Rameswara Temple ରାମେଶ୍ୱର ଦେଉଳ

Rameswara Temple ରାମେଶ୍ୱର ଦେଉଳ The Rameshwar temple is very old temple in Bhubaneswar and known as the Mausi Maa (Oriya:ମାଉ?

The Rameshwar temple is very old temple in Bhubaneswar and known as the Mausi Maa. located in Old Town, Bhubaneswar

This is on the left side of the road from old town (after Vivekananda marg) to Kalpana squareM. on the opposite side of the road there are three more temples called Bharateswara, Shatrughneswar and Lakshmaneswar.

ଆଜି ରାମ ନବମୀରେ, ହେବ ମହା ମିଳନ।ଗତକାଲି ଅଶୋକାଷ୍ଟମୀରେ ରଥାରୂଢ଼ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଦେବୀ ର...
06/04/2025

ଆଜି ରାମ ନବମୀରେ, ହେବ ମହା ମିଳନ।

ଗତକାଲି ଅଶୋକାଷ୍ଟମୀରେ ରଥାରୂଢ଼ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଦେବୀ ରୁକୁଣା (ମା ଦୁର୍ଗା) ଓ ଶ୍ରୀ ଦୋଳ ଗୋବିନ୍ଦ, ଭେଟହେବେ ଶ୍ରୀ ରମେଶ୍ୱରଙ୍କୁ।

08/09/2024

Watercolor on paper

ବହୁଡ଼ିଲେ ମଣିମା।ଚୈତ୍ର ଶୁକ୍ଳ ଦ୍ଵାଦଶୀରେ, ଅଶୋକାଷ୍ଟମୀ ରଥଯାତ୍ରାର ବାହୁଡା଼ ଯାତ୍ରାରେ ରଥ ଆରୋହଣ କରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍...
20/04/2024

ବହୁଡ଼ିଲେ ମଣିମା।

ଚୈତ୍ର ଶୁକ୍ଳ ଦ୍ଵାଦଶୀରେ, ଅଶୋକାଷ୍ଟମୀ ରଥଯାତ୍ରାର ବାହୁଡା଼ ଯାତ୍ରାରେ ରଥ ଆରୋହଣ କରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ବିଗ୍ରହ ଶ୍ରୀ ଚନ୍ଦରଶେଖରଙ୍କ ସହ ଶ୍ରୀ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଫେରିଲେ ମା ଦୁର୍ଗା, ଶ୍ରୀ ଦୋଳଗୋବିନ୍ଦ।

05/02/2024
ଆରମ୍ଭ ହେଲା ବଜ୍ରପାତ ଜନିତ କ୍ଷତିର ମରାମତି।
08/09/2023

ଆରମ୍ଭ ହେଲା ବଜ୍ରପାତ ଜନିତ କ୍ଷତିର ମରାମତି।

ଗତକାଲି ଖସିପଡ଼ିଲା କଳସଆଜିର ଦୈନିକ ଖବରକାଗଜରୁ
16/07/2023

ଗତକାଲି ଖସିପଡ଼ିଲା କଳସ
ଆଜିର ଦୈନିକ ଖବରକାଗଜରୁ

15/07/2023

ରାମେଶ୍ୱର ମନ୍ଦିରକୁ ବଜ୍ରପାତ।

Address

Mausima Flyover
Bhubaneswar
751014

Alerts

Be the first to know and let us send you an email when Rameswara Temple ରାମେଶ୍ୱର ଦେଉଳ posts news and promotions. Your email address will not be used for any other purpose, and you can unsubscribe at any time.

Share

Category