06/11/2025
ଜୟଗୁରୁ 🙏🏻
"ମନୁଷ୍ୟର ଯେତେ ପ୍ରକାର ପତନ ହୋଇପାରେ,
ତା’ ଭିତରେ ଆପଣାକୁ ବଡ଼ ମନେ କରିବା
ସର୍ବାପେକ୍ଷା ପ୍ରଧାନ; କାରଣ, ଯେ ଅବିଦ୍ୟାଗ୍ରସ୍ତ,
ସେ ବୁଝିପାରନ୍ତି ନାହିଁ ଯେ ତାଙ୍କ ବାକ୍ୟ ଓ କାର୍ଯ୍ୟ
ତାଙ୍କୁ କେଉଁଠାରେ ନେଇ ପହଞ୍ଚାଇ ଦେଉଛି। ’’