Shree Lingaraja

Shree Lingaraja कृत्तिवास नमस्तेऽस्तु लिङ्गराज महेश्वर
स्वर्ण्णकूटपते शम्भु जय त्रिभूवनेश्वर।।
ଜୟ ଶ୍ରୀ ଲିଙ୍ଗରାଜ।।
(5)

ଗତକାଲି ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ମହାରୁଦ୍ର ଶ୍ରୀ ଡ଼ାକରା ବିଭୀଷଣେଶ୍ୱର ମହାଦେବଙ୍କ ଦିବ୍ୟ ଦର୍ଶନ
27/08/2026

ଗତକାଲି ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ମହାରୁଦ୍ର ଶ୍ରୀ ଡ଼ାକରା ବିଭୀଷଣେଶ୍ୱର ମହାଦେବଙ୍କ ଦିବ୍ୟ ଦର୍ଶନ

ବନ୍ଦ ହେବାର ଆଉ ଏକ ବର୍ଷ ଯୋଡ଼ି ଥିବା ଅତୀତର ପବିତ୍ରାରୋପଣ ଯାତ୍ରା ଚତୁର୍ଦ୍ଦଶୀ ଅବସରରେ ସପରିବାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦିବ୍...
26/08/2026

ବନ୍ଦ ହେବାର ଆଉ ଏକ ବର୍ଷ ଯୋଡ଼ି ଥିବା ଅତୀତର ପବିତ୍ରାରୋପଣ ଯାତ୍ରା ଚତୁର୍ଦ୍ଦଶୀ ଅବସରରେ ସପରିବାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ

ଏ ସନ ମଧ୍ୟ ପବିତ୍ରା ରୋପଣ ନୋହିଲା । ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ପବିତ୍ରାରୋପଣ ବିନା ଆଜିର ସାଧାରଣ ଦିବସର ନୀତିକାନ୍ତି ଚାଲୁ...
26/08/2026

ଏ ସନ ମଧ୍ୟ ପବିତ୍ରା ରୋପଣ ନୋହିଲା ।
ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ପବିତ୍ରାରୋପଣ ବିନା ଆଜିର ସାଧାରଣ ଦିବସର ନୀତିକାନ୍ତି ଚାଲୁଛି ।🥹🥺🥹🥺🥹

ଦେବୀ ନାରାୟଣୀଙ୍କ ଆଜିର ମଙ୍ଗଳବାରରେ ଦିବ୍ୟ ଦର୍ଶନ
25/08/2026

ଦେବୀ ନାରାୟଣୀଙ୍କ ଆଜିର ମଙ୍ଗଳବାରରେ ଦିବ୍ୟ ଦର୍ଶନ

ଶ୍ରୀ ଅନନ୍ତ ବାସୁଦେବଙ୍କ ବେଢ଼ାରେ ଥିବା ଶ୍ରୀ ଲୋକନାଥ ମହାଦେବଙ୍କ ଦିବ୍ୟ ବେଶ ଦର୍ଶନ
25/08/2026

ଶ୍ରୀ ଅନନ୍ତ ବାସୁଦେବଙ୍କ ବେଢ଼ାରେ ଥିବା ଶ୍ରୀ ଲୋକନାଥ ମହାଦେବଙ୍କ ଦିବ୍ୟ ବେଶ ଦର୍ଶନ

ଶ୍ରାବଣ ମାସର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଗହଳି
24/08/2026

ଶ୍ରାବଣ ମାସର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଗହଳି

ଅଦ୍ୟ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପବିତ୍ର ଏକାମ୍ର କ୍ଷେତ୍ର କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଆଗମନରେ ଲୋକାରଣ୍ୟ ହୋଇଛି । ଆଜି ଶ୍ରୀ ମହାପ୍ରଭ...
24/08/2026

ଅଦ୍ୟ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପବିତ୍ର ଏକାମ୍ର କ୍ଷେତ୍ର କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଆଗମନରେ ଲୋକାରଣ୍ୟ ହୋଇଛି । ଆଜି ଶ୍ରୀ ମହାପ୍ରଭୁ ମହାଦେବୀଙ୍କ ସହ ସୋମବାର ମାଜଣା ଓ ସୋମବାର ବେଢ଼ା ନୀତି ସମ୍ପାଦନ କରିବେ ।

ଶ୍ରାବଣ ଶେଷ ସୋମବାର ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଭିଷେକ ନିମନ୍ତେ ଭକ୍ତଙ୍କ ଭିଡ଼
24/08/2026

ଶ୍ରାବଣ ଶେଷ ସୋମବାର ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଭିଷେକ ନିମନ୍ତେ ଭକ୍ତଙ୍କ ଭିଡ଼

Address

Lingaraj Temple
Bhubaneswar

Website

Alerts

Be the first to know and let us send you an email when Shree Lingaraja posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share