Kalia Preme Bandha

Kalia Preme Bandha ଶ୍ରୀଶ୍ରୀ..୧୦୮ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପିତ ଏକ ଧାର୍ମିକ ଅନୁଷ୍ଠାନ।
।। ସର୍ଵଂ ରହସ୍ୟମ୍ ପୁରୁଷୋତ୍ତମ ସ୍ୟ ଦେବେ ନଯାନତେ କୁତଃ ମନୁଷ୍ୟ ।।

ଜୟ ଜଗନ୍ନାଥ ହଳଦୀ ପାଣି:-୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ର ଅନ୍ତିମ ଦିବସ ରେ ଦିଅଁ ମାନେ ନରେନ୍ଦ୍ର ଚକଡା଼ ରେ ବିଜେ ହୋଇ ଦିନ ଚାପ ସାର...
10/05/2026

ଜୟ ଜଗନ୍ନାଥ

ହଳଦୀ ପାଣି:-
୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ର ଅନ୍ତିମ ଦିବସ ରେ ଦିଅଁ ମାନେ ନରେନ୍ଦ୍ର ଚକଡା଼ ରେ ବିଜେ ହୋଇ ଦିନ ଚାପ ସାରି, ରାଜନୀତି ଵନ୍ଦାପନା, ଆଲଟ, ଚାମର, ହଳଦୀ ପାଣି (ପିଚିକାରି ଲାଗି) ହୋଇ ଆଳତି ବନ୍ଦାପନା ଦର୍ଶନ।

#ହଳଦୀ_ପାଣି
#ଚନ୍ଦନଯାତ୍ରା୨୦୨୬
#ଚନ୍ଦନଯାତ୍ରା

କାଳିଆ ପ୍ରେମେ ବନ୍ଧା

09/05/2026

ଜୟ ଜଗନ୍ନାଥ

ଭଉଁରୀ : ରାତ୍ର ଚାପ ଦର୍ଶନ :- ଶ୍ରୀକ୍ଷେତ୍ର ଭଉଁରୀ

#ଭଉଁରୀ
#ଚନ୍ଦନଯାତ୍ରା୨୦୨୬

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ଶ୍ରବଣା ମକର ନକ୍ଷତ୍ର                        ବଡଠାକୁରଙ୍କ ଜନ୍ମ ନକ୍ଷତ୍ର                            ତିନି ବାଡ ରେ ନକ୍ଷ...
09/05/2026

ଜୟ ଜଗନ୍ନାଥ

ଶ୍ରବଣା ମକର ନକ୍ଷତ୍ର
ବଡଠାକୁରଙ୍କ ଜନ୍ମ ନକ୍ଷତ୍ର

ତିନି ବାଡ ରେ ନକ୍ଷତ୍ର ବନ୍ଦାପନା ଓ
ବଡବାଡ ରେ ଏକ ଅଧିକ ବନ୍ଦାପନା ଦର୍ଶନ

#ନକ୍ଷତ୍ର_ବନ୍ଦାପନା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ତିନି ରଥ ଙ୍କ ଚକ ଓ ଅଖ ଡେରା : ଶ୍ରୀକ୍ଷେତ୍ର ଭଉଁରୀସକାଳ ଧୂପ ବଢ଼ି ତିନି ବାଡ ରୁ ତିନିଗୋଟି ଅଧର ମାଳ (ଆଜ୍ଞାମାଳ) ବିଜେ ହୋଇ ତି...
09/05/2026

ଜୟ ଜଗନ୍ନାଥ

ତିନି ରଥ ଙ୍କ ଚକ ଓ ଅଖ ଡେରା : ଶ୍ରୀକ୍ଷେତ୍ର ଭଉଁରୀ

ସକାଳ ଧୂପ ବଢ଼ି ତିନି ବାଡ ରୁ ତିନିଗୋଟି ଅଧର ମାଳ (ଆଜ୍ଞାମାଳ) ବିଜେ ହୋଇ ତିନି ରଥଙ୍କ ଚକ ଓ ଅଖ ଡେରା ହୋଇ ଲାଗି ହୋଇଲେ।

େରା
#ଭଉଁରୀ
#ରଥନିର୍ମାଣ
#ରଥଯାତ୍ରା୨୦୨୬
#ରଥଯାତ୍ରା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ଚନ୍ଦନ ଯାତ୍ରା: ପ୍ରଥମ ଦିବସ :- ଚନ୍ଦନ ଯାତ୍ରା ୨୦୨୬ #ଅକ୍ଷୟତୃତୀୟା  #ଚନ୍ଦନଯାତ୍ରା୨୦୨୬ #ଚନ୍ଦନଯାତ୍ରା କାଳିଆ ପ୍ରେମେ ବନ୍ଧା
20/04/2026

ଜୟ ଜଗନ୍ନାଥ

ଚନ୍ଦନ ଯାତ୍ରା: ପ୍ରଥମ ଦିବସ :- ଚନ୍ଦନ ଯାତ୍ରା ୨୦୨୬

#ଅକ୍ଷୟତୃତୀୟା
#ଚନ୍ଦନଯାତ୍ରା୨୦୨୬
#ଚନ୍ଦନଯାତ୍ରା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ରଥ ନିର୍ମାଣ ଅନୁକୂଳ:- ରଥ ଯାତ୍ରା ୨୦୨୬ #ଅକ୍ଷୟତୃତୀୟା  ିର୍ମାଣ_ଅନୁକୂଳ  #ରଥଯାତ୍ରା୨୦୨୬ #ରଥଯାତ୍ରାକାଳିଆ ପ୍ରେମେ ବନ୍ଧା
20/04/2026

ଜୟ ଜଗନ୍ନାଥ

ରଥ ନିର୍ମାଣ ଅନୁକୂଳ:- ରଥ ଯାତ୍ରା ୨୦୨୬

#ଅକ୍ଷୟତୃତୀୟା
ିର୍ମାଣ_ଅନୁକୂଳ
#ରଥଯାତ୍ରା୨୦୨୬
#ରଥଯାତ୍ରା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ରୋହିଣୀ ବୃଷ ନକ୍ଷତ୍ର                                                  ମହାପ୍ରଭୁଙ୍କ ଜନ୍ମ ନକ୍ଷତ୍ର                 ...
20/04/2026

ଜୟ ଜଗନ୍ନାଥ

ରୋହିଣୀ ବୃଷ ନକ୍ଷତ୍ର
ମହାପ୍ରଭୁଙ୍କ ଜନ୍ମ ନକ୍ଷତ୍ର

ତିନି ବାଡ ରେ ନକ୍ଷତ୍ର ବନ୍ଦାପନା ଓ
ମହାପ୍ରଭୁଙ୍କ ବାଡ ରେ ଏକ ଅଧିକ ବନ୍ଦାପନା

#ନକ୍ଷତ୍ର_ବନ୍ଦାପନା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ଦର୍ଶନ  #ଚନ୍ଦନଯାତ୍ରା #ଚନ୍ଦନଯାତ୍ରା୨୦୨୫  #ଅକ୍ଷୟତୃତୀୟା କାଳିଆ ପ୍ରେମେ ବନ୍ଧା
20/04/2026

ଜୟ ଜଗନ୍ନାଥ

ସର୍ବାଙ୍ଗ ଚନ୍ଦନ ଲାଗି ବେଶ ଦର୍ଶନ

#ଚନ୍ଦନଯାତ୍ରା
#ଚନ୍ଦନଯାତ୍ରା୨୦୨୫
#ଅକ୍ଷୟତୃତୀୟା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ଶ୍ରୀରାମଲୀଳା:- ୦୮: ଶ୍ରୀରାମାଭିଷେକ (ରାଜ୍ୟାଭିଷେକ):- ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ମା ସୀତା ଓ ଶ୍ରୀ ହନୁମାନଙ୍କ  ବିଜେ ଦର୍ଶନଶ୍ର...
12/04/2026

ଜୟ ଜଗନ୍ନାଥ

ଶ୍ରୀରାମଲୀଳା:-

୦୮: ଶ୍ରୀରାମାଭିଷେକ (ରାଜ୍ୟାଭିଷେକ):- ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ମା ସୀତା ଓ ଶ୍ରୀ ହନୁମାନଙ୍କ ବିଜେ ଦର୍ଶନ

ଶ୍ରୀରାମାଭିଷେକ (ରାଜ୍ୟାଭିଷେକ) :-

ବଲ୍ଲଭ ରୁ ବାହୁଡ଼ା ବିଜେ ହୋଇ ଦିଅଁ ମାନେ ମହାଲକ୍ଷ୍ମୀଙ୍କ ଦେଉଳ କୁ ବିଜେ ହୋଇ ମହାସ୍ନାନ, ଅଭିଷେକ , ବନ୍ଦାପନା ଇତ୍ୟାଦି ବଢି ଦର୍ଶନ।

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ଶ୍ରବଣା ମକର ନକ୍ଷତ୍ର                        ବଡଠାକୁରଙ୍କ ଜନ୍ମ ନକ୍ଷତ୍ର                            ତିନି ବାଡ ରେ ନକ୍ଷ...
12/04/2026

ଜୟ ଜଗନ୍ନାଥ

ଶ୍ରବଣା ମକର ନକ୍ଷତ୍ର
ବଡଠାକୁରଙ୍କ ଜନ୍ମ ନକ୍ଷତ୍ର

ତିନି ବାଡ ରେ ନକ୍ଷତ୍ର ବନ୍ଦାପନା ଓ
ବଡବାଡ ରେ ଏକ ଅଧିକ ବନ୍ଦାପନା

ଶ୍ରୀ ମଦନମୋହନଙ୍କ ନକ୍ଷତ୍ର ବେଢ଼ା ପରିକ୍ରମା ଦର୍ଶନ

#ନକ୍ଷତ୍ର_ବନ୍ଦାପନା

କାଳିଆ ପ୍ରେମେ ବନ୍ଧା

ଜୟ ଜଗନ୍ନାଥ ଶ୍ରୀରାମଲୀଳା:- ୦୭: ରାବଣ ବଧ ପ୍ରସ୍ତାବ:- ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣ ଙ୍କ ବିଜେ ଦର୍ଶନକାଳିଆ ପ୍ରେମେ ବନ୍ଧା
06/04/2026

ଜୟ ଜଗନ୍ନାଥ

ଶ୍ରୀରାମଲୀଳା:-

୦୭: ରାବଣ ବଧ ପ୍ରସ୍ତାବ:- ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣ ଙ୍କ ବିଜେ ଦର୍ଶନ

କାଳିଆ ପ୍ରେମେ ବନ୍ଧା

Address

Bhubaneswar
751001

Opening Hours

Monday 4:30am - 10:30pm
Tuesday 4:30am - 10:30pm
Wednesday 4:30am - 10:30pm
Thursday 4:30am - 10:30pm
Friday 4:30am - 10:30pm
Saturday 4:30am - 10:30pm
Sunday 4:30am - 10:30pm

Alerts

Be the first to know and let us send you an email when Kalia Preme Bandha posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Kalia Preme Bandha:

Share