21/09/2025
https://youtu.be/0sBPoMKJqZI?si=qeX8mU7YgjVZXKXD
Praise The Lord... ଦୀର୍ଘ ଦିନର ବ୍ୟବଧାନ ପରେ ପରେ SAMARTH MUSIC ତରଫରୁ ପ୍ରଭୁଙ୍କ ପ୍ରଶଂସା ଆରାଧନା ପାଇଁ ଉକ୍ତ ନୂତନ ଗୀତକୁ ଉନ୍ମୋଚନ କରାଗଲା।
ଏହି ପ୍ରାର୍ଥନା ଭରା ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ ଖ୍ରୀଷ୍ଟୀୟ ସମାଜକୁ ଆଜି ଭେଟି ଦେଉଛୁ.. ଆଜି ମୁକ୍ତିଲାଭ ହୋଇଛି।
ଛୋଟରୁ ବଡ଼ ସମସ୍ତେ ଅତି ପସନ୍ଦିତା ଗୀତ ଯାହା ଗୀର୍ଜା ଉପାସନାରେ ଗାନ କଲା ଭଳି ଏକ ସୁନ୍ଦର ପ୍ରଶଂସା ମୂଳକ ଗୀତଟିଏ ପ୍ରସ୍ତୁତ କରିଅଛୁ।
ଆଶା କରୁଛୁ ଉକ୍ତ "ପ୍ରାର୍ଥନା ଆମ ପଦେ ତୁମ" ଗୀତଟି ଆପଣ ମାନଙ୍କୁ ନିଶ୍ଚିତ ରୂପେ ସ୍ପର୍ଶ କରିବ।
ଗୀତ - ପ୍ରାର୍ଥନା ଆମ ପଦେ
କଣ୍ଠଦାନ - ପାଳକ ସଞ୍ଜୟ ସେନାପତି
ରଚନା - ପାଳକ ପ୍ରଦୀପ କୁମାର ଦାସ
ସ୍ୱର ସଂଯୋଜନା - ପାଳକ ପ୍ରଦୀପ କୁମାର ଦାସ
ସଙ୍ଗୀତ ପରିଚାଳନା - ସୁଦିତ୍ ଓ ଅଙ୍କିତ
ବିଶେଷ କୃତଜ୍ଞତା - ସାମର୍ଥ ମୁସିକ ପରିବାର
Record & Mix - SAMARTH STUDIO TITILAGARH
Special Thanks - JJSM FAMILY'S