29/07/2026
ଆମର ଗୁରୁ — ଭଗବା ଧ୍ୱଜ। 🚩
ଧର୍ମ, ସଂସ୍କୃତି, ରାଷ୍ଟ୍ରଭକ୍ତି ଓ ସେବାର ଚିରନ୍ତନ ପ୍ରେରଣାସ୍ରୋତ ଭଗବା ଧ୍ୱଜଙ୍କୁ ପ୍ରଣାମ।
ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏
🚩 ଜୟ ଶ୍ରୀରାମ