦର୍ଶନ
10/10/2025

ମା ଚରଦେଇ ଙ୍କ ଆଜିର ଦର୍ଶନ

Address

Charda
Binika
767019

Opening Hours

Monday 4:01am - 7pm
Tuesday 4am - 7pm
Wednesday 4am - 7pm
Thursday 4am - 7pm
Friday 4am - 7pm
Saturday 4am - 7pm
Sunday 4am - 7pm

Telephone

+918018830136

Website

Alerts

Be the first to know and let us send you an email when Shree Kapileswar Temple ,charda posts news and promotions. Your email address will not be used for any other purpose, and you can unsubscribe at any time.

Share

Category