Sri Sri Lakheswar Mahadev Badasinghar Besha Comitee

Sri Sri Lakheswar Mahadev Badasinghar Besha Comitee Sri Lakheswar Mahadev nka "Badasinghara Besha Seva Samiti " re Jogadana purbaka Mahaprabhunka krupa labha karantu. Contact -9938466385

11/11/2025

ବନ୍ଦେ ଦେବ ବୀରାଧିବୀରବର ଚନ୍ଦ୍ରଚୂଡ ଶ୍ରୀ ଶ୍ରୀ ଲକ୍ଷେଶ୍ବର ମହାଦେବ ଚନ୍ଦନଚାପ ବିଜେ.....🥺🥺❣️🙌🙏

ରକ୍ଷାକର ବାବା.....🙏

04/03/2025

ବାବା ହେ......
କଲ୍ୟାଣ କର ସଂସାରର🙏🙏
ହୁସିଆର ସାବଧାନ

ଦେବାଧିଦେବରାଜ ଚନ୍ଦ୍ରଚୂଡ ଶ୍ରୀ ଶ୍ରୀ ଲକ୍ଷେଶ୍ବର ମହାଦେବ ବିଜେ...
ଖୁବ୍ ସାବଧାନ 🙏🙏🙏

ଜୟ ଜଗନ୍ନାଥ.....ଜୟ ପ୍ରଭୁ ଲକ୍ଷେଶ୍ବର.....ପ୍ରଭୁ ଙ୍କ ର କାର୍ଯ୍ୟ ଆରମ୍ଭ ହେଇଗଲା.....🙏
12/02/2025

ଜୟ ଜଗନ୍ନାଥ.....
ଜୟ ପ୍ରଭୁ ଲକ୍ଷେଶ୍ବର.....
ପ୍ରଭୁ ଙ୍କ ର କାର୍ଯ୍ୟ ଆରମ୍ଭ ହେଇଗଲା.....🙏

31/01/2025

ଜୟ ଜଗନ୍ନାଥ.....
ଜୟ ପ୍ରଭୁ ଲକ୍ଷେଶ୍ବର......
ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ବାବା ଲକ୍ଷେଶ୍ବର ମହାଦେବ ଙ୍କ ସଂଗମ ମହାସ୍ନାନ 🙌🙌😊🥹🙏🙏🙏

ମହାଶିବରାତ୍ରୀ କାର୍ଯ୍ୟର ଅୟମାରମ୍ଭ ହୁଏ ଏହି ଦିନଠାରୁ....
ସେବାର ସୁଯୋଗ ମଣିମା ଆପଣ କୃପାରୁ ମିଳୁଥାଉ🙏
#ମହାଶିବରାତ୍ରୀ
#ବାବାଲକ୍ଷେଶ୍ବରମହାଦେବ
#ତ୍ରିବେଣୀଅମାବାସ୍ୟା

ଶ୍ରୀ ଶ୍ରୀ ଲକ୍ଷେଶ୍ବର ମହାଦେବ ବଡ଼ସିଂହାର ବେଶ ସେବା ସମିତି ଅନୁଷ୍ଠାନ ତରଫରୁ ଆୟୋଜିତ ଧାର୍ମିକ ମହାସଭାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ...
15/03/2024

ଶ୍ରୀ ଶ୍ରୀ ଲକ୍ଷେଶ୍ବର ମହାଦେବ ବଡ଼ସିଂହାର ବେଶ ସେବା ସମିତି ଅନୁଷ୍ଠାନ ତରଫରୁ ଆୟୋଜିତ ଧାର୍ମିକ ମହାସଭାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.....
#ଜୟବାବାଲକ୍ଷେଶ୍ବର🙏🙏🙏🙏🙏🙏
#ମହାଶିବରାତ୍ରୀ୨୦୨୪
#ଧାର୍ମିକମହାସଭା

ସେବା ଅନୁଷ୍ଠାନ ତରଫରୁ ଦରିଦ୍ର ନାରାୟଣ ମାନଙ୍କ ସେବା ଅବସର ସମୟର କିଛି ମୁହୂର୍ତ୍ତ 🙏🙏🙏ମହାଶିବରାତ୍ରୀ ୨୦୨୪
11/03/2024

ସେବା ଅନୁଷ୍ଠାନ ତରଫରୁ ଦରିଦ୍ର ନାରାୟଣ ମାନଙ୍କ ସେବା ଅବସର ସମୟର କିଛି ମୁହୂର୍ତ୍ତ 🙏🙏🙏
ମହାଶିବରାତ୍ରୀ ୨୦୨୪

ଜୟ ଜୟ ଜଗନ୍ନାଥ 😊🙏🙏🙏ମହାପ୍ରଭୁ ଙ୍କ ଅଣସର ସମୟରେ ସେବାନୁଷ୍ଠାନ ର ସଦସ୍ୟ ମାନେ ଏକାଠି ହୋଇ ପ୍ରଭୁଙ୍କ ଉଦେଶ୍ୟ ରେ ଅଣସର ଭୋଗ ନିମିତ୍ତ ଆଜକୁ ୩ବ...
13/06/2023

ଜୟ ଜୟ ଜଗନ୍ନାଥ 😊🙏🙏🙏
ମହାପ୍ରଭୁ ଙ୍କ ଅଣସର ସମୟରେ ସେବାନୁଷ୍ଠାନ ର ସଦସ୍ୟ ମାନେ ଏକାଠି ହୋଇ ପ୍ରଭୁଙ୍କ ଉଦେଶ୍ୟ ରେ ଅଣସର ଭୋଗ ନିମିତ୍ତ ଆଜକୁ ୩ବର୍ଷ ହେବ ସମର୍ପଣ କରିଆସୁଛୁ......
ଜୟ ଜୟ ଜଗନ୍ନାଥ.....😊🙏🙏🙏
ଜୟ ଜୟ ପ୍ରଭୁ ଲକ୍ଷେଶ୍ଵର.......😊🙏🙏🙏🙏

ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ହନୁମାନ ଜୟନ୍ତୀ ଅବସରରେ ସେବାନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ପଣା ବଣ୍ଟନ...
15/04/2023

ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ହନୁମାନ ଜୟନ୍ତୀ ଅବସରରେ ସେବାନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ପଣା ବଣ୍ଟନ......💓💓💓🙏🙏🙏🙏
ଜୟ ଜୟ ବାବା ଲକ୍ଷେଶ୍ଵର........

Address

Phulnakhara
Bhubaneswar

Alerts

Be the first to know and let us send you an email when Sri Sri Lakheswar Mahadev Badasinghar Besha Comitee posts news and promotions. Your email address will not be used for any other purpose, and you can unsubscribe at any time.

Share